ଇଂରାଜୀ ଅକ୍ଷର V ନାମର ବ୍ୟକ୍ତିମାନଙ୍କ ପାଇଁ ଆଗକୁ ଆସୁଥିବା ୧୦ ଦିନରେ ଭୂତଳ ଖସିବାକୁ ଯାଉଛି ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ
ଇଂରାଜୀ ଅକ୍ଷର V ନାମର ବ୍ୟକ୍ତିମାନଙ୍କ ପାଇଁ ଆଗକୁ ୧୦ ଦିନ ଭୂଚଳ ଆସିପରେ ଏହି ଭୁଲ କରନ୍ତୁ ନାହିଁ। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ଜୀବନ କିପରି ହେବାକୁ ଯାଉଛି ଆସନ୍ତୁ ବିସ୍ତାରରେ ଜାଣିବା। ପାରିବାରିକ ସମ୍ପର୍କ କିଛି ଗମ୍ଭୀର କଥାକୁ ନେଇ ବିଚାର ବିମର୍ଶ ହେବ ଏବଂ ଯାହାର ଫଳ ମଧ୍ୟ ସାକରା ତ୍ମକ ରହିବ ।ବିଦ୍ୟାର୍ଥୀ ମାନେ ନିଜର କୌଣସି ପ୍ରକଳ୍ପ ପୁରା ହେବ ଦ୍ଵାରା ଗର୍ବ ଅନୁଭବ କରିବେ ଏବଂ ଏହା ଦ୍ଵାରା ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ଅଧିକ ବଢିବ ।ସେମାନେ ଏହା ଦ୍ଵାରା ଉତ୍ତମ ଦିଗରେ ଆଗକୁ ବଢ଼ିବେ।ପିତା ମାତା ନିଜର ପିଲାମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ।ଏହି ବ୍ୟକ୍ତି ମାନେ ନିଜର ମନର ଆଶା ଉପରେ ଅଙ୍କୁଶ ଲଗାଇବା ଜାଣିଛନ୍ତି କିନ୍ତୁ ଏମାନେ ଅଧିକ ଜିଦି ଅଟନ୍ତି ।ଏହି ସମୟ ରେ ଆପଣ ପ୍ରେମରେ ନ ପଡ଼ି ନିଜର କ୍ୟାରିଅରକୁ ଖରାପ କରନ୍ତୁ ନାହିଁ ।
ଏହି ସମୟରେ ଆପଣଙ୍କ ବ୍ୟବସାୟରେ କିଛି ଅସୁବିଧା ଆସିପାରେ ଏବଂ ନିଜର ସାହସ ଏବଂ ଶକ୍ତିକୁ ଆପଣ ଛାଡନ୍ତୁ ନାହିଁ। ବେପାର କାର୍ଯ୍ୟରେ ଆପଣ ନିଜର ସାଥୀ ଉପରେ ବିଶ୍ୱାସ ରଖନ୍ତୁ । ଧନ ସମ୍ବର୍ଦ୍ଧିତ କାର୍ଯ୍ୟରେ ନିଜର କାଗଜ ପତ୍ରକୁ ନିଜର କୌଣସି ଅନୁଭବି ବ୍ୟକ୍ତିଙ୍କୁ ଦେଖାଇ କାର୍ଯ୍ୟ କରନ୍ତୁ। ନିଜର ଘରର କୌଣସି କାମରେ ବାହାର ଲୋକଙ୍କୁ ହସ୍ତଖେପ କରିବାକୁ ଦିଅନ୍ତୁ ନାହିଁ। ଯାହା ଦ୍ଵାରା ଘରର ବାତାବରଣ ଭଲ ରହିବ । ଏହି ସମୟରେ ଆପଣଙ୍କୁ ସର୍ଦ୍ଦି ହୋଇପାରେ।ଏହି ୧୦ ଦିନ ଏହି ବ୍ୟକ୍ତିମାନଂକ ପାଇଁ ଭାଗ୍ୟ ଶାଳୀ ରଙ୍ଗ ରହିବ ହଳଦିଆ ଏବଂ ଭାଗ୍ୟ ଶାଳୀ ଅଙ୍କ ରହିବ ୩ । ଏହି ସମୟରେ ନିଜ ପ୍ରତି ସକାରାତ୍ମକ ଭାବ ବଢିବା ଯାହା ଦ୍ଵାରା ଆପଣ ନିଜର କୌଣସି କାମରେ ରିସ୍କ ନେଇ ପାରନ୍ତି। ସଫଳ ହେବା ପରେ ମଧ୍ୟ ଆପଣ ନିଜର କାମକୁ ବହୁତ୍ ଭଲ କରିବା ପାଇଁ ଚେଷ୍ଟା କରିବେ ।
ଧାତୁ ସମ୍ବର୍ଦ୍ଧିତ କୌଣସି ବେପାର କରିବା ସମୟରେ କୌଣସି ବ୍ୟକ୍ତିକୁ ସାକ୍ଷୀ ରଖି ନିଜର ବ୍ୟବସାୟକୁ ଜାରି ରଖନ୍ତୁ। ଯୁବକ ମାନଙ୍କୁ ନିଜର ପ୍ରେମ ସଂପର୍କ ପାଇଁ ସକାରାତ୍ମକ ଭାବ ଆସିପାରେ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ଏବଂ ଏହି ଯାତ୍ରା ସେମାନଙ୍କ ପାଇଁ ବହୁତ୍ ଲାଭ ଦାୟକ ସିଦ୍ଧ ହୋଇପାରେ। ଏହି ସମୟରେ ଧରମ କର୍ମ ସମ୍ପର୍କୀୟ କୌଣସି ବି କାମ ଆପଣଙ୍କ ପାଇଁ ଉତ୍ତମ ରହିବ । ଏହି ସମୟରେ ଆପଣଙ୍କ ପରିବାର ଆପଣଙ୍କ ଉପରେ କୌଣସି କାର୍ଯ୍ୟ ପାଇଁ ଆଶା ରଖିବେ।
ଏହି ସମୟରେ ଆପଣ ନିଜର ସମୟ ବାହାର କରି ଏକ ଧାର୍ମିକ ସ୍ଥାନକୁ ନିଶ୍ଚୟ ଗମନ କରନ୍ତୁ।ଆପଣଙ୍କୁ ମନ ତୀର୍ଥ ଯାତ୍ରା କରିବାକୁ ହେବ ଏବଂ ଆଧ୍ୟାତ୍ମ୍ୟ ଆଡ଼କୁ ମନ ରହିବ।ଆପଣ ଏହି ସମୟରେ ନିଜର ପ୍ରେମିକ ସାଥୀ ପାଇଁ କେତେ ଉତ୍ସୁକ ଅଛନ୍ତି ଆପଣ ତାଙ୍କ ଆଗରେ ବ୍ୟକ୍ତ କରନ୍ତୁ। ଆପଣ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଦୂରେଇ ନିକଟତର ହୁଅନ୍ତୁ।ଯଦି କୌଣସି ଝଗଡ଼ା ହୋଇଛି ତାହେଲେ ତାହାକୁ ପ୍ରାଧାନ୍ୟ ନ ଦେଇ ଆଗକୁ ବଢନ୍ତୁ ଆପଣଙ୍କ ଜୀବନ ଖୁସିମୟ ହେବ।ଯଦି ଆପଣ ସେହି ଝଗଡ଼ା ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବେ ତାହେଲେ ଆପଣଙ୍କ ମଧ୍ୟରେ ଦୂରତା ବଢିବ।ଆପଣଙ୍କ ସ୍ଵପ୍ନ ବହୁତ୍ ଅଧିକ ଅଛି କିନ୍ତୁ ତାହାକୁ କିପରି ପୂରଣ କରାଯିବ ତାହା ଆପଣଙ୍କୁ ଜଣା ନାହିଁ ସେଥିପାଇଁ ଅନେକ ଅସୁବିଧା ହେଉଛି । ଏହି ସମୟରେ ଆପଣ କୌଣସି କାମକୁ ଯଦି ଅନିଷ୍ଟ ଏହି ଧୈର୍ଯ୍ୟର ସହ କରିବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ।