December 21, 2024

Odia Express

Leading Odia News Portal of Odisha

ମଜାଦାର ଜୋକ୍ସ : ସ୍ତ୍ରୀ ହେଇଟି ଶୁଣୁଛ ! ମୋର ବୟସ ୪୮ ବର୍ଷ ହେଇକି ମଧ୍ୟ ତୁମର ଜଣେ ସାଙ୍ଗ ମୋର ଯୌବନର ପ୍ରଶଂସା କରୁଛି.. ଆଉ ତାପରେ ଯାହା କହିଲେ ସ୍ୱାମୀ..

ଖୁସି ତାହା ଅଟେ ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା ମୁସକିଲ୍ ଅଟେ, ଏହା କେବଳ ଅନୁଭବ କରାଯାଏ , ଓ ଯାହା ଜୀବନରେ ହସ ହୋଇଥାଏ , ତାହାର ଜୀବନ ବଦଳିଯାଏ , ଓ ଭଲ ଜୀବନ ବଞ୍ଚିବାପାଈଁ ଖୁସି ରହିବା ଜରୁରୀ ହୋଇଥାଏ,  କିନ୍ତୁ ଦୁର୍ଭାଗ୍ୟରୁ ଅଧିକାଂଶ ଲୋକେ ଜୀବନରେ ଖୁସି ଗାୟବ ହୋଇଯାଇଛି, କାରଣ ଲୋକଙ୍କର କର୍ମବ୍ୟସ୍ତତା ଭରା ଜୀବନରେ ଏତେ ଚିନ୍ତା ଆସିଯାଇଛି କି ସେ ହସିବାକୁ ବି ଭୁଲିଯାଇଛନ୍ତି , ଓ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଚୁଟୁକୁଲା ନେଇକରି ଆସିଛୁ , ଯାହାକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ଏହା ନୁଆ ଓ ଭଲ ଚୁଟକୁଲା ପଢିଲେ ଆପଣ ହସି ହସି ବେଦମ୍ ହୋଇଯିବେ ।

୧) ଚାକର- ମ୍ୟାଡାମ୍ ଘରେ ଅତିଥି ଆସିଛନ୍ତି , ସରବତ ବନାଇବାପାଇଁ ଲେମ୍ବୁ ନାହିଁ କଣ କରିବି ? ମ୍ୟାଡାମ୍- ଆରେ ଡରୁଛୁ କଣ ପାଇଁ ? ନୁଆ ଭିମ୍ ବାରରେ ୧୦୦ ଲେମ୍ବୁର ଶକ୍ତି ଅଛି ପକେଇଦେ ଦୁଇ ବୁନ୍ଦା ।

୨) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଭୀଷଣ ଲଢେଇ ହେଉଥିଲା,  ସ୍ତ୍ରୀ ରାଗରେ- ମୁଁ ପୁରା ଘର ସଂମ୍ଭାଳୁଛି, ଛୁଆଙ୍କୁ ବି ସଂମ୍ଭାଳୁଛି, ତୁମେ କଣ କରୁଛ ? ସ୍ୱାମୀ- ମୁଁ ନିଜକୁ ସଂମ୍ଭାଳୁଛି, ତୁମର ନିଶାଯୁକ୍ତ ଆଖି ଦେଖିକରି, ସ୍ତ୍ରୀ- ତୁମେ ନା, ଚାଲ କୁହ ଆଜି କଣ ବନାଇବି, ତୁମ ପସନ୍ଦର ।

୩) ପ୍ରଥମ ବର୍ଷାରେ ଗାଁର ମାଟିରୁ ବାସ୍ନା ଆସେ , ଓ ସହରର ନାଳିରୁ ।

୪) ବୟଫ୍ରେଣ୍ତ ନିଜ ଗାର୍ଲଫ୍ରେଣ୍ତକୁ- ଆସ ତୁମକୁ ଚନ୍ଦ୍ରତାରା ପାଖକୁ ନେଇଯିବି, ଗାର୍ଲଫ୍ରେଣ୍ତ- ଆରେ ନାହିଁ , ବୟଫ୍ରେଣ୍ତ-କଣ ପାଇଁ ନୁହେଁ ? ଝିଅ- କାରଣ ସେଠାରେ ହ୍ୱାଟ୍ସଆପ୍ ଚାଲୁନି ।

୫) ଶିକ୍ଷକ ଗ୍ରୁପ୍ ଫଟୋ ଦେଖାଇକରି କହିଲେ- ଯେବେ ତୁମେ ବଡ ହୋଇଯିବ , ତେବେ ଏହି ଫଟୋକୁ ଦେଖିକରି କହିବ, ଇଏ ହେଲା ରାଜୁ ଯିଏ ଆମେରିକା ଚାଳିଗଲା , ଇଏ ହେଲା ରବି ଯିଏ ଲଣ୍ତନ ଚାଲିଗଲା , ଓ ଇଏ ହେଲା ନନ୍ଦୁ ଯିଏ ଏଠାରେ ହିଁ ରହିଗଲା,  ଏହି କଥା ଶୁଣିକରି ନନ୍ଦୁ କହିଲା, ଆରେ ଇଏ ତ ଆମର ମ୍ୟାଡାମ୍, ଯାହାଙ୍କ ଦେହାନ୍ତ ହୋଇଗଲା ତାପରେ ଚପଲ ମାଡ !

୬) ସ୍ତ୍ରୀ- ମୁଁ ଆଉ ବଞ୍ଚିବିନି,ମରିଯିବି, ସ୍ୱାମୀ-ମୁଁ ବି ମରିଯିବି, ସ୍ତ୍ରୀ-ମୁଁ ତ ରୋଗରେ ଅଛି, ଏଥିପାଇଁ ମରିଯିବି, ତୁମ କଣ ପାଇଁ ମରିଯିବ, ସ୍ୱାମୀ- ମୁଁ ଏତେ ଖୁସି ସହିପାରିବି ନାହିଁ ।

୭) ଶିକ୍ଷକ- ବହୁବଚନ କାହାକୁ କହନ୍ତି ? ପପୁ- ଯେବେ ବୋହୁ ନିଜ ଶଶୁରଘର ଲୋକଙ୍କୁ କିଛି କହେ ତେବେ ତାହାକୁ ବୋହୁ ବଚନ କହନ୍ତି , ଅଧ୍ୟାପକ ବେହୋସ୍ ହେବାରୁ ଅଳ୍ପକେ ବର୍ତ୍ତିଗଲେ ।

୮) ଘର ବାହାରେ ଅପେକ୍ଷା କରୁଥିବା ସ୍ୱାମୀ କହିଲା- ଆରେ କେତେ ସମୟ ଆଉ ଲଗାଇବ , ସ୍ତ୍ରୀ-ରାଗରେ- ଚିଲାଇବା ବନ୍ଦ କର, ଏକ ଘଣ୍ଟାରୁ କହୁଛି, ପାଞ୍ଚ ମିନିଟ୍ ଦିଅ ଆସୁଛି, ବୁଝିପାରୁନ କି ?

୯) ସାନ୍ତା- ସ୍ତ୍ରୀକୁ- ଜାନୁ ଆମର ୧୦ତମ ବିବାହ ବାର୍ଷିକୀରେ ତୁମେ ଆଣ୍ତାମାନ୍ ନିକୋବର୍ ଆଇଲ୍ୟାଣ୍ତ୍ ନେଇଯିବି, ସ୍ତ୍ରୀ-ଖୁସି ହୋଇକରି ଆଉ ୨୫ତମ ବାର୍ଷିକିରେ , ସାନ୍ତା- ତେବେ ତୁମକୁ ପୁଣି ଆଣିବାକୁ ଯିବି, ବିଚରା ସାନ୍ତା ଦୁଇ ଦିନରୁ ଘରକୁ ଫେରିନି ।

୧୦) ପୁଅ ବାଇକ୍ ରେ ଝିଅର ସାମ୍ନାରେ ତଳେ ପଡିଗଲା, ଓ ଲାଜ ଯୋଗୁଁ ସାଙ୍ଗେ ସାଙ୍ଗେ ଠିଆ ହୋଇଗଲା , ଝିଅ- ହେ ଭଗବାନ ତୁମକୁ ଲାଗିନି ତ ? ପୁଅ- ନା ତ, ମୁଁ ବାଇକ୍ ରେ ସବୁଦିନ୍ ଏମିତି ଓହ୍ଲାଏ ।

୧୧) ଶିକ୍ଷକ- କିଛି ବି ଟେନସନ୍ ନିଅନି ମୋର କ୍ଲାସରେ ମୋତେ ନିଜ ଶିକ୍ଷକରୁ କମ୍ ସାଙ୍ଗ ଅଧିକା ଭାବ , ଯାହା କହିବାର ଅଛି ବିନା ଚିନ୍ତାରେ କହିଦିଅ । ଛାତ୍ର୍-   +୨ କ୍ଲାସର ପୁଜାର ମୋବାଇଲ୍ ନମ୍ବର ଦେଇଦେ ତାହାଲେ ଭାଇ ।

୧୨) ଗାର୍ଲଫ୍ରେଣ୍ତ- ନିଜ ପର୍ସରେ ଘରେ ଛାଡି ଆସିଥିଲା । ମୋତେ ୧୦୦୦ ଟଙ୍କା ଦରକାର, ବୟଫ୍ରେଣ୍ତ- କରିଦେଲୁ ନା ଛୋଟ କଥା, ପାଗଳି ଏଇ ନେ ୧୦ ଟଙ୍କା ଏବେ ରିକ୍ସା କରି ଘରକୁ ଯା, ଓ ପର୍ସ ନେଇ ଆସେ , ଗାର୍ଲଫ୍ରେଣ୍ତ –ବେହୋସ୍ ।

୧୩) ଶିକ୍ଷକ- ତୁମର ସାହାସ କଣ ? ପପୁ- ମୁଁ କାହାର କଥାକୁ ମନରେ ଦବାଇ ରଖିପାରେ , ଶିକ୍ଷକ- କେମିତି ? ପପୁ- ଏଇ ଦେଖିନିଅ ମୋର ବ୍ୟାଗରେ ଆପଣଙ୍କ ଝିଅର ଲଭ୍ ଲେଟର୍ ଅଛି, କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କାହାକୁ କହିନି ।

୧୪) ଏକ ସୁନ୍ଦର ଝିଅ ବସ ଷ୍ଟାଣ୍ତରେ ଠିଆ ହୋଇଥିଲା,  ଏକଯୁବକ ଆସିଲା- କହିଲା- ଚନ୍ଦ୍ର ତ ରାତିରେ ବାହାରେ , ଆଜି ଦିନରେ କେମିତି ବାହାରିଗଲା, ଝିଅ କହିଲା- ଆରେ ପେଚା ତ ରାତିରେ ବାହାରେ, ଆଜି ଦିନରେ କେମିତି କହିଲା ।

୧୫) ସ୍ତ୍ରୀ ଆରେ ଶୁଣୁଛ ମୋର ବୟସ ୪୮ ହେଲେ ବି ତୁମର ଜଣେ ସାଙ୍ଗ ମୋର ଯୌବନର ପ୍ରଶଂସା କରୁଛି, ସ୍ୱାମୀ- ଉସମାନ୍ ଭାଇ ହେଇଥିବ , ସ୍ତ୍ରୀ-ତୁମେ କେମିତି ଜାଣିଲ ? ସ୍ୱାମୀ-ଆରେ ସେ କବାଡି ବାଲା ବେପାରି ହୋ ।

୧୬) ୧୦୦ କଥାରେ ଗୋଟେ କଥା କିଛି ନ ଶୁଣି ମୁଣ୍ତ ହଲାଇବା ଏକ ଟେକନିକ୍ ଅଟେ, ଯିଏ ବି ଏହି ଦେଶରେ ଲକ୍ଷେ ବାହାଘର ବଞ୍ଚାଇଦେଇଛି ।

Leave a Reply

Your email address will not be published. Required fields are marked *