December 22, 2024

Odia Express

Leading Odia News Portal of Odisha

କେବଳ ୧୧ଦିନ ପର୍ଯ୍ୟନ୍ତ ଏହାକୁ ପିଅନ୍ତୁ ୧୦୦ବର୍ଷ ପର୍ଯ୍ୟନ୍ତ ମଧୁମେହ,କୋଲେଷ୍ଟ୍ରଲ,ପେଟର ରୋଗ ,ମୋଟାପଣ,ଦୁର୍ବଳ ଆଖି ଓ ହୃଦୟର ରୋଗ ହେବନାହିଁ

ନମସ୍କାର ବନ୍ଧୁଗଣ, ୧୧ଦିନ ପର୍ଯ୍ୟନ୍ତ ଏହାକୁ ପାଣିରେ ଫୁଟାଇ ପିଅନ୍ତୁ ୧୦୦ବର୍ଷ ପର୍ଯ୍ୟନ୍ତ ମଧୁମେହ,କୋଲେଷ୍ଟ୍ରଲ,ପେଟର ରୋଗ ,ମୋଟାପଣ,ଦୁର୍ବଳ ଆଖି ଓ ହୃଦୟର ରୋଗ ହେବନାହିଁ।ଏବଂ ଆଜି ଆମେ ଏହି ଉପଚାର ବିଷୟରେ ଆଲୋଚନା କରିବା।ଏହାର ପ୍ରୟୋଗ ଦ୍ଵାରା ଆପଣ ନିଜ ଶରୀରର ସବୁ ପ୍ରକାରର ରୋଗର ଚିକିତ୍ସା କରିପାରିବେ।ଓ ନିଜ ଶରୀରକୁ ସମ୍ପୂର୍ଣ୍ଣ ନିରୋଗ କରିପାରିବେ।ଆସନ୍ତୁ ଜାଣିବା ଏହି ଉପଚାରକୁ ତିଆରି କରିବାର ବିଧି ବିଷୟରେ।ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରିବ।ଏବଂ ଏହା ବୃଦ୍ଧି ହେଲେ ଆପଣ ବହୁତ ଭୟାନକ ରୋଗ କବଳରୁ ରକ୍ଷା ପାଇପାରିବେ।

ଏହି ଉପଚାରର ଯେଉଁ ମୁଖ୍ୟ ସାମଗ୍ରୀ ଅଛି ଯାହା ପ୍ରଥମେ ଦରକାର ତାହା ହେଉଛି ଜିରା।ଜିରାର ଫାଇଦା କିଏବା ଜାଣିନାହିଁ।ଜିରା ଆଜିବି ଆମ ରୋଷେଇ ଘରେ ବହୁତ ଜରୁରୀ ଅଂଶ ଅଟେ।ଏହା ଅତି ସହଜରେ ଉପଲବ୍ଧ ଥାଏ।ଆସନ୍ତୁ ଜାଣିବା ଏହାର କଣ କଣ ଫାଇଦା ହେବ।ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ।ଜିରା ଆମ ଶରୀରରେ ରକ୍ତର ଅଭାବ ଦୂର କରିଥାଏ।ଏହାଦ୍ଵାରା ଆପଣଙ୍କ ଚେହେରାର ଚମକ ଆସିଯିବ।ଆପଣଙ୍କ ବୟସ ବଢିବାର ପକ୍ରିୟା ରହିଯିବ।

ଆପଣ ୫୫ବର୍ଷ ବୟସରେ ମଧ୍ୟ ୨୦ବର୍ଷର ଲାଗିବେ।ଚେହେରାର ସମସ୍ତ ରୋଗ ରକ୍ତର ଅଭାବ ଓ ଏହାର ଅଶୁଦ୍ଧତା ପାଇଁ ହୋଇଥାଏ।ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି ତେବେ ଏହାର ବ୍ୟବହାର ଦ୍ଵାରା ରୋଗ ନିୟନ୍ତ୍ରଣରେ ରହିବ।ଏହାଦ୍ଵାରା ଆପଣ ନିଜ ମୋଟପଣ ଦୂର କରିପାରିବେ।ହୃଦଘାତର ସମସ୍ୟା ଠାରୁ ଆପଣ ରକ୍ଷା ପାଇବେ।ଆପଣଙ୍କୁ ଗ୍ୟାସ, ଅମ୍ଳର ସମସ୍ୟା କବଳରୁ ରକ୍ଷା କରିବ।ଏହାର ଖାଲି ପେଟରେ ସେବନ ଦ୍ଵାରା ପାଚନ ସହ ଜଡିତ ରୋଗ ମଧ୍ୟ ଭଲ ହୋଇଯିବ।ଏହି ଉପଚାର ଶରୀରର ପାଖାପାଖି ସମସ୍ତ ରୋଗଠାରୁ ବଞ୍ଚାଇବ।

ଆଖିର ଦୃଷ୍ଟିଶକ୍ତି ଦୃଢ କରିବାରେ ଏହା ସାହାର୍ଯ୍ୟ କରିବ।ଆପଣଙ୍କ ଆଖିରୁ ବେଳେବେଳେ ପାଣି ଆସିଥାଏ ଏହି ଉପଚାର ଏହାର ମଧ୍ୟ ଚିକିତ୍ସା କରିବ।ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି ଓ ଆପଣଙ୍କ ଶରୀରର ହାଡ ଦୁର୍ବଳ ଅଛି ତେବେ ଏହାର ବ୍ୟବହାର କରନ୍ତୁ।

ଯଦି ଏହି ଜିରା ସହ ଆଉ ଦୁଇଟି ସାମଗ୍ରୀ ମିଶାଇଦେବା ତେବେ ଏହି ଉପଚାର ଏକ ବରଦାନ ଭଳି କାମ କରିବ।ପ୍ରଥମେ ଗୋଟିଏ ଚାମଚ ଜିରା ନିଅନ୍ତୁ।ଏବେ ଏହାକୁ ଗୋଟିଏ ଗିଲାସ ପାଣିରେ ରାତିସାରା ଭିଜାଇ କରି ରଖନ୍ତୁ।ଓ ସକାଳେ ଉଠିଲାପରେ ଏହାକୁ ନିଆଁରେ ଭଲଭାବରେ ଫୁଟାଇ ଦିଅନ୍ତୁ।ଯେବେ ଏହା ଭଲ ଭାବରେ ଫୁଟିଯିବ ତାପରେ ଏହାକୁ କାଢି ଏକ ଗିଲାସରେ ଛାଣିକରି ରଖନ୍ତୁ।ଏହାପରେ ଏଥିରେ ଏକ ଚାମଚ ଆପଲ ଭିନେଗାର ପକାନ୍ତୁ ଓ ଏକ ଚାମଚ ମହୁ ମଧ୍ୟ ମିଶାଇ ଦିଅନ୍ତୁ।ଏବଂ ଆପଣଙ୍କ ଉପଚାର ତିଆରି ହୋଇଯିବ।ଏବଂ ଏହି କଥାର ଧ୍ୟାନ ରଖନ୍ତୁ କି ମହୁ ଏଥିରେ ମିଶାଇବା ପରେ ଏହାକୁ ଆଉ ଥରେ ଗରମ କରନ୍ତୁ ନାହିଁ।ଏହିପରି ହିଁ ଏହାର ସେବନ କରନ୍ତୁ।ଏବଂ ବନ୍ଧୁଗଣ ଯଦି ଆପଣ ଏହି ଉପଚାରର ପ୍ରୟୋଗ କରିବେ ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ନିରୋଗ ହୋଇଯିବ।ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଓ ଆପଣ ନିଜ ଶରୀରର ବହୁତ ସାରା ରୋଗର ଚିକିତ୍ସା କରିପାରିବେ।ତେବେ ଏହି ଉପଚାରକୁ ଆଜି ହିଁ ତିଆରି କରି ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *