October 22, 2024

Odia Express

Leading Odia News Portal of Odisha

ଓଡ଼ିଆ ମଜାଳିଆ ପ୍ରଶ୍ନ।ଢଗ ଢମାଳୀ ପ୍ରଶ୍ନ – କେଉଁ ଫୁଲ ର ରଙ୍ଗ ନାହିଁ କି ବାସ୍ନା ମଧ୍ୟ ନାହିଁ?

ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି ।ଏଥିରେ ଆପଣମାନଙ୍କୁ ଆମ ଦେଶ ଭାରତ ଓ ରାଜ୍ୟ ଓଡ଼ିଶା ଏବଂ ବିଦେଶ ସହସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଏହାର ଉତ୍ତର ଦିଆଯାଇଛି।ଏହା ଭବିଷ୍ୟତରେ ଆପଣଙ୍କର ଅନେକ ସ୍ଥାନରେ କାର୍ଯ୍ୟରେ ଆସିବ ବୋଲି ଆମେ ଆଶା କରୁଛୁ।ଆଜି ଆମେ ଆପଣଙ୍କ ପାଇଁ ୧୦ଟି ପ୍ରଶ୍ନ ଏବଂ ତାହାର ଉତ୍ତର ଆଣିଛୁ।ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ।

ପ୍ରଥମ ପ୍ରଶ୍ନ : ପୁରା ଦୁନିଆରେ ପାଣି ପରେ ଆଉ କେଉଁ ଜିନିଷକୁ ଲୋକ ଅଧିକ ପିଇଥାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି ଚାହା।ପୁରା ଦୁନିଆରେ ପାଣି ପରେ ଆମେ ଚାହାକୁ ହିଁ ଅଧିକ ମାତ୍ରାରେ ପିଇଥାଉ।

ଦ୍ୱିତୀୟ ପ୍ରଶ୍ନ: ଗୋଟିଏ କୁକୁଡାର ଅଣ୍ଡାରୁ ଛୁଆ ଫୁଟାଇବା ପାଇଁ କେତେଦିନ ସମୟ ଲାଗିଥାଏ?

ଉତ୍ତର:ଏହାର ଉତ୍ତର ହେଉଛି ଗୋଟିଏ କୁକୁଡାର ଅଣ୍ଡାରୁ ଛୁଆ ଫୁଟାଇବା ପାଇଁ ୨୧ଦିନ ସମୟ ଲାଗିଥାଏ।

ତୃତୀୟ ପ୍ରଶ୍ନ:ସେ କେଉଁ ପକ୍ଷୀ ଯିଏ ନିଜର ପିଲାକୁ ସ୍ତନ୍ୟପାନ କରାଇଥାଏ?

ଉତ୍ତର:ଏହାର ଉତ୍ତର ହେଉଛି,ବାଦୁଡି ପକ୍ଷୀ ନିଜ ପିଲାକୁ ସ୍ତନ୍ୟପାନ କରାଇଥାଏ।

ଚତୁର୍ଥ ପ୍ରଶ୍ନ: କେଉଁ ଦେଶରେ ଗୋଟିଏ ବି ମଶା ନାହାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, ଆଇସଲ୍ୟାଣ୍ଡ ଦେଶରେ ଗୋଟିଏ ବି ମଶା ନାହାନ୍ତି।

ପଞ୍ଚମ ପ୍ରଶ୍ନ: ମୋବାଇଲ ଫୋନ ର ଉଦ୍ଭାବନ କିଏ କରିଥିଲେ?

ଉତ୍ତର: ଏହାର ଉତ୍ତର ହେଉଛି, ମୋବାଇଲ ଫୋନ ର ଉଦ୍ଭାବନ ମାର୍ଟିନ କୁପର କରିଥିଲେ।

ଷଷ୍ଠ ପ୍ରଶ୍ନ: ଦୁନିଆରେ କେଉଁ ଦେଶର ଲୋକ ମାନେ ଅଧିକ ଶୋଇଥାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, ଦୁନିଆରେ ଫ୍ରାନ୍ସ ଦେଶର ଲୋକ ମାନେ ଅଧିକ ଶୋଇଥାନ୍ତି।

ସପ୍ତମ ପ୍ରଶ୍ନ: କେଉଁ ଦେଶର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, କଙ୍ଗୋବେସିନ ଦେଶର ଲୋକ ମାନେ ଗଛ ଉପରେ ଘର କରି ରହିଥାନ୍ତି।

ଅଷ୍ଟମ ପ୍ରଶ୍ନ: ଆତ୍ମା ଶରୀରର କେଉଁ ଅଙ୍ଗରେ ରହିଥାଏ?

ଉତ୍ତର: ଏହାର ଉତ୍ତର ହେଉଛି,ଆତ୍ମା ଶରୀରର ପ୍ରତ୍ୟେକ ଅଙ୍ଗରେ ରହିଥାଏ।

ନବମ ପ୍ରଶ୍ନ:କେଉଁ ଜୀବ ଗୋଡ ନଥାଇ ମଧ୍ୟ ଜୋରସେ ଦଉଡି ଥାଏ?

ଉତ୍ତର: ଏହାର ଉତ୍ତର ହେଉଛି, ସାପର ଗୋଡ ନଥାଇ ମଧ୍ୟ ଜୋରସେ ଦଉଡି ଥାଏ।

ଦଶମ ପ୍ରଶ୍ନ: ଏମିତି କେଉଁ ଜୀବ ଅଛି ଯିଏକି ଆଖି ନ ଥାଇ ଜନ୍ମ ହୋଇଥାଏ?

ଉତ୍ତର:ଏହାର ଉତ୍ତର ହେଉଛି, ଜିଆ ହିଁ ଏମିତି ଏକ ଜୀବ ଅଟେ ଯିଏକି ଆଖି ନ ଥାଇ ଜନ୍ମ ହୋଇଥାଏ।

ଏକାଦଶ ପ୍ରଶ୍ନ: କେଉଁ ଫୁଲ ର ରଙ୍ଗ ନାହିଁ କି ବାସ୍ନା ମଧ୍ୟ ନାହିଁ?

ଉତ୍ତର:ଏହାର ଉତ୍ତର ହେଉଛି ଅପ୍ରେଲ ଫୁଲ, ହଁ ବନ୍ଧୁଗଣ ଏହାର ରଙ୍ଗ ନାହିଁ କି ବାସ୍ନା ମଧ୍ୟ ନାହିଁ।ଏହା ଅତି କୌତୁଳଜନ ଓ ମଜାଳିଆ ପ୍ରଶ୍ନ ଥିଲା।

ଦ୍ଵାଦଶ ପ୍ରଶ୍ନ:ଏସିଆ ମହାଦେଶ ମଧ୍ୟରେ କେତୋଟି ଦେଶ ରହିଛି?

ଏହାର ଉତ୍ତର ଆପଣଙ୍କୁ ଭାବିକି ଦେବାକୁ ହେବ।ତେବେ ଜଲଦି ହିଁ ଏହାର ଉତ୍ତର ଖୋଜନ୍ତୁ ଏବଂ ଯଦି ଆପଣ ଏହାର ଉତ୍ତର ଜାଣିଛନ୍ତି ତେବେ ଆମକୁ ଏହି ପ୍ରଶ୍ନର ଉତ୍ତର ଜଣାନ୍ତୁ।

Leave a Reply

Your email address will not be published. Required fields are marked *