September 19, 2024

Odia Express

Leading Odia News Portal of Odisha

ତୁଳସୀର ଗଛର ପାଖରେ କେଉଁ ଦୁଇଟି ଗଛ ଲଗାଇଲେ ପଇସାର ହେବ ବର୍ଷା

ଅଧିକାଂଶ ଲୋକ ନିଜ ବଗିଚାରେ ବୁଝିବିଚାରି ଗଛ ଲଗାଇଥାନ୍ତି , ଯାହା ତାଙ୍କ ଘର ପରିବାର ପାଇଁ ସଠିକ୍ ହେଉଥିବ , କିନ୍ତୁ କଣ ଆପଣ ନିଜ ଗଛ ଲଗାଇବା ସମୟରେ ବସ୍ତୁର ଧ୍ୟାନ ରଖନ୍ତି , ବହୁତଥର ବଗିଚାରେ ବାସ୍ତୁଦୋଷ ଲାଗିଯାଏ , ଯାହାର ପରିଣାମ ଲମ୍ବା ସମୟ ପର୍ଯ୍ୟନ୍ତ ଭୋଗିବାକୁ ପଡେ ।ଅଧିକାଂଶ ଲୋକ ଘରେ କଦଳୀର ଗଛ୍ ଲଗାଇଥାନ୍ତି , କିନ୍ତୁ ତାକୁ ଲଗାଇବାର ସଠିକ୍ ଦିଗକୁ ଧ୍ୟାନ ଦିଅନ୍ତି ନାହିଁ , କଦଳୀର ଗଛ ଇଶାନ୍ କୋଣରେ ଲଗାଇଲେ ଆପଣଙ୍କ ଧନ ଓ ସମୃଦ୍ଧି ବଡେ , ବାସ୍ତୁ ଶାସ୍ତ୍ରର ମାନିଲେ ତୁଳସୀ, କଦଳୀ ଚମ୍ପା ଓ କେତକି ଆଦି ଗଛ ଶୁଭ ହୋଇଥାଏ,  ଏହାକୁ ଘରେ ଲଗାଇଲେ କେବେ ଧନ ଧାନ୍ୟର କମି ହୋଇନଥାଏ

ଆପଣଙ୍କୁ କହିଦେବୁ କି ତୁଳସୀର ଗଛ ବହୁତ ଲୋକ କୁଣ୍ତରେ ଲଗାଇକରି ଛାଡିଦିଅନ୍ତି , ଓ ତା ଆଖପାଖରେ ଅନ୍ୟ ଗଛ ଲଗାଇଦିଅନ୍ତି , ଯେବେ କି ତୁଳସୀର ଗଛ ପାଖରେ ସବୁବେଳେ କଦଳିର ଗଛ ଲଗାଇବା ଉଚିତ୍ , ଏଥିରେ ଭଗବାନ ବିଷ୍ଣୁ ଙ୍କ ସହ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ ।ତେବେ ବନ୍ଧୁଗଣ ଯଦି ଆପଣାକୁ ଆମର ଏହି ଲେଖା ଗୁଡିକ ଭଲ ଲାଗେ ତେବେ ନିଶ୍ଚୟ ଲାଇକ ଓ ସେୟାର କରିବେ ଓ ଆଗାମୀ ଦିନ ରେ ଆମେ ଆପଣଙ୍କ ପାଇଁ ଏପରି ଅନେକ ନୂଆ ନୂଆ ଉପଚାର ସବୁ ନେଇ ଆସିବୁ | ଧନ୍ୟବାଦ

 

Leave a Reply

Your email address will not be published. Required fields are marked *