ମଜାଦାର ପ୍ରଶ୍ନ ଉତ୍ତର – ଏକ ବୟସ୍କ ବ୍ୟକ୍ତି ଆଡକୁ ଇସାରା କରି କୁନାଲ୍ କହିଲା ତାଙ୍କର ପୁଅ ମୋର ପୁଅର ଚାଚା ଅଟେ, ବୟସ୍କ ବ୍ୟକ୍ତି କୁନାଲ୍ ସହ କେଉଁ ପ୍ରକାରର ରିଲେସନରେ ଅଛନ୍ତି ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ
ୟୁପିଏସ୍ ସି ପରୀକ୍ଷା ସହ ଖାଳି ସମୟରେ ଆପଣଙ୍କୁ ଇଣ୍ଟରଭ୍ୟୁର ପ୍ରଶ୍ନ ଓ ଉତ୍ତର ଓ ମୋକ୍ ଟେଷ୍ଟ ଦେବା ଉଚିତ୍ , ଏଥିରେ ଆପଣଙ୍କ ତର୍କ ଶାସ୍ତ୍ର ଓ ରିଜଏନିଙ୍ଗ୍ ପାୱାର ମଜବୁତ୍ ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ କରେଣ୍ଟ ଆଫେର୍ୟାର୍ସ ସହ ରିଜିଏନିଙ୍ଗ୍ ପ୍ରଶ୍ନ ପଚାରାଯାଇଥାଏ ସଂଘ ଲୋକ ସେବା ଆୟୋଗ ର ସିଭିଲ ସେବା ପରୀକ୍ଷା ଏହିଥର ଜାନୁୟାରୀରେ ହେଉଛି, ୟୁପିଏସ୍ ସି କ୍ୟାଣ୍ତିଡେଟ୍ସ ନିଜ ପ୍ରସ୍ତୁତି ଆଇପିଏସ୍ ଆଇଏଏସ୍ ଅଫିସର୍ ହେବାପାଈଁ ବହୁତ ପରିଶ୍ରମକରୁଛନ୍ତି ।
ଏହି ପରିକ୍ଷା ପାସ୍ କରିବାପାଈଁ ଲୋକ ୧୬-୧୬ ଘଣ୍ଟା ପଢୁଛନ୍ତି , ସିଭିଲ୍ ସେବା ପରିକ୍ଷା ୩ ଟି ଶ୍ରେଣୀରେ ହୋଇଥାଏ , ପ୍ରଥମ ଷ୍ଟେଜରେ ପ୍ରିଲିମିନାରୀ ପରୀକ୍ଷା, ଏଥିପାଇଁ ୟୁପିଏସ୍ ସି ପରୀକ୍ଷା ସହ ଖାଲି ସମୟରେ ଆପଣଙ୍କୁ ଇଣ୍ଟରଭ୍ୟୁର ପ୍ରଶ୍ନ ଓ ଉତ୍ତର ମୋକ୍ ଟେଷ୍ଟ ବି ଦେବାକୁ ଦରକାର, ଏଥିରେ ଆପଣଙ୍କ ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର୍ ମଜବୁତ୍ ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ କରେଣ୍ଟ ଆଫେୟାର୍ସ ସହ ରିଜିଏନିଙ୍ଗ୍ ପ୍ରଶ୍ନ ବି ପଚାରାଯାଏ , ଏଥିପାଇଁ ଆମେ ଆପଣଙ୍କୁ ପହେଲି ପରି କିଛି ପ୍ରଶ୍ନ ପଚାରୁଛୁ, ଯାହାର ଜବାବ୍ ଦିଆଯାଈଛି ।
୧) କେଉଁ ଜୀବ ବିନା ଭୋଜନରେ ତିନି ଦିନ ଜୀବିତ ରହିପାରିବ ?
ଉତ୍ତର- ବିଲେଇ ।
୨) ପ୍ଲାଷ୍ଟୀକ୍ ମନି କାହାକୁ କୁହାଯାଏ ? ଉତ୍ତର-କ୍ରେଡିଟ୍ କାର୍ଡକୁ
୩) ଭାରତ ଛଡା ଓ କେଉଁ ଦେଶରେ ରାଷ୍ଟ୍ରିୟ ଫୁଲ ପଦ୍ମ ଅଟେ ?
ଉତ୍ତର- ଭିଏତ୍ ନାମରେ
୪) ଓଡିଶା ସରକାର କେଉଁ ଲୋକପ୍ରିୟ ଲୋକଗୀତ ନାଁରେ ସମ୍ଭଲପୁର ଜିଲ୍ଲାର ବିଲୁଙ୍ଗ ଗାଁର ନାଁ ବଦଳାଇଦେଲେ ?
ଉତ୍ତର- ଓଡିଶା ସରକାର ଜିଲ୍ଲା ସମ୍ବଲପୁର ବିଲୁଙ୍ଗ ଗାଁର ନାଁ ବଦଳାଇ କରି ରଙ୍ଗବତୀ ବିଲୁଙ୍ଗ ରଖିଦେଇଛନ୍ତି , ଲୋକପ୍ରିୟ ଗୀତ ରଙ୍ଗବତୀ ଗୀତିକାର ମିତ୍ରଭାନୁ ଗୌତିୟାଙ୍କ ଜନ୍ମ ଏହି ଗାଁରେ ହୋଇଥିଲା ।
୫) ପ୍ରସିଦ୍ଧ ବଲିଉଡ୍ ଅଭିନେତା ସୋନୁ ସୁଧ୍ ଶ୍ରମିକଙ୍କ ସାହାଯ୍ୟ ପାଈଁ ନିମ୍ନ କେଉଁ ଆପ୍ ଲଞ୍ଚ କରିଛନ୍ତି ?
ଉତ୍ତର- ପ୍ରବାସୀ ରୋଜଗାର ଆପ୍
୬) ଆମେରିକାର କେଉଁ ଦେଶକୁ ହ୍ୟୁଷ୍ଟନ୍ ରେ ନିଜ ବାଣିଜ୍ୟ ଦୁତାବାସ ବନ୍ଧ କରିବାର ଆଦେଶ ଦେଇଛନ୍ତି ?
ଉତ୍ତର- ଚିନ୍ ଏବେ କହିଲା କି ଆମେରିକା ତାକୁ ହ୍ୟୁଷ୍ଟନ୍ ସ୍ଥିତ ନିଜ ବାଣିଜ୍ୟ ଦୁତାବାସ ବନ୍ଦ କରିବାର ଆଦେଶ ଦେଇଛି, ଚିନ୍ ଏହି ଅପମାନଜନକ ଓ ଅନୁଚିତ୍ ପଦକ୍ଷେପ ନେଇଛି, ଯେଉଁଥିରେ ଦୁହେଁ ଦେଶର ସଂମ୍ପର୍କରେ କ୍ଷତି ପହଞ୍ଚାଇବ ।
୭) ରାମ ଏକ ଫଟୋ ଦେଖିକରି କହିଲା- ତାର ମା ମୋର ବାପାଙ୍କ ପୁଅର ସ୍ତ୍ରୀ ଅଟେ , ମୋର କେହି ଭାଇ ଭଉଣୀ ନାହାନ୍ତି , ରାମ କାହାରଫଟୋ ଦେଖୁଥିଲା ?
ଉତ୍ତର- ପୁଅ କିମ୍ବା ଝିଅର
୮) L M ଭଉଣୀ ଅଟନ୍ତି, P L ର ସ୍ୱାମୀ ଅଟେ, O M ର ସ୍ୱାମୀ ଅଟେ, Q M ଓ O ର ପୁଅ ଅଟେ, ତେବେ Q ର ସଂବନ୍ଧ କଣ?
ଉତ୍ତର- L Q ମାଉସୀ ହେଲେ ତେବେ ସେ ତାଙ୍କର ଭଣଜା ହେଲା ।
୯) ଏକ ବୟସ୍କ ବ୍ୟକ୍ତି ଆଡକୁ ଇସାରା କରି କୁନାଲ୍ କହିଲା ତାଙ୍କର ପୁଅ ମୋର ପୁଅର ଚାଚା ଅଟେ, ବୟସ୍କ ବ୍ୟକ୍ତି କୁନାଲ୍ ସହ କେଉଁ ପ୍ରକାରର ରିଲେସନରେ ଅଛନ୍ତି ?
ଉତ୍ତର- ବାପା ।
୧୦) ସୁନିଲ୍ କେଶବର ପୁଅ ଅଟେ, କେଶବର ଭଉଣୀ ସିମରନ୍ ଙ୍କ ଗୋଟେ ପୁଅ ମାରୁତି ଓ ଝିଅ-ସୀତା ଅଟନ୍ତି , ପ୍ରେମ ମାରୁତିର ମାମୁଁ ଅଟେ, ସୁନିଲ୍ ମାରୁତିର କଣ ସଂବନ୍ଧ ଅଛି ?
ଉତ୍ତର- ମାମୁଁ ପୁଅ
୧୧) ଏଟିଏମ୍ କାର୍ଡର ପିନ୍ ୪ ଅଙ୍କ ବିଶିଷ୍ଟ କଣପାଇଁ ହୋଇଥାଏ ?
ଉତ୍ତର- ଏଟିଏମ୍ ମେସିନ୍ ଆବିଷ୍କାରକ ଜନ୍ ଏଡ୍ରିୟନ୍ ସେଫାର୍ଡ ବେରୋନ୍ ଏଟିଏମ୍ କାର୍ଡପାଇଁ ୬ ଅଙ୍କ ବାଲା ପିନ୍ ରଖିଥିଲେ, କିନ୍ତୁ ତାଙ୍କ ସ୍ତ୍ରୀ କେରୋଲିନ୍ କେବଳ ୪ ଅଙ୍କ କୋଡ୍ କୁ ମନେ ରଖିପାରୁଥିଲେ, କାରଣ ଏଟିଏମ୍ ଆବିଷ୍କାର ଜନ୍ ନିଜ ସ୍ତ୍ରୀଙ୍କ ପାଇଁ କରିଥିଲେ, ତାଙ୍କ ସ୍ତ୍ରୀଙ୍କୁ ମସ୍ତିଷ୍କ ରୋଗ ହୋଇଥିଲା। ଏଥିପାଇଁ ଜନ୍ ଏଟିଏମ୍ ପିନ୍ ୪ ଅଙ୍କର ରଖିଲେ, ଆଜିକାଲି କିଛି ବ୍ୟାଙ୍କ୍ ସୁରକ୍ଷାପାଈଁ ଏଟିଏମ୍ ପିନ୍ ୬ ଅଙ୍କ କୋଡ୍ ବି ଦେଉଛନ୍ତି ।