ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷିତ ହୋଇଛି, ଏହି ବଡ ଖେଳାଳି ମାନେ ହେଲେ ସାମିଲ..
କ୍ରୀଡ଼ାରେ ଭାରତୀୟ କ୍ରିକେଟ ଦଳ ବିଶ୍ବରେ ଆଶାନୁରୂପ ସଫଳତା ଅର୍ଜନ କରିଛନ୍ତି।ଓ ଭାରତର ଖ୍ୟାତିକୁ ପ୍ରତିଷ୍ଠା କରିଛନ୍ତି।ବିଶ୍ବର କ୍ରିକେଟ ଜଗତରେ ଭାରତ ପକ୍ଷ ସୁନାମଧନ୍ୟ କୃତିତ୍ୱ ଅର୍ଜନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ଉତ୍କଣ୍ଠାର ବିଷୟ।କ୍ରିକେଟ ସମସ୍ତ ଭାରତୀୟଙ୍କର ବହୁତ ପ୍ରିୟ ଅଟେ
।ଓ ଭାରତୀୟ ମାନେ କ୍ରିକେଟରେ ଆଶାତୀତ ସଫଳତାର ନିକଟବର୍ତ୍ତୀ ହୋଇ ଭାରତର ଗୌରବ ବୃଦ୍ଧି କରିଛନ୍ତି।ଓ ଅଖଣ୍ଡ ଭାରତକୁ ବିଶ୍ୱ ଦରବାରରେ ଏକ ଅଭିନବ ପରିଚୟ ପ୍ରଦାନ କରିଛନ୍ତି।ସମଗ୍ର ଭାରତ ତାଙ୍କ ଅନିର୍ବାଚନୀୟ କୃତିତ୍ୱ ପାଇଁ ଗର୍ବିତ।
କ୍ରିକେଟରେ ବହୁତ ସଫଳତା ହାସଲ କରିବା ପରେ ଭାରତର ସୁନାମ ବିଶ୍ବରେ ପ୍ରତିଷ୍ଠା ହୋଇଥିଲା। କ୍ରିକେଟପାଇଁ ମଧ୍ୟ ସେମାନେ ବହୁତ ପରିଶ୍ରମ କରିଛନ୍ତି।ସର୍ବୋପରି ସେ ସଫଳତାର ଶୀର୍ଷ ଅତିକ୍ରମ କରିଛନ୍ତି।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।
ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ବିଜୟ ହାସଲ କରିଛି।ଏହା ଗର୍ବର କଥା ଅଟେ।କ୍ରିକେଟ ଇତିହାସରେ ମଧ୍ୟ ଭାରତ ଦୁଇ ଦୁଇ ଥର ବିଶ୍ୱକପ ବିଜୟୀ ହୋଇ ବହୁତ ସୁନାମ ଅର୍ଜନ କରିଥିଲା।୧୯୮୩ ମସିହାରେ କପିଳ ଦେବଙ୍କ କୃତିତ୍ବ ଏହାର ପରିଚାୟକ ଓ ୨୦୧୧ ମସିହାରେ ଧୋନିଙ୍କ ତତ୍ୱାବଧାନରେ ହୋଇଥିଲା।ଏହା କ୍ରିକେଟ ଜଗତରେ ବିଶାଳ ପରିବର୍ତ୍ତନ ଆଣିଥିଲା।
ବର୍ତ୍ତମାନ କ୍ରିକେଟରେ ମଧ୍ୟ ବହୁତ ଦକ୍ଷତା ହାସଲ କରିଥିବା ଖେଳାଳୀ ଅଛନ୍ତି।ସେମାନେ ହେଉଛନ୍ତି ହାର୍ଦିକ ପାଣ୍ଡେ, ବିରାଟ କୋହଲି, ରୋହିତ ଶର୍ମା, ଇତ୍ୟାଦି।ସେମାନେ ମଧ୍ୟ ଆଧୁନିକ କ୍ରିକେଟ ଜଗତରେ ବହୁତ ସଫଳତା ଅର୍ଜନ କରିଛନ୍ତି।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।
ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।
ବହୁତ ସମସ୍ୟା ପରେ ମଧ୍ୟ ଭାରତର କ୍ରିକେଟ ଦ୍ରୁମ ମୂଳରେ ଆଦୋୖ କୁଠାର ଘାତ ହୋଇନାହିଁ।ଏହା ତାର ପ୍ରତିପତି ବଜାୟ ରଖିଛି ଓ ବହୁତ ସଫଳତାର ଅଧିକାରୀ ହୋଇଛି।ଏହା ଭାରତକୁ ବିଶ୍ବରେ ପ୍ରତିଷ୍ଠା ଲାଭ କରାଇବା ସହିତ ବିଶ୍ୱ ଦରବାରରେ ଭାରତର ମାନକୁ ଉଚ୍ଚକୋଟୀର କରିଛି।ଭାରତ ଏକ କ୍ରିକେଟ ପ୍ରେମୀ ରାଷ୍ଟ୍ର ରୂପେ ପରିଗଣିତ ଅଟେ।