ଘରେ ଶୁଆ ପୋଷିଲେ ଭାଗ୍ୟ ଚମକି ଉଠିବ – ଚାଣକ୍ୟ ନୀତି – ଘରେ ଶୁଆ ରଖୁଥିଲେ ନିଶ୍ଚୟ ଜାଣିରଖନ୍ତୁ..
ଯେଉଁ ବ୍ୟକ୍ତି କୁ ଶୁଆ ମିଳିଯାଏ ତା ଜୀବନ ସଫଳତା ଆଡକୁ ଚାଲିଯାଏ।ଶୁଆ ପୋଷିବାର ୫ ଟି ଫାଇଦା ରହିଛି।ଅନେକ ସମୟରେ ଆମେ ଘରେ କୁକୁର, ବିଲେଇ ପାଳିଥାନ୍ତି,ଶୁଆ, କୁକୁଡ଼ା ଆଦି ପଶୁପକ୍ଷୀ ପାଳିଥାନ୍ତି।ତାଙ୍କ ସହିତ ରହିବା ସମୟ ବିତାଇବା ଆମକୁ ଭଲ ଲାଗିଥାଏ।ଏହି ଜୀବ ମାନେ ଆପଣନ୍କ ଘରେ ଖୁସି ଆଣିଥାନ୍ତି।ହିନ୍ଦୁ ଧର୍ମରେ ଶୁଆକୁ ସମୃଦ୍ଧିର ପ୍ରତୀକ ମାନଆଯାଇଛି।ଇଏ ଶୁଭ ଓ ଅଶୁଭ ର ସଂକେତ ଦେଇଥାଏ।ବିଦ୍ୱାନଙ୍କ ଅନୁସାରେ ଷଷ୍ଠ ଇନ୍ଦ୍ରିୟ ବହୁତ ସକ୍ରିୟ ହେଇଥାଏ।ଏହି କାରଣରୁ ତାଙ୍କୁ କୌଣସି ଘଟଣାର ଆଭାସ ଆରମ୍ଭରୁ ହେଇଯାଇଥାଏ।ଶୁଆ ଏକ ଏପରି ଜୀବ ଯିଏ ଅପ୍ରିୟ ଘଟଣାକୁ ଆରମ୍ଭରୁ ଜାଣିନେଇଥାଏ।ଆଉ ଲୋକଙ୍କୁ ଏହାପ୍ରତି ସୂଚିତ କରିଥାଏ।
୧:- ଶୁଆ ଏକ ଏପରି ପକ୍ଷୀ ଯିଏ ବହୁତ ବୁଦ୍ଧିମାନ ହେଇଥାଏ।ଇଏ ବହୁତ ଶୀଘ୍ର କୌଣସି ଜିନିଷକୁ ସହଜରେ ଶିଖିନେଇଥାଏ ଓ ଏହାକୁ ଦୋହରାଇଥାଏ।ଶୁଆ ର କ୍ରିୟାରେ ଲୋକଙ୍କୁ ବହୁତ ଖୁସି ମିଳିଥାଏ।ଏଥିରୁ ଘରର ବାତାବରଣ ଭଲ ରହିଥାଏ।
୨:-ଶୁଆ ଏପରି ଜୀବ ଯାହାକୁ ପାଳିବାରେ ଅଧିକ କଷ୍ଟ ନଥାଏ।ତାକୁ ଅନ୍ୟ ଜୀବଙ୍କ ଭଳି ବିଶେଷ ପ୍ରକାର ଭୋଜନର ଦରକାର ନଥାଏ।ସେ ଫଳ ଖାଇ ପାରିଥାଏ।ଯଦି ଆପଣ ଙ୍କ ଉପରେ କୌଣସି ସମସ୍ୟା ଆସିଛି ତେବେ ଆପଣ ନିଜ ମୁଣ୍ଡ ଉପରୁ କଞ୍ଚା ଲଙ୍କା ସାତ ଥର ବୁଲାଇ ଶୁଆ କୁ ଖୁଆଇଦେବା ଉଚିତ।ଏହା ଏକ ମାସ ରେ କମ ସେ କମ ଦଶ ରୁ କୋଡିଏ ଥର କରନ୍ତୁ।ଆପଣ ଦେଖିବେ ଯେ ଧୀରେ ଧୀରେ ଆପଣଙ୍କ ସମସ୍ୟାର ଅନ୍ତ ହୋଇଯିବ।
୩:- ଶୁଆ ର ଆୟୁଷ ବହୁତ ଲମ୍ବା ହେଇଥାଏ।ପାହାଡ଼ ଶୁଆ ୫୦ ବର୍ଷ ଜୀବିତ ରହିପରିବେ।ଯଦି ଆପଣ ଘରେ ଏକା ରହୁଛନ୍ତି ତେବେ ଶୁଆ ଆପଣଙ୍କର ଏକ ବିଶ୍ବସ୍ତ ସାଥି ହେଇପାରିବ।ଇଏ ଆପଣନ୍କ ସହ କଥା ହେଇପାରିବ।ଆପଣନ୍କ ସହ ଖେଲିପରିବା।ଇଏ ଆପଣଙ୍କୁ ଖୁସି ରଖିପାରିବ।ଶୁଆ ସହ ଖେଳି ଆପଣ ଏକୁଟିଆ ପଣ ରୁ ମୁକ୍ତି ରହିପାରିବେ।ଆଉ ଏହାଦ୍ୱାରା ଆପଣଙ୍କୁ କୌଣସି ରୋଗ ହେବ ନାହିଁ।
୪:- ଘରେ ଶୁଆ ପାଳିଲେ ନକରାତ୍ମକ ଉର୍ଜା କୋଷେ ଦୂରରେ ରହିଥାଏ।ଆଉ ସକରାତ୍ମକ ଉର୍ଜା ର ସଂଚାର ତେଜ ରେ ହେଇଥାଏ।ଯଦି ଆପଣ ଶୁଆ ପାଳୁଛନ୍ତି ଓ ଏହା ବାରମ୍ବାର ରୋଗରେ ପଡିଯାଉଛି କିମ୍ବା ମରିଯାଉଛି ଏହି ପରିସ୍ଥିତି ରେ ଆପଣଙ୍କୁ ଶୁଆ ରଖିବା ଉଚିତ ନୁହେଁ।ଯଦି ଆପଣ ଘରକୁ ବାରମ୍ବାର ଶୁଆ ଆଣୁଛନ୍ତି ତେବେ ଏହା ଅପଣଙ୍କ ପାଇଁ ଖରାପ ହେଇପାରେ।ସେଥିପାଇଁ ପରଖିକରି ଶୁଆ ପାଲନ୍ତୁ ଆପଣନ୍କ ଘରେ କିପରି ବାତାବରଣ ଅଛି।ଶୁଆ ଏକ ଏପରି ପକ୍ଷୀ ଯିଏ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ।ଯେଉଁ ଘରେ ଶୁଆ ପାଳନ କରାଯାଏ ଆଉ ସେହି ବ୍ୟକ୍ତି କୁ ଏହା ମିଳିଯାଏ ତ ଜାଣନ୍ତୁ ଏହାର ଜୀବନ ବଦଳିଗଲା।ଏହି ଘରେ ଧନ ବଢ଼ିଥାଏ।ସୁଖ ସମୃଦ୍ଧି ରହିଥାଏ।
ପିଞ୍ଜରାରେ ସୁଆ ରଖିବା ଆଦୌ ଶୁଭ ହେଇନଥାଏ।ଶୁଆ ର ଫଟ ପିଲାଙ୍କ ପାଠପଢା ଘରେ ରଖିଲେ ପାଠପଢ଼ାରେ ମନ ଲଗିଥାଏ।ଘରେ ଶୁଆ ର ଫଟ ରଖିବାକୁ ଚଂହୁଥିଲେ ଘରର ଉତ୍ତର କୋଣରେ ଲଗାନ୍ତୁ।