ବିବାହିତା ମହିଳା ଭୁଲରେ ବି ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ – ନିଶ୍ଚୟ ଏହି କଥା ଗୁଡିକ ଧ୍ୟାନ ଦେବେ ନଚେତ…
ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀଙ୍କ ସ୍ୱରୂପ ମାନି ଥାନ୍ତି।ତାଙ୍କୁ ଦେବୀଙ୍କ ପରି ପୂଜା କର ଯାଇଥାଏ।ଘରର ସ୍ତ୍ରୀ ସାକ୍ଷାତ ଲକ୍ଷ୍ମୀ ଅଟନ୍ତି।ଏପରି କୁହାଯାଏ କି ଯେଉଁ ଘରେ ନାରୀ ମାନଙ୍କୁ ସଂମାନ ମିଳେନି ସେହି ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।ଏହି ଘରେ ରହୁଥିବା ପୁରୁଷ ସବୁବେଳେ ଧନ ହାନି ର ସମ୍ମୁଖୀନ ହୋଇ ଥାନ୍ତି।ସିଏ ଆପଣଙ୍କ ମାଆ ହୁଅନ୍ତୁ କି ଭଉଣୀ ହୁଅନ୍ତୁ କି ପତ୍ନୀ କେବେ ଅପମାନ କରନ୍ତୁ ନାହିଁ । ମାଆ ଲକ୍ଷ୍ମୀଙ୍କୁ ପ୍ରସଂନ୍ନ କରିବାର ସବୁଠୁ ଭଲ ଉପାୟ ହେଉଛି ଘରର ସ୍ତ୍ରୀ ମାନଙ୍କୁ ସମ୍ମାନ କିନ୍ତୁ ଆମ ଧର୍ମରେ ସ୍ତ୍ରୀ ମାନଙ୍କ ବିଷୟରେ କିଛି ନିୟମ ଦିଆ ଯାଇଛି । କିଛି ସ୍ତ୍ରୀ ଏପରି ହୋଇଥାନ୍ତି ଯେଉଁ ମାନେ ନିଜ ଭୁଲ ପାଇଁ ସମ୍ମାନ ପାଇନଥାନ୍ତି ।
ଯାହାର କର୍ମରେ ପରିବାର ବର୍ବାଦ ହେଇ ଯାଇଥାଏ। ସେମାନକଙ୍କୁ ବି କିଛି କଥାର ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଘରର ମହିଳାଙ୍କୁ ସବୁବେଳେ ସଯ ହୋଇ ରହିବ ଆବଶ୍ୟକ। ତାଙ୍କ ଦେହରେ ସୁନା ଗହଣା ଅତ୍ୟାବଶ୍ୟକ ହୋଇ ଥାଏ।ଯେଉଁ ଘରେ ମହିଳା ମାନଙ୍କ ଉପରେ ସୁନା କି ଚାନ୍ଦି ଗହଣା ନଥାଏ ସେହି ଘରେ ଲୋକ ମାନେ ସବୁବେଳେ ଦରିଦ୍ର ହି ରାହି ଥାନ୍ତି।ଏହା ସହିତ ବିବାହିତା ମହିଳାଙ୍କ ପାଇଁ ମଧ୍ୟ ଶାସ୍ତ୍ରରେ କିଛି ନିୟମ କୁହ ଯାଇଛି ।କିଛି ଜିନିଷ ଥାଏ ଯାହା ଭୁଲରେ ବି ଆଉ କୋଉ ସ୍ତ୍ରୀ ସହ ସେୟାର କରିବା ଉଚିତ ହୋଇ ନଥାଏ।ଏହାର ପରିଣାମ ଆପଣଙ୍କ ସାଂସାରିକ ଜୀବନ ଉପରେ ପଡିଥାଏ ।
ପ୍ରତ୍ୟକ ମହିଳାଙ୍କ ଗୋଟିଏ ସ୍ୱାମୀ ହୋଇଥାନ୍ତି ସେଥିପାଇଁ ତାଙ୍କର ସଜ କୁ ଜଡିତ କିଛି ଜିନିଷ ଥାଏ ଯାହା କେବଳ ତାଙ୍କ ପାଇଁ ଥାଏ ।ଏହି ଜିନିଷକୁ ଭୁଲରେ ବି ଅନ୍ୟ ସ୍ତ୍ରୀକୁ ଦିଅନ୍ତୁ ନାହିଁ ।ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ । ସବୁଠୁ ପ୍ରଥମ ଜିନିଷ ହେଉଛି ମଙ୍ଗଳ ସୂତ୍ର ।ବିବାହିତା ମହିଳା ପାଇଁ ମଙ୍ଗଳସୁତ୍ର ବହୁତ ମହତ୍ଵ ହୋଇଥାଏ। କୌଣସି ମହିଳା ନିଜ ମଙ୍ଗଳ ସୂତ୍ରକୁ ଆଉ କୋଉ ମହିଳାଙ୍କୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।ଏହା ଦ୍ୱାରା ସ୍ୱାମୀର ଜୀବନରେ ଚିନ୍ତା ଆସିଥାଏ ।ହିନ୍ଦୁ ଶାସ୍ତ୍ର ଅନୁସାରେ ଗୋଟିଏ ବିବାହିତା ମହିଳା ପାଇଁ ସିନ୍ଦୁର ହି ତାର ପରିଚୟ ହୋଇ ଥାଏ।ସେଠି ପଣ ସବୁ ସ୍ତ୍ରୀ ମାନଙ୍କୁ ତାର ସଂମାନ କରିବା ଦରକାର ।ସିନ୍ଦୁର ପିନ୍ଧିବା ପରେ ମଥାରେ ସବୁବେଳେ ଓଢଣା ଦିଅନ୍ତୁ। ଅନ୍ୟ ସ୍ତ୍ରୀର ସିନ୍ଦୁର ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ ।
ବିବାହିତା ମହିଳାଙ୍କୁ ନିଜ କାଜଲ କେବେ ଆଉ କାହାକୁ ଦିଅନ୍ତୁ ନାହିଁ।ଏହା କଲେ ସ୍ୱାମୀର ପ୍ରେମ ଆପଣଙ୍କ ପାଇଁ କମିଯିବ । ଚୁଡିକୁ ବି କୌଣସି ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ।ଏହା କରିଲେ ଆପଣଙ୍କ ଭାଗ୍ୟ ଦୁର୍ବଳ ହୋଇଯିବ।କାରଣ ଚୁଡି ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଆଉ ଏକ ମହିଳା ପାଖକୁ ଚାଲି ଯିବ।ନିଜ ବିନ୍ଦିକୁ ବି କାହାକୁ ଦିଅନ୍ତୁ ନାହିଁ।ଏହା ଦ୍ୱାରା ସ୍ୱାମୀର ଜୀବନକୁ ବିପଦ ଆସିଥାଏ। ଝୁଣ୍ଟିଆ ବି କାହାକୁ ଦିଅନ୍ତୁ ନାହିଁ ।ଏହା କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ।ବାହାଘର ଲୁଗା କାହାକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଘରର ସମୃଦ୍ଧି ପ୍ରଭାବିତ ହୋଇ ଥାଏ।ଏହି ସବୁ ଜିନିଷ କେବେ ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ ।