September 19, 2024

Odia Express

Leading Odia News Portal of Odisha

ବୃଷ ରାଶିର ୧ରୁ ୭ଫେବ୍ରୁଆରୀ ପର୍ଯ୍ୟନ୍ତ ୨୦୨୧ର ସାପ୍ତାହିକ ରାଶିଫଳ – ଘୋଡା ଭଳି ଦୌଡ଼ିକରି ଆସିବ ଟଙ୍କା

ନମସ୍କାର ବନ୍ଧୁଗଣ, ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଫେବ୍ରୁଆରୀ ମାସର ପ୍ରଥମ ସପ୍ତାହର ରାଶିଫଳ ବିଷୟରେ ଜାଣିବା।ଏବଂ ଏହା ମଧ୍ୟ ଜାଣିବା କି ଏମିତି କଣ ହେବ ଯାହା ଫଳରେ ଏମାନଙ୍କ ପାଖକୁ ଟଙ୍କା ଘୋଡା ଭଳି ଦୌଡ଼ି ଆସିବ।କଣ ସେତିକି ପରିମାଣର ଟଙ୍କା ମିଳିବ, କଣ ଆର୍ଥିକ ସ୍ଥିତିକୁ ସେତିକି ଲାଭ ହେବ।

ପରିବାର ଲୋକଙ୍କ ସହ କୌଣସି ପର୍ଯ୍ୟଟନ ସ୍ଥଳୀକୁ ଯିବାର ସୁଯୋଗ ମିଳିବ।ଆପଣଙ୍କ କର୍ମ କ୍ଷେତ୍ରରେ ଶୁଭଫଳ ମିଳିବ।ସମାଜରେ ପ୍ରତିଷ୍ଠିତ ହେବେ।ଆପଣଙ୍କ ମତକୁ ସମାଜରେ ସମ୍ମାନ ଦିଆଯିବ।ଭୂମି ସମ୍ବନ୍ଧିତ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ପାରନ୍ତି।ଏହି ସପ୍ତାହରେ କୌଣସି ପ୍ରକାରର ଖରାପ ସ୍ଥିତି ପଡିଲେ ତେବେ ସେଠାରେ ଖରାପ ପ୍ରଭାବ ଦେଖିବାକୁ ମିଳିବ।ଘରର ମାଲିକ ଓ ଭଡା ନେଇଥିବା ଲୋକଙ୍କ ମଧ୍ୟରେ କିଛି ମତଭେଦ ଦେଖା ଦେଇ ପାରେ କିମ୍ବା ଉପୁଜିବାର ସମ୍ଭାବନା ଅଛି।ଆପଣ ନିଜ ଅହଙ୍କାର ଓ ଜିଦି କାରଣରୁ କୌଣସି ପ୍ରକାରର ଅସୁବିଧାରେ ଫସି ପାରନ୍ତି।ନିଜ ବ୍ୟବସାୟରେ ସବୁ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ ନାହିଁ।କିନ୍ତୁ କୌଣସି କର୍ମଚାରୀ ମାନଙ୍କ କାରଣରୁ ଆପଣଙ୍କ ପରିବେଶରେ ଅଶାନ୍ତି ରହିବ।ଜମି ସହ ଜଡିତ ବ୍ୟବସାୟ ସଫଳ ରହିବ।ଭାଗିଦାରୀ ସମ୍ବନ୍ଧିତ କାର୍ଯ୍ୟରେ ପରସ୍ପର ପ୍ରତି ସହଯୋଗୀ ମନୋଭାବ ଆପଣାନ୍ତୁ।ଧ୍ୟାନରେ ରଖନ୍ତୁ କି ମାତା ପିତାଙ୍କର ଭାବନାକୁ ଦୁଃଖ ଯେପରି ନ ଦିଅନ୍ତି।

ଯଦିଓ ଆପଣ ଘରର ବ୍ୟବସ୍ଥାକୁ ଭଲରେ ରଖିବାକୁ ଚାହୁଁଛନ୍ତି ଏବଂ ଆପଣ ଏଥିରେ ସକ୍ଷମ ମଧ୍ୟ ହେବେ।ପ୍ରେମ ଜୀବନରେ ମଧ୍ୟ ଭାବନା ବୃଦ୍ଧି କରିବା ପାଇଁ କିଛି ଉତ୍ତମ କାର୍ଯ୍ୟ କରି ପାରନ୍ତି।ଆପଣଙ୍କ ସାଥୀଙ୍କ ସହ ଆପଣଙ୍କର ଅନ୍ତରତା ବୃଦ୍ଧି ଘଟିବ।ପ୍ରେମ ଜୀବନ ବହୁତ ସୁଖମୟ ରହିବ।ଆପଣଙ୍କ ସ୍ୱାସ୍ଥ୍ୟ ଏହି ସପ୍ତାହରେ ଠିକ ରହିବ।କିନ୍ତୁ ଅଳ୍ପ ବହୁତ କ୍ଷତ ଲାଗିବା ଭଳି ସ୍ଥିତିର ସମ୍ଭାବନା ଅଛି ତେଣୁ ଯାନ ବାହନ ଚଳାଇବା ବେଳେ ଏହାର ଠିକ ଭାବରେ ଥରେ ଯାଞ୍ଚ କରିନିଅନ୍ତୁ।ସାବଧାନ ହୋଇ ଚଳାଇବା ଉଚିତ ନଚେତ ଅସୁବିଧା ବଢି ପାରେ।

ଏହି ସପ୍ତାହ ମଧ୍ୟରେ ଯଦି ଆପଣ ଚାହିଁବେ ତେବେ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ଭାଗ୍ୟଶାଳୀ ରଙ୍ଗ ରୂପରେ।ଏବଂ ଆଠ ଅଙ୍କର ବ୍ୟବହାର କରନ୍ତୁ ଶୁଭ ଅଙ୍କର ହିସାବରେ।ଆପଣଙ୍କ କାରଣରୁ ପରିବାର ମଧ୍ୟରେ ଆନନ୍ଦର ବାତାବରଣ ରହିବ।ଯେଉଁ ଲୋକ ମାନେ ଆପଣଙ୍କ ନିକଟତର ଅଟନ୍ତି ସେମାନଙ୍କର ନିଜ ଦାୟିତ୍ୱ ଗ୍ରହଣ କରିବା ଦ୍ଵାରା ଆପଣଙ୍କୁ ମାନସିକ ସମାଧାନ ପ୍ରାପ୍ତ ହୋଇ ପାରେ।ଏହି ସପ୍ତାହ ମଧ୍ୟରେ ଆପଣଙ୍କୁ ସମ୍ପର୍କର ମହତ୍ତ୍ୱ ଓ ଗଭୀରତା କଣ ଜଣା ପଡିବ।

ନୂଆ କାର୍ଯ୍ୟ ସମ୍ପାଦନ କରିବା ପାଇଁ କରାଯାଇଥିବା ଭାଗିଦାରୀ ଆପଣଙ୍କର ଫଳପ୍ରଦ ହେବ।ସମସ୍ତ ପ୍ରକାରର ପରିସ୍ଥିତିରେ ଆପଣଙ୍କୁ ନିଜ ସାଥୀର ସଙ୍ଗ ମିଳିବ।ମୁଣ୍ଡ ବିନ୍ଧା ଓ ଆଖି ବିନ୍ଧା ଆପଣଙ୍କୁ କଷ୍ଟ ଦେଇ ପାରେ।ଆପଣଙ୍କ ମାଲିକ ମହିଳା ଅଟନ୍ତି ତେବେ ତାଙ୍କ ସହ ଆପଣଙ୍କ ତାଳମେଳ ବିଗିଡି ଯାଇପାରେ।କର୍ମ କ୍ଷେତ୍ରରେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ।ଚାକିରୀରେ ଆପଣଙ୍କୁ କିଛି ଖାସ ଫାଇଦା ହୋଇପାରେ।କିନ୍ତୁ ଆପଣଙ୍କ ମନ କାମରେ ଟିକେ କମ ଲାଗିବ।ତେଣୁ ମହତ୍ୱପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।ଆପଣଙ୍କୁ ସାଥି ପାଖରୁ କିଛି ଭଲ ଖବର ମିଳିପାରେ।ବିବାହ ପାଇଁ ଏହି ସମୟ ବହୁତ ଭଲ ଅଟେ।ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ ନିଜକୁ ସମ୍ଭାଳନ୍ତୁ।ଏହି ଦିନ ମାନଙ୍କ ମଧ୍ୟରେ ଆପଣ ସାହସୀ ରହିବେ।ଆପଣଙ୍କୁ ବାହାରକୁ ଯିବାର ସମ୍ଭାବନା ଅଛି ତେଣୁ ଖୁବ ମଜା କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *