ଡାକ୍ତରଙ୍କ କୌଣସି ମେଡିସିନ ବିନା ୨ ମିନିଟରେ ମୁଣ୍ଡବିନ୍ଧା ଶେଷ – ନିଶ୍ଚୟ ଏହି ଉପାୟ ଜାଣିରଖନ୍ତୁ
ନମସ୍କାର ବନ୍ଧୁଗଣ, ଯଦି ଆପଣଙ୍କ ମୁଣ୍ଡବିନ୍ଧା ହେଉଅଛି ଏବଂ ଆପଣ ବିନା ମେଡିସିନରେ ମୁଣ୍ଡବିନ୍ଧା କମେଇବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଅଛୁ ଯାହାକୁ କରିବା ଦ୍ୱାରା ଆପଣଙ୍କର ମୁଣ୍ଡବିନ୍ଧା ୨ ମିନିଟରେ ଶେଷ ହୋଇଯିବ।କେବେବି କେତେବେଳେ ବି ଆପଣଙ୍କର ମୁଣ୍ଡବିନ୍ଧା ହୋଇପାରେ ଏବଂ ଏହା ଆପଣଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ ତେବେ ଆସନ୍ତୁ ଜାଣିବା ଆଜିର ଏହି ଉପଚାର ବିଷୟରେ ଯାହାଦ୍ୱାରା ଆପଣ ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ।
ଉପଚାରଟିକୁ ବନେଇବା ପାଇଁ ପ୍ରଥମେ ଅଦା ନିଅନ୍ତୁ।ଏଥିରେ ଭରପୂର ମାତ୍ରାରେ ସଲଫର ରହିଥାଏ।ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱକୁ ଶେଷ କରିବାର ଶକ୍ତି ଥାଏ।ମୁଣ୍ଡ ବିନ୍ଧା କରିବାର ଯେଉଁ ବ୍ୟାକ୍ଟେରିଆ ବା ଜୀବାଣୁ ରହିଥାନ୍ତି ଏହା ସେମାନଙ୍କୁ ଶେଷ କରିବାର କାମ କରିଥାଏ।ଏହା ଏକ ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ ହୋଇଥିବା କାମ ଅଟେ।ଯଦି ଆପଣଙ୍କର ବି ମୁଣ୍ଡ ବ୍ୟଥା ହେଉଅଛି ତେବେ ମୁଣ୍ଡବିନ୍ଧା ଶେଷ କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଥିବା ଉପଚାର ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ।ତେବେ ଆସନ୍ତୁ ଏହା କିପରି ପ୍ରସ୍ତୁତ ହେଉଅଛି ତାହା ବିଷୟରେ ଜାଣିବା।
ପ୍ରଥମେ ଅଦାକୁ କାଟି ଦିଅନ୍ତୁ।ତା ପରେ ନେଇଥିବା ଅଦାକୁ ଛୋଟ ଛୋଟ କରି କାଟନ୍ତୁ।ଏବେ ଆପଣଙ୍କର ଉପଚାରର ପ୍ରଥମ ଜିନିଷ ପ୍ରସ୍ତୁତ ହୋଇଗଲା।ଉପଚାରକୁ କରିବା ପାଇଁ ଦ୍ୱିତୀୟ ଜିନିଷ ଯାହା ଆମେ ବ୍ୟବହାର କରିବା ତାହା ହେଉଅଛି ଲେମ୍ବୁ। ଲେମ୍ବୁକୁ କାଟି ତାର ଅଧାଟା ନିଅନ୍ତୁ ।ତା ପରେ ସେହି ଲେମ୍ବୁକୁ କାଟିକି ରଖିଥିବା ଅଦାରେ ପକାନ୍ତୁ।ଲେମ୍ବୁକୁ ଭଲ ଭାବରେ ଚୁପୁଡିକୁ ପକାନ୍ତୁ।ଏହା ପରେ ଏବେ ଉପଚାର ଟିକୁ କରିବା ପାଇଁ ବ୍ୟବହାର କରିବାକୁ ଯାଉଥିବା ତୃତ୍ରିୟ ଜିନିଷ ବା ଶେଷ ଜିନିଷ ହେଉଅଛି ଲୁଣ।ଏହି ଉପଚାରରେ ଆପଣଙ୍କୁ ଅଧା ଚାମଚରୁ କମ ଲୁଣ ବ୍ୟବହାର କରିବାକୁ ପଡିବ।ଏହା ପରେ ଏହି ତିନୋଟି ଜିନିଷକୁ ଆପଣଙ୍କୁ ଭଲ ଭାବରେ ମିଶେଇଦେବେ।
ଏହାକୁ ମିଶାଇ ସାରିବା ପରେ ଖରାରେ ରଖିଦିଅନ୍ତୁ।ଏହାକୁ ୨ ରୁ ୩ ଘଣ୍ଟା କିମ୍ବା ସେ ପର୍ଯ୍ୟନ୍ତ ଖରାରେ ରଖନ୍ତୁ ଯେ ପର୍ଯ୍ୟନ୍ତ କି ଏଥିରେ ଥିବା ଲେମ୍ବୁର ରସ ଶୁଖି ଯାଇ ଅଦାରେ ଭଲ ଭାବରେ ନ ମିଶିଛି।ଏହା ଶୁଖି ଗଲା ପରେ ଅଦାରେ ଲେମ୍ବୁ ରସ ଭଲରେ ମିଶିଯିବ ଏବଂ ଲୁଣ ମଧ୍ୟ।ଏବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ପ୍ରୟୋଗ କରିବେ।
ଯେବେ ଆପଣଙ୍କର ମୁଣ୍ଡବିନ୍ଧା ହେବ ତେବେ ଆପଣ ଏହି ଅଦା ରୁ ୩ ରୁ ୪ ଖଣ୍ଡ ନେଇକି ଚୋବାଇକି ଖାଆନ୍ତୁ।ଏହାକୁ ଚୋବାଇକି ଖଇଲା ପରେ ଏକ ଗ୍ଲାସ ପାଣି ପିଅନ୍ତୁ। ଆପଣ ଦେଖିବେ ଗୋଟେ ଥରେ ହିଁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ମୁଣ୍ଡ ବିନ୍ଧା କମି ଯିବ ଏବଂ ବହୁତ ଆରାମ ମିଳିବ।ଯଦି ଆପଣ ଛାତ୍ର ଅଟନ୍ତି କିମ୍ୱା କୌଣସି ଚାକିରି କରିଛନ୍ତି ଏବଂ ଅଫିସରେ କୌଣସି କାରଣ ଯୋଗୁ ଆପଣ ମୁଣ୍ଡରେ ଅଧିକ ଚିନ୍ତା ଅଛି ତେବେ ଆପଣ ଆମେ କହିଥିବା ଆଜିର ଏହି ଉପଚାର ଟିକୁ ନିଶ୍ଚିନ୍ତ କରନ୍ତୁ ଏବଂ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ।
ଆଶା କରୁଛୁ ଏହି ଉପଚାର ପ୍ରୟୋଗ କରି ଆପଣ ନିଜର ଓ ନିଜ ପ୍ରିୟଜନମାନଙ୍କର ମୁଣ୍ଡ ବିନ୍ଧାର ସମସ୍ୟାକୁ କିଛି ମାତ୍ରରେ ଦୂର କରିପାରିବେ।ଆପଣ ଯଦି ନିଜ ପରିବାରକୁ ଏକ ସ୍ୱାସ୍ଥ୍ୟକର ଜୀବନ ଦେବାକୁ ଚାହୁଁଛନ୍ତି ଏବଂ ସେମାନଙ୍କୁ ଏହି ସମସ୍ୟା ଠାରୁ ଦୂରରେ ରଖିବାକୁ ଚାହୁଁଛନ୍ତି ତେବେ ଏହି ସରଳ ଓ ସହଜ ଔଷଧୀୟ ଉପାୟକୁ ଆପଣାନ୍ତୁ।