October 22, 2024

Odia Express

Leading Odia News Portal of Odisha

ଏକ କୌତୁହଳ ଖେଳ – ବାଛନ୍ତୁ ଗୋଟିଏ ପାନ ପତ୍ର ଓ ଜାଣିରଖନ୍ତୁ ନିଜ ଭବିଷ୍ୟତ ବିଷୟରେ ଏହି ବଡ କଥା..

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

ତେଣୁ ନିମ୍ନରେ କେତେକ ପାନପତ୍ର ଦେଇଛି।ତାହା ମଧ୍ୟରୁ ଆପଣ ନିଜ ପସନ୍ଦର ଗୋଟିଏ ଚୟନ କରିବେ।ଓ ଜଣାପଡିବ ଆପଣ କାହାକୁ ସବୁଠୁ ବେଶି ଭଲପାଆନ୍ତି।

ଯେଉଁମାନେ ପ୍ରଥମ ପାନପତ୍ର ଚୟନ କରିଛନ୍ତି ସେମାନେ ସବୁଠାରୁ ବେଶି ଭଲପାଆନ୍ତି ନିଜ ପ୍ରେମିକ ଙ୍କୁ।

ଯେଉଁମାନେ ଦ୍ଵିତୀୟ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ମାଆ ଙ୍କୁ ସବୁଠୁ ବେଶି ଭଲପାଆନ୍ତି।

ଯେଉଁମାନେ ତୃତୀୟ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ଭାଇଙ୍କୁ ବେଶୀ ଭଲପାଆନ୍ତି।

ଯେଉଁମାନେ ଚତୁର୍ଥ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ବାପାଙ୍କୁ ବେଶୀ ଭଲପାଆନ୍ତି।

ଯେଉଁମାନେ ପଞ୍ଚମ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ପ୍ରେମିକାକୁ ବେଶୀ ଭଲପାଆନ୍ତି।

ଯେଉଁମାନେ ଷଷ୍ଠ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ଭଉଣୀକୁ ବେଶୀ ଭଲପାଆନ୍ତି।

ଯେଉଁମାନେ ସପ୍ତମ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ କ୍ରସକୁ ବେଶୀ ଭଲପାଆନ୍ତି।

ଯେଉଁମାନେ ଅଷ୍ଟମ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ସାଙ୍ଗଙ୍କୁ ବେଶୀ ଭଲପାଆନ୍ତି।

ଯେଉଁମାନେ ନବମ ପାନପତ୍ର ଚୟନ କରିଛନ୍ତି ସେମାନେ ନିଜ ଜୀବନସାଥୀଙ୍କୁ ବେଶୀ ଭଲପାଆନ୍ତି।

ଯେଉଁମାନେ ଦଶମ ପାନପତ୍ର ଚୟନ କରିଛନ୍ତି ସେମାନେ ସମସ୍ତଙ୍କୁ ବହୁତ ଭଲପାଆନ୍ତି।

ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।

Leave a Reply

Your email address will not be published. Required fields are marked *