ସକାଳୁ ଉଠି ଏହି କାମ କଲେ ଘରକୁ ଦରିଦ୍ରତା ଆସିଥାଏ – ଚାଣକ୍ୟ ନୀତି – ନ ଜାଣିଥିଲେ ଏବେ ଜାଣିରଖନ୍ତୁ…
ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ଗ୍ରନ୍ଥ ଅଟେ।ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ ବନେଇବାର ଉପଯୋଗୀ ନୀତି ଦିଆଯାଇଛି।ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜର ପ୍ରତି ପଦ କୁ ଉପଯୁକ୍ତ ଶିକ୍ଷା ଦେବାର ଅଛି।ଚାଣକ୍ୟ ଜଣେ ଜ୍ଞାନୀ ଥିଲେ ଯିଏ ନିଜ ନୀତି ରେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଦେଇଥିଲେ।ଜାଣନ୍ତୁ ଚାଣକ୍ୟ ଙ୍କ ଏମିତି କିଛି ନୀତି ଯାହା ଆପଣନ୍କ ଜୀବନରେ କିଛି ମୋଡ଼ରେ କାମରେ ଆସିବ।ସମସ୍ତଙ୍କଁ ରୁମ ଟାଙ୍କୁରି ଉଠିଥାଏ ଯେବେ ସକାଳୁ ଉଠି ଶୁଣିବାକୁ ମିଳିଥାଏ ଏହି ୫ଟି କଥା।ସେଥିପାଇଁ ସକାଳୁ ଉଠି ସ୍ତ୍ରୀମାନଙ୍କର ଏହି କଥା ଦେଖିବା ଉଚିତ ନୁହେଁ।ଏହାଦ୍ୱାରା ଦିନ ନୁହେଁ ପୁରା ବର୍ଷ ବର୍ବାଦ ହେଇଯିବ।ସବୁ ସକାଳ ବ୍ୟକ୍ତି ପାଇଁ ଏକ ନୂଆ ସଵାରୀ ଆଣିଥାଏ।ପ୍ରତି ସକାଳ ବ୍ୟକ୍ତି ରେ ନୂଆ ଆଶା ଓ ଶକ୍ତି ରହିଥାଏ।ଶାସ୍ତ୍ରରେ କୁହାଯାଇଛି ଯଦି ଦିନର ଆରମ୍ଭ ଠିକ ପ୍ରକାରେ କରାଯାଏ ତେବେ ପୁରା ଦିନ ଭଲରେ କଟିଥାଏ।ଯଦି ଦିନର ଆରମ୍ଭରେ ଯଦି କିଛି ଅଶୁଭ ଜିନିଷ ଦେଖିନିଅନ୍ତି ତେବେ ପୁରା ଦିନ ବର୍ବାଦ ହେଇଯାଏ।
୧:ଶାସ୍ତ୍ରରେ କୁହାଯାଇଛି ସକାଳୁ ସକାଳୁ କୌଣସି ଗର୍ବୀ ଲୋକ କୁ କିମ୍ବା କୌଣସି ଚାରିତ୍ରହୀନ ନାରୀକୁ ଦେଖନ୍ତୁ ନାହିଁ।ଏହାଦ୍ୱାର ଅଶୁଭ ହେଇଥାଏ।ଏହା କରିବାରୁ ବଞ୍ଚନ୍ତୁ।ଯଦି ହେଇପାରୁଛି ସକାଳୁ ମା ବାପା କିମ୍ବା ଭଗବାନ ଙ୍କ ମୁଖ ଦେଖନ୍ତୁ।
୨:ବୈଜ୍ଞାନିକ ଙ୍କ ଅନୁସାରେ ଏହି କଥାକୁ ପୁରା ଦୁନିଆ ମାନିଥାଏ ଯେ ଭଙ୍ଗା ଆରିସୀ ଏହା କୌଣସି ଅବସ୍ଥାରେ କାହିଁକି ନା ଥାଉ ସେଥିରେ ନିଜ ଚେହେରା ଦେଖିଲେ ବ୍ୟକ୍ତି କାଙ୍ଗାଲ ହେଇଥାଏ।କାରଣ ସକାଳୁ ଆଇନାରେ ନକରାତ୍ମକ ଉର୍ଜା ଥାଏ।ଯାହାକୁ ପ୍ରଥମେ ଦେଖିଲେ ଆପଣନ୍କ ଭିତରେ ସମାହିତ ହେଇଯାଇଥାଏ।ଯାହା କାରଣରୁ ଆପଣନ୍କ ଭିତରର ସକାରତ୍ମକ ଉର୍ଜା ନାଶ ହେଇଯାଇଥାଏ।ସେଥିପାଇଁ ସକାଳେ ଆଇନା ଦେଖିବାରୁ ବଞ୍ଚନ୍ତୁ।
୩:ସକାଳେ ଓଲଟା ଚପଲ,ବୁଢିଆଣି ଜାଲ କିମ୍ବା ଧାର ଜିନିଷ ଦେଖିଲେ ବ୍ୟକ୍ତି ରୋଗରେ ପଡିଥାଏ ଓ ପୁରା ଦିନ ତା ଉପରେ ନକରାତ୍ମକ ଉର୍ଜା ରହିଥାଏ।ସେଥିପାଇଁ ଏହା କରିବାରୁ ବଞ୍ଚନ୍ତୁ।
୪: ସକାଳୁ ଉଠି ଖାଲି ବାସନ,ଖାଲି ପର୍ସ କିମ୍ବା ସବୁକିଛି ଖାଲି ଦେଖିଲେ କାମ ରୋକିଥାଏ।ସେଥିପାଇଁ ଏଭଳି ଜିନିଷ ଦେଖନ୍ତୁ ନାହିଁ।
୫: ସକାଳୁ ଘରେ ଲଢେଇ ଝଗଡା ଦେଖିଲେ ମନହୁସ ଆସିଥାଏ।ସେଥିପାଇଁ ସକାଳ ର ଆରମ୍ଭ ମିଠା ବଚନରେ କରନ୍ତୁ।ସଫଳତା ମିଳିବ ଜୀବନରେ।
ସାଧାରଣତଃ ଏମିତି କିଛି କଥା ଅଛି ଯାହାକୁ ମାନି ଚାଲିଲେ ଜୀବନ ସୁଖମୟ ହେଇଥାଏ।କିନ୍ତ ଆମେ ସେସବୁ ବିଷୟରେ ନଜାଣି ଆମେ ଅଜାଣତରେ ଭୁଲ କରିବସୁ।ଫଳରେ ଜୀବନରେ ଅଭାବ ଓ ଅଶାନ୍ତି ଲାଗିରହିଥାଏ।ଆମେ ସମସ୍ତେ ଜାଣନ୍ତି ସକାଳୁ ଶୀଘ୍ର ଉଠିବା ଆମ ପାଇଁ କେତେ ଲାଭଦାୟକ ହେଇଥାଏ।କିନ୍ତୁ କିଛି ଲୋକ ସକାଳୁ ଶୀଘ୍ର ଉଠି ମଧ୍ୟ ଏମିତି ଭୁଲ କରିବସନ୍ତି ଯାହାଫଳରେ ସଫଳତାର ସୂର୍ଯ୍ୟ ସେମାନଙ୍କ ଜୀବନରେ କେବେବି ଉଦୟ ହେଇନଥାଏ।ଏହି ପାଞ୍ଚଟି କାମ କରିବା ଦ୍ୱାରା ଆମେ ବର୍ବାଦ ଆଡକୁ ଆଗେଇଯାଇଥାଉ।ଆମ ଜୀବନ ସବୁବେଳେ ନକରତ୍ମକ ରେ ଚାଲିଥାଏ।ମରିଗଲେ ବି ଏହି କାମ ସକାଳୁ ଉଠି କରନ୍ତୁ ନାହିଁ କିମ୍ବା ଦେଖନ୍ତୁ ନାହିଁ।