ଭଗବାନ ଶ୍ରୀକୃଷ୍ଣ ଏହା କହିଛନ୍ତି କି ଯଦି ଆପଣ ଗାଈ କୁ ଏହି ଫଳ ଖାଇବକୁ ଦେବେ ତାହାଲେ ଆପଣଙ୍କ ଦାରିଦ୍ର୍ୟ ଦୂର ହୋଇ ଯାଇଥାଏ
ଭଗବାନ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ଯଦି ଆପଣ ଗାଈ ଙ୍କୁ ଏହି ଫଳ ଖାଇବାକୁ ଦେବେ ତାହାଲେ ଆପଣଙ୍କ ଦାରିଦ୍ର୍ୟ ଦୂର ହୋଇ ଯାଇଥାଏ ଏବଂ ସେହି ବ୍ୟକ୍ତି ଉପରେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଏହା କହିଛନ୍ତି କି ଗାଈ ସମ୍ପୂର୍ଣ୍ଣ ସଂସାର ର ମାତା ସ୍ୱରୂପ ଅଟନ୍ତି ଏବଂ ଗାଈ ମଧ୍ୟରେ ସମସ୍ତ ଦେବୀ ଦେବତା ମାନଙ୍କର ନିବାସ ଅଟେ । ସେଥିପାଇଁ ଗାଈ ର ସେବା କରିବା ଦ୍ୱାରା ସମସ୍ତ ସଂସାର ର ସେବନ କରିବା ସଦୃଶ ପୁର୍ଣ୍ୟ ମିଳିଥାଏ । ଯଦି ମନୁଷ୍ୟ ଗାଈ ର ସେବା କରିଥାଏ ତାହେଲେ ତାହାର ସମସ୍ତ ଜନ୍ମ ର ପାପ ଦୂର ହୋଇ ଯାଇଥାଏ ଏବି ତାହାକୁ ସର୍ବଦା ପୂର୍ଣ୍ୟର ପ୍ରାପ୍ତି ହୋଇଥାଏ । ଗାଇର ସେବା ବା ଲୋକ ମୃତ୍ୟୁ ପରେ ଗୋଲକ ରେ ଯାଇ ଭଗବାନ ଶ୍ରୀ କୃଷ୍ଣ ଙ୍କ ସହ ବାସ କରିଥାଏ। ବନ୍ଧୁଗଣ ଗାଈ ହେଉଛି ହିନ୍ଦୁ ଧର୍ମ ର ସବୁଠୁ ପବିତ୍ର ପଶୁ ଅଟେ ଏମିତି ରେ ବି ସବୁ ପଶୁ ପୂଜନୀୟ ଅଟନ୍ତି ଏବଂ ହିନ୍ଦୁ ଧର୍ମ ରେ ସମସ୍ତ ଜୀବଜନ୍ତୁ କୁ ପୂଜା ଯାଇଥାଏ । ସଂସାର ର ସବୁଠୁ ମହାନ୍ ଧର୍ମ ସନାତନ ଧର୍ମ ସମସ୍ତ ଜୀବ ମାନଂକ ପ୍ରତି ଦୟା ଏବଂ କରୁଣା ର ଭାବ କୁ ଶିଖାଇ ଥାଏ।
ଆମର ପୁରାଣ ଅନୁସାରେ ଗାଈ କାମଧେନୁ ଙ୍କ ରୁପ ଅଟେ ।ଏହି କାମଧେନୁ ଙ୍କ ସେବା କଲେ ଆପଣଙ୍କ ସବୁ ମନ କାମନା ପୂରଣ ହୋଇଥାଏ । ଏହି ଗାଇର ସେବା କରିବା ଦ୍ୱାରା ସମସ୍ତ ଦେବା ଦେବୀ ଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ କି ଗୋମାତା ଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ଫଳ ତାଙ୍କୁ ଖୁଆଇବା ଦରକାର ଯେଉଁ ଫଳ ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଗୋମାତା ଙ୍କ ଶିଙ୍ଗ ର ଅଗ୍ର ଭାବରେ ବେଦବ୍ୟାସ ଭ୍ରମଣ କରିଥାନ୍ତି । ସେଥିପାଇଁ ଯଦି ଆପଣଙ୍କ ଘରେ ଗାଈ ଅଛି ତାହେଲେ ତାଙ୍କ ମଥା ଉପରେ ମୁଣ୍ଡ ରଖି ପ୍ରଣାମ କରନ୍ତୁ । ଗୋମାତା ଙ୍କ ଶିଙ୍ଗ ର ମୂଳ ଭାଗରେ ଭଗବାନ ଶିବ ଏବଂ ଏହାର ମଧ୍ୟ ଭାଗରେ ମାତା ପାର୍ବତୀ ନିବାସ କରିଥାନ୍ତି । ସେଥିପାଇଁ ତାଙ୍କର ଶିଙ୍ଗ ର ମୂଳ ରେ ଚନ୍ଦନ ଲଗାଇ ଭଗବାନ ଶିବ ଙ୍କ ଆରାଧନା କରିବା ଉଚିତ୍ ।
ପୁରାଣ ଅନୁସାରେ ଯଦି ଗୋମାତା ଙ୍କୁ ପ୍ରତିଦିନ କଦଳୀ ଖାଇବାକୁ ଦେବେ ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଆପଣଙ୍କୁ ବହୁତ୍ କିଛି ପ୍ରାପ୍ତ ହେବ ।ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ କ୍ଲେଶ ଦୂର ହୋଇଯିବ । ସେଥିପାଇଁ ଯଦି ଆପଣଙ୍କ ଘରେ ଗାଈ ଅଛି ନଚେତ୍ ଯେକୌଣସି ଗାଈ କୁ କଦଳୀ ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବା ସହିତ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ।