October 22, 2024

Odia Express

Leading Odia News Portal of Odisha

ମଜାଳିଆ ଜୋକ୍ସ- ସ୍ୱାମୀ ବାଥରୁମ୍ କୁ ଯାଏ ଓ ରୋମାଣ୍ଟିକ୍ ଅନ୍ଦାଜରେ ସ୍ତ୍ରୀକୁ କହେ କୁହ କେଉଁଠି ରଗଡିବାର ଅଛି କୁହ..

ଆମ ସମସ୍ତଙ୍କ ଜୀବନରେ ଅନେକ ଉତଥାନ ପତ୍ତନ ଲାଗି ରହିଥାଏ ଯାହା ବ୍ୟକ୍ତିର ଜୀବନରେ ସବୁ ପରିସ୍ଥିତିରେ ସବୁବେଳେ ଖୁସି ରଖିଥାଏ,  ଓ ଖୁସି ରହିକରି ନିଜ ଦାୟିତ୍ୱକୁ ନିଭାଇଥାଏ, ସେମିତି ବ୍ୟକ୍ତି ନିଜ ଜୀବନରେ ସଫଳ ହୋଇଥାଏ ଓ ଆଗକୁ ବଢିଥାଏ , ସେମିତି ଆଜିକାଲି ଏହି କର୍ମବ୍ୟସ୍ତତା ଭରା ଜୀବନ ମଧ୍ୟରେ ସବୁ ମଣିଷ ନିଜ କାମ କାର୍ଯ୍ୟରେ ଏତେ ମଜିଯାଇଛି କି ସେ କାମର ଛଡା ନିଜ ତାଙ୍କୁ କିଛି ନଜର ଆସେ ନାହିଁ , ଦିନ ସାରା କାମ କରିଲେ ଆମର ଦିମାଗରେ ବହୁତ ଅଧିକା ଚିନ୍ତା ମାଡିବସେ , ଓ ଏହାର ପ୍ରଭାବ ଆମର ସ୍ୱାସ୍ଥ୍ୟ୍ ଉପରେ ବି ପଡେ , ଏଥିପାଇଁ ଆମ ସମସ୍ତଙ୍କୁ ନିଜ ଏହି ବ୍ୟସ୍ତତା ଭରା ଜୀବନରେ କିଛି ସମୟ ନିଜ ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଖୋଲିକରି ହସିବା ଓ ହସାଇବାପାଇଁ ଆପଣଙ୍କ ପାଇଁ କିଛି ଖାସ୍ ମଜାଦାର୍ ଚୁଟକୁଲା ନେଇକରି ଆସିଛୁ ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ- ପୁଅ କବୁତର ଉପରେ ଏକ ବାକ୍ୟ ଗଠନ କର , ଛାତ୍ର- ଶ୍ୟାମକୁ ପିଇ ହୁଇ ଦାରୁ ଶାଳି କବ୍ ଉତର୍ ଯାତି ହେ , ପତ୍ତା ହି ନେହିଁ ଚଲତା ।

୨) ମୋହନ ସ୍କୁଲକୁ ଆସେ , ୧ କଳା ଓ ୧ ଧଲା ଜୋତା ପିନ୍ଧିକରି, ଶିକ୍ଷକ- ଘରକୁ ଯାଅ ଜୋତାକୁ ବଦଳାଇ ଆସ ।

ମୋହନ କିଛି ଫାଈଦା ନାହିଁ , ସେଠାରେ ବି ଗୋଟେ କଳା ଓ ଏକ ଧଳା ଜୋତା ହିଁ ଅଛି ।

୩) ଏହି ବିବାହ ନୁହେଁ ସହଜ, ଖାଲି ଏତିକି ବୁଝିନିଅନ୍ତୁ, କଞ୍ଚା ଲଙ୍କାର ଏକ ଚକଲେଟ୍ ଅଛି ଯାହାକୁ ଚୁଚୁମି ଖାଇବାର ଅଛି ।

୪) ତାଓ ହସ୍ପିଟାଲ୍ କୁ ଚିକିତ୍ସା ପାଇଁ ଗଲେ ନର୍ସ- ଲମ୍ବା ନିଶ୍ୱାସ ନିଅ, ତାଓ ଲମ୍ବା ନିଶ୍ୱାସ ନେଲେ , ନର୍ସ- କଣ ଅନୁଭବ କରୁଛ ? ତାଓ କେଉଁ ପରଫ୍ୟୁମ୍ ଲଗାଇକରି ଆସିଛ ମଜା ହିଁ ଆସିଗଲା ।

୫) ମାଷ୍ଟର- ପୁଅ- ଯଦି ସଚ୍ଚା ମନରେ ଭଗବାନଙ୍କୁ ପ୍ରାର୍ଥନା କରାଯାଏ ତେବେ ସେ ନିଶ୍ଚିତ ସଫଳତା ଦେବେ , ପପୁ- ଛାଡନ୍ତୁ ସାର୍- ଯଦି ଏମିତି ହୋଇଥାନ୍ତା, ଆପଣ ମୋର ସାର୍ ନୁହେଁ ଶଶୁର ହୋଇଥାନ୍ତେ ।

୬) ପୁଅ- ମୁଁ ଆପଣଙ୍କ ଝିଅକୁ ବାହାହେବାକୁ ଚାହୁଁଛି, ଝିଅର ବାପା- କେତେ କମାଉଛ ? ପୁଅ- ୧୮ ହଜାର ପ୍ରତି ମାସ, ଝିଅର ବାପା- ୧୫ ହଜାର ଟଙ୍କା ମୋ ଝିଅର ପକେଟ୍ ମନି ଦେଉଛି, ପୁଅ- ସେ ସବୁ ମିଶାଇକରି କହୁଛି ମଉସା ।

୭) ପଣ୍ତିତ କୁଣ୍ତଳୀ ମିଳାଇଲେ , ୩୬ ରୁ ୩୬  ଗୁଣ ମିଶିଗଲା ପୁଅ ଘର ଲୋକେ ମନା କରିଦେଲେ , ଝିଅଘର ଲୋକେ ଆଶ୍ଚର୍ଯ୍ୟ ହୋଇପଚାରିଲେ ଯେବେ ସବୁ ଗୁଣ ମିଶିଯାଇଛି ତେବେ ଆପଣମାନେ ମନା କାହିଁକି କରୁଛନ୍ତି ? ପୁଅଘର ଲୋକେ- ଆମର ପୁଅ ବିଲକୁଲ୍ ଲଫଙ୍ଗା ଅଟେ , ଏବେ କଣ ବୋହୁ ବି ତାପରି ଆଣିବୁ ନା କଣ ?

୮) ବାନ୍ତା ଘରକୁ ଯାଇକରି ସାନ୍ତା ସାମ୍ନାରେ ବାନ୍ତା ଓ ତାର ସ୍ତ୍ରୀର ଫଟୋ ରଖିଲା, ଫଟୋ ଦେଖିକରି ସାନ୍ତା କହିଲା- ତୁମର ଓ ଭାଉଜଙ୍କ ଯୋଡି ରାମ ଓ ସୀତାଙ୍କ ଯୋଡି ପରି ଲାଗୁଛି, ସାନ୍ତା ଏହା ଶୁଣିକରି କହିଲା_ କେଉଁଠି ସାଙ୍ଗ, ଆଜି ପର୍ଯ୍ୟନ୍ତ ନା ତୋର ଭାଉଜକୁ କେଉଁ ରାବଣ ନେଇକରି ଗଲା ଓ ନା ଆଜି ପର୍ଯ୍ୟନ୍ତ ପୃଥିବୀ ଧ୍ୱଂସ ହେଲା ।

୯) ଜଣେ ବ୍ୟକ୍ତିବାବାଜୀଙ୍କ ସତସଙ୍ଗ ଶୁଣିକରି ଘରକୁ ଆସିଲା, ଘରେ ଯାଇକରି ନିଜ ସ୍ତ୍ରୀକୁ ବାହାର କରିଦେଲା, ଓ ଚାକରାଣିକୁ ବାହାହୋଇଗଳା, ସଂମ୍ପର୍କୀୟମାନେ ପଚାରିଲେ କଣପାଇଁ ଏମିତି କଲ ? ବ୍ୟକ୍ତି କହିଲା- ବାବାଜି କହିଥିଲେ ସବୁ ମୋହ ମାୟା ଅଟେ, ମାୟାକୁ ଛାଡିଦିଅ ଶାନ୍ତିର ସହ ରୁହ ।

୧୦)କୌନ୍ ବନେଗା କରୋଡପତିରେ ଅମିତାଭ ବଚ୍ଚନ ସାନ୍ତା ଓ ବାନ୍ତାକୁ ଏକ ପ୍ରଶ୍ନ ପଚାରିଲେ , କହିଲେ- ଯଦି ୮ ର ଅଧା କରିଦିଆଯାଏ ତେବେ କଣ ରୁହେ ? ସାନ୍ତା- ୪ ସାର୍, ବାନ୍ତା- ଭୁଲ୍ ଉତ୍ତର , ୪ ବଞ୍ଚେ ନାହିଁଂ , ଅମିତାଭ ବଚ୍ଚନ କହିଲେ- ତାପରେ କଣ ରୁହେ । ବାନ୍ତା କହିଲା- ୮ କୁ ଭୁଲମ୍ବ ଭାବରେ କାଟିଲେ ୩ ବଞ୍ଚେ , ଓ ଭୁ ସମାନ୍ତର ଭାବେ କାଟିଲେ ୦ ବଞ୍ଚେ, ଅମିତାଭ ବଚ୍ଚନ ଏହାର ଉତ୍ତର ଶୁଣି ବେହୋସ୍ ।

୧୧) ସ୍ୱାମୀ ବାଥରୁମ୍ କୁ ଯାଏ , ଓ ରୋମାଣ୍ଟିକ୍ ଅନ୍ଦାଜରେ କହେ କେଉଁଠି ରଗଡିବାର୍ ଅଅଛି କୁହ , ସ୍ୱାମୀ –ଅଧିକା ଦିମାଗ ଲଗାଅ ନାହିଁ,  ମୁଁ କପଡାରେ ସାବୁନ୍ ଲଗାଇଦେଇଛି, ଏହାକୁ ଭଲରେ ସଫା କରିଦିଅ ।

୧୨) ଆଜିର ହିନ୍ଦି ଜ୍ଞାନ, Air hostess- ହବାଇ ସୁନ୍ଦରୀ,Nurse-ମେଡିସିନ୍ ସୁନ୍ଦରୀ, lady Teacher- ପାଠପଢା ସୁନ୍ଦରୀ, Maid- ସଫାଇ ସୁନ୍ଦରୀ, Wife-ଲଢେଇ ସୁନ୍ଦରୀ

Leave a Reply

Your email address will not be published. Required fields are marked *