October 22, 2024

Odia Express

Leading Odia News Portal of Odisha

କିପରି ହେବା ଉଚିତ୍ ଅଫିସର କିମ୍ବା ଦୋକାନର କଲର୍ , ଜାଣନ୍ତୁ ଏହା ବାସ୍ତୁ ଶାସ୍ତ୍ର ମାଧ୍ୟମରେ…

ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ ଉପାୟ କୁହାଯାଇଛି , ଯାହାର ମାଧ୍ୟମରେ ବ୍ୟବସାୟରେ ଉନ୍ନତି ହୋଇପାରିବ , ଦୋକାନର ରଙ୍ଗ ଯଦି ବ୍ୟବସାୟ ପାଇଁ ଅନୁକୁଳ ହୋଇଥିବ ତେବେ ବହୁତ ଜଲଦି ଉନ୍ନତି ହୋଇଥାଏ , ଓ ସଫଳତା ମିଳିଥାଏ , ବାସ୍ତୁ ଅନୁସାରେ କେଉଁ ବି ବ୍ୟବସାୟ ପାଇଁ ଦୋକାନର ରଙ୍ଗ କିପରି କରିବାର ଅଛି ଏହାର ସୁଚନା କିଛି ଏହିପ୍ରକାରର ଅଟେ,  ଯଦି ଆପଣଙ୍କ ଗହଣାର ଦୋକାନ ଅଛି ତେବେ ଆପଣ ନିଜ ଦୋକାନକୁ ଗୋଲାପି, ଧଳା , କିମ୍ବା ଆକାଶିଆ କଲର୍ କରିବା ଉଚିତ୍ , ଏଥିରେ ଲାଭ ହେବ ।

ଯଦି ଆପଣଙ୍କ ଗ୍ରୋସରି ଦୋକାନ ଅଟେ, ତେବେ ଦୋକାନକୁ ହାଲକା ଗୋଲାପି, ଆକାଶିଆ କିମ୍ବା ଧଳା ରଙ୍ଗ କରିବା ଶୁଭ ହେବ, ରେଡିମେଡ୍ ଗାରମେଣ୍ଟ କିମ୍ବା କେଉଁ ଅନ୍ୟ ପ୍ରକାରର ବସ୍ତୁର ଦୋକାନରେ ସବୁଜ, ହାଲକା ହଳଦିଆ, କିମ୍ବା ଆକାଶିଆ ରଙ୍ଗ କରିବା ଉଚିତ୍ ।

ଯଦି ଆପଣଙ୍କ ଇଲେକ୍ଟ୍ରିକ୍ କିମ୍ବା ଇଲେକ୍ଟ୍ରୋନିକ୍ସ ଦୋକାନ ଅଟେ ତେବେ ଏହାକୁ ଧଳା, ଗୋଲାପି, କିମ୍ବା ଆକାଶିଆ କିମ୍ବା ହାଲକା ସବୁଜ ରଙ୍ଗ କରିବା ଉଚିତ୍ ।

ଲାଇବ୍ରେରୀ କିମ୍ବା ଷ୍ଟେସନାରୀ ଦୋକାନରେ ହଳଦିଆ, ଆକାଶିଆ କିମ୍ବା ଗୋଲାପି ରଙ୍ଗ କରିବା ଭଲ ହେବ , ଏଥିରେ ବ୍ୟବସାୟ ଭଲ ହେବ ।

ମେଡିକାଲ୍, କ୍ଲିନିକ୍ କିମ୍ବା ଅନ୍ୟ କେଉଁ ଚିକିତ୍ସା ସଂବନ୍ଧିତ ସଂସ୍ଥାନରେ ହୋଇଥିଲେ , ତାହାପାଇଁ ଗୋଲାପି, ଆକାଶୀ, ଅଥବା ଧଳା ରଙ୍ଗ କରିବା ଶୁଭ ହୋଇଥାଏ ।

ଯଦି ଆପଣଙ୍କ ଗିଫ୍ଟ୍ ଦୋକାନ କିମ୍ବା ଜେନେରାଲ୍ ଷ୍ଟ୍ରୋର୍ ଅଟେ ତେବେ ଏହାପାଇଁ ହାଲକା ଗୋଲାପି , ଧଳା , ହଳଦିଆ ଓ ନୀଲ ରଙ୍ଗ ଲକି ହେବ , ବ୍ୟୁଟି ପାର୍ଲର୍ ପାଇଁ ଧଳା ଅଥବା ଆକାଶୀ ରଙ୍ଗ କରିବା ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *