October 22, 2024

Odia Express

Leading Odia News Portal of Odisha

ଏହି ଭୁଲ୍ ଗୁଡିକ କାରଣରୁ ଭଗବାନ ଶିବ ଆପଣଙ୍କୁ କେବେ ବି କରିବେନି କ୍ଷମା, ଆଜି ହିଁ ସୁଧାରି ନିଅନ୍ତୁ ନିଜର ଏହି ଭୁଲ୍ ଗୁଡିକ

ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବଙ୍କର ଏକ ବିଶେଷ ସ୍ଥାନ ରହିଛି ଏବଂ କୁହାଯାଏ ଯେ ଭଗବାନ ଶିବଙ୍କ ପାଇଁ ସୋମବାର ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, ଯଦି କୌଣସି ଭକ୍ତ ଏହି ଦିନ ଭଗବାନ ଶିବଙ୍କୁ ପୂଜା କରନ୍ତି, ତେବେ ସେ ନିଶ୍ଚିତ ଭାବରେ ଆବଶ୍ୟକୀୟ ଫଳ ପାଇବେ | ଯଦିଓ ଭଗବାନ ଶିବ ବହୁତ ଦୟାଳୁ କିନ୍ତୁ କ୍ରୋଧିତ ହେଲେ ସେ କ୍ରୋଧ ପାଇଁ ମଧ୍ୟ ଜଣାଶୁଣା, ଯେବେ ସେ ତୃତୀୟ ନୟନ ଖୋଲିଦିଅନ୍ତି ତେବେ କହନ୍ତି କି ସେହି ସମୟରେ ସଂସାରରେ ପ୍ରଳୟ ଆସିଯାଏ | ଯଦି ଆପଣ ଶିବ ପୁରାଣ ପଢିବେ, ତେବେ ଭଗବାନ ଶିବଙ୍କ ବିଷୟରେ ଏପରି କିଛି କଥା କୁହାଯାଇଛି, ଯାହା ଦ୍ୱାରା ଭଗବାନ ଶିବ ତୁମକୁ କେବେ କ୍ଷମା କରିବେ ନାହିଁ |

ଜାଣନ୍ତୁ କେଉଁ ସେହି କାରଣ ଯାହାଦ୍ୱାରା ଭଗବାନ ଶିବ କେବେ କରନ୍ତି ନାହିଁ କ୍ଷମା –

୧) ଶିବ ପୁରାଣରେ କୁହାଯାଇଛି ଯେ ଭଗବାନ ଶିବ ସେହି ଲୋକଙ୍କୁ କେବେ ‍କ୍ଷମା କରନ୍ତି ନାହିଁ, ଯେଉଁମାନେ ଜାଣିଶୁଣି ପାପ କରନ୍ତି  , ଯଦି ଆପଣ ଅଜାଣାତରେ କିଛି ପାପ କରିଛନ୍ତି, ତେବେ ଶିବ କିଛି କୁହନ୍ତି ନାହିଁ କିନ୍ତୁ ଆପଣ ଜାଣିଶୁଣି କିଛି ପାପ କରିଛନ୍ତି, ତେବେ ଆପଣ ଶିବଙ୍କର କ୍ରୋଧରୁ ରକ୍ଷା ପାଇପାରିବେ ନାହିଁ | କାରଣ ସେହି ଭୁଲ ପାପର ଶ୍ରେଣୀ ଅଧୀନରେ ଅଛି |

୨) ଶିବପୁରାଣାରେ କୁହାଯାଇଛି କି ଯଦି କେଉଁ ବି ବ୍ୟକ୍ତି କେଉଁ ଅନ୍ୟଙ୍କ ସ୍ୱାମୀ ,ସ୍ତ୍ରୀ ଓ ଧନ୍ ଉପରେ କୁଦୃଷ୍ଟି ରଖେ ତେବେ ତାହା ବି ପାପର ଶ୍ରେଣୀରେ ଆସେ ,ଏମିତି ଅପରାଧ କରୁଥିବା ଲୋକଙ୍କ ଉପରେ ଭଗବାନ ଶିବ କେବେ କ୍ଷମା କରନ୍ତି ନାହିଁ , ତାହା ସହ ଏହା ବି କୁହାଯାଇଛି କି କାହାର ଧନକୁ ନେଇକରି ତାହାକୁ ନ ଫେରାଇବା ପାପର ଶ୍ରେଣୀରେ ଆସେ ।

୩ ) କେଉଁ ଗର୍ଭବତୀ ମହିଳାଙ୍କୁ କଟୁ ବଚ୍ଚନ ଓ ତାଙ୍କ ମନକୁ ଦୁଃଖ ପହଞ୍ଚାଇବା ଅପରାଧ ଶ୍ରେଣୀରେ ଆସେ , ଭଗବାନ ଶିବଙ୍କର ନଜରରେ ଏହା ଏକ ଅକ୍ଷମ୍ୟ ଅପରାଧ ଅଟେ ।

Leave a Reply

Your email address will not be published. Required fields are marked *