ମଜାଦାର ପ୍ରଶ୍ନ ଉତ୍ତର – ବାବାଜୀ ନୁହେଁ ତା ବଢିଛି ଦାଢ଼ି,ପାଦ ତଳ ଯାଏ ଆସିଛି ମାଡି ,ପିଲା ଖେଳନ୍ତି ତା ଦାଢ଼ି ରେ ଦୋଳି,ପକ୍ଷୀ ଖାନ୍ତି ତା କୋଳି – ଏହାର ଉତ୍ତର କଣ ହେବ କୁହ
ନମସ୍କାର ବନ୍ଧୁଗଣ,ସାଧାରଣଜ୍ଞାନ ର ଏହିଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ
ଆଜି ଆମେ ଏଠାରେ ୧୧ଟି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ଆଲୋଚନା କରିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ତାର ଉତ୍ତର ସମ୍ବନ୍ଧରେ।ତେବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ ବିଷୟରେ।
୧)ଇରାନୀ କପ କେଉଁ ଖେଳ ସହ ସଂପୃକ୍ତ?
ଏହାର ଉତ୍ତର ହେଉଛି: କ୍ରିକେଟ
ତେବେ ଆସନ୍ତୁ ଦ୍ୱିତୀୟ ପ୍ରଶ୍ନ ବିଷୟରେ ଜାଣିବା। ୨)ସନ୍ତୋଷ ଟ୍ରଫି କେଉଁ ଖେଳ ସହ ସଂପୃକ୍ତ?
ଏହାର ଉତ୍ତର ହେଉଛି: ଫୁଟବଲ
ତେବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ୩)ସାହାଣୀ ଟ୍ରଫି କେଉଁ ଖେଳ ସହ ସଂପୃକ୍ତ?
ଏହାର ଉତ୍ତର ହେଉଛି: ହକି
ତେବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ୪)ବର୍ଦ୍ଧନ ଟ୍ରଫି କେଉଁ ଖେଳ ସହ ସଂପୃକ୍ତ?
ଏହାର ଉତ୍ତର ହେଉଛି:ଭାର ଉତ୍ତୋଳନ
ତେବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ୫)ଶ୍ରୀଲଙ୍କାର ଜାତୀୟ ସଙ୍କେତ କଣ?
ଏହାର ଉତ୍ତର ହେଉଛି:ଖଣ୍ଡା ଓ ସିଂହ
ତେବେ ଆସନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ୬)ଋଷିଆର ଜାତୀୟ ସଙ୍କେତ କଣ?
ଏହାର ଉତ୍ତର ହେଉଛି:ଦା ଓ ହାତୁଡି
୭)ଇଟାଲୀର ଜାତୀୟ ସଙ୍କେତ କଣ?
ଏହାର ଉତ୍ତର ହେଉଛି:ଧଳା କଇଁ
୮)ଗ୍ରୀସର ରାଜଧାନୀର ନାମ କଣ?
ଏହାର ଉତ୍ତର ହେଉଛି:ଏଥେନସ
୯)ଜର୍ମାନର ରାଜଧାନୀର ନାମ କଣ?
ଏହାର ଉତ୍ତର ହେଉଛି:ବର୍ଲିନ
୧୦)ଫ୍ରାନ୍ସର ରାଜଧାନୀର ନାମ କଣ?
ଏହାର ଉତ୍ତର ହେଉଛି:ପ୍ୟାରିସ
୧୧)ଚାଇନାର ରାଜଧାନୀର ନାମ କଣ?
୧୨ – ବାବାଜୀ ନୁହେଁ ତା ବଢିଛି ଦାଢ଼ି,ପାଦ ତଳ ଯାଏ ଆସିଛି ମାଡି ,ପିଲା ଖେଳନ୍ତି ତା ଦାଢ଼ି ରେ ଦୋଳି,ପକ୍ଷୀ ଖାନ୍ତି ତା କୋଳି – ଏହାର ଉତ୍ତର କଣ ହେବ କୁହ
ସଠିକ ଉତ୍ତର – ବରଗଛ
ଏହାର ଉତ୍ତର ହେଉଛି: ଏହି ପ୍ରଶ୍ନ ଟି ଆମେ ଆପଣ ମାନଙ୍କ ପାଇଁ ଛାଡିଲୁ।ଏବେ ଏହାର ଉତ୍ତର ଆପଣ ମାନେ କମେଣ୍ଟ କରି ଆମ୍ଭ ମାନଙ୍କୁ ଜଣାନ୍ତୁ।ଦେଖିବା ଆପଣ ଏହାର ସଠିକ ଉତ୍ତର ଦେଇପାରୁଛନ୍ତି କି ନାହିଁ।ଆଶା କରୁଛୁ ଏହି ସବୁ ପ୍ରଶ୍ନ ଏବଂ ଉତ୍ତର ଆପଣ ମାନଙ୍କ ଆଗତ ଭବିଷ୍ୟତରେ ବହୁତ ସାହାଯ୍ୟ କରିବା ସହିତ ଆପଣ ମାନଙ୍କ ପାଇଁ ଲାଭଦାୟକ ହେବ।ଧନ୍ୟବାଦ।