September 19, 2024

Odia Express

Leading Odia News Portal of Odisha

ସାଧାରଣ ଜ୍ଞାନ ପ୍ରଶ୍ନ – ଏମିତି କେଉଁ ଜିନିଷ ରହିଛି ଯାହାକୁ ସକାଳେ ଦେଖିଲେ ସବୁଜ,ଖରାବେଳେ ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ?

ସାଧାରଣଜ୍ଞାନ ଏପରିଏକ ଜ୍ଞାନ ଯାହାକୁ ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟକ ସମୟରେ ଲୋଡିଥାଏ।ଏହାଦ୍ଵାରା ଆପଣଙ୍କ ମସ୍ତିଷ୍କ ବିକଶିତ ହେବା ସହ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଆପଣଙ୍କର ସବିଶେଷ ଜ୍ଞାନ ବଢିଥାଏ।ଏହା ଆପଣଙ୍କ ଜୀବନରେ ଅନେକ ମାତ୍ରାରେ ସହାୟକ ହେଇଥାଏ।ଆମେ ଆପଣଙ୍କୁ ୭ଗୋଟି ପ୍ରଶ୍ନ ପଚାରିବୁ।ଏଥିପାଇଁ ଆପଣଙ୍କୁ କିଛି ସମୟ ଦିଆଯିବ।ଏଗୁଡିକ ମଜାଦାର ପ୍ରଶ୍ନ ଆପଣଙ୍କ ଜ୍ଞାନ ବଢ଼େଇବା ସହ ଆପଣଙ୍କର ମନୋରଞ୍ଜନ ମଧ୍ୟ କରେଇବ।ତେଣୁ ଆପଣ ଯଦି ସମୟମଧ୍ୟରେ ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛନ୍ତି ତେବେ ଆପଣ ଜାଣିପାରିବେ ଯେ ଆପଣ କେତେ ମାତ୍ରାରେ ବୁଦ୍ଧିମାନ ଅଟନ୍ତି।ତେବେ। ଆଉ ଡେରି ନକରି ଆସନ୍ତୁ ପ୍ରଶ୍ନଗୁଡିକ ବିଷୟରେ ଜାଣିବା।

ପ୍ରଶ୍ନ-ଭାରତୀୟ ମୁଦ୍ରା କେଉଁ ସହରରେ ଛପାଯାଏ?

ଉତ୍ତର-ନାସିକ।ଏହା ମହାରାଷ୍ଟ୍ରରେ ରହିଛି।ଭାରତୀୟ ରିଜର୍ଭବ୍ୟାଙ୍କର ଅନୁମୋଦନରେ ଏଠାରେ ଅତ୍ୟନ୍ତ ସୁରକ୍ଷିତଭାବେ ମୁଦ୍ରା ଛପାଯାଏ।ଛପାସରିଲାପରେ ଏହା ଲୋକମାନଙ୍କୁ ଦିଆଯାଇଥାଏ।ଏହା ସର୍ବଦା ସୁରକ୍ଷା ବଳୟ ମଧ୍ୟରେ ରହିଥାଏ।

ପ୍ରଶ୍ନ-ଗୋଟିଏ ରୁମ୍ ରେ ୪୦୦ ଲୋକଥିଲେ।ସେଥିରୁ ଦୁଇଜଣ ଶୋଇପଡିଲେ।ତେବେ ରୁମ୍ ରେ ଆଉକେତେଜଣ ଲୋକରହିଲେ?

ଉତ୍ତର-ସେହି ୪୦୦ଜଣ।ପ୍ରଶ୍ନରେ ଲେଖାଯାଇଛି ଯେ ରୁମ୍ ରେ ୪୦୦ଲୋକ ଅଛନ୍ତି।ତେବେ ଯଦି ଦୁଇଜଣ ଲୋକ ଶୋଇଯିବେ ତେବେ ସେହି ୪୦୦ ଲୋକହିଁ ତ ରହିବେ।କାରଣ ଯଦି ଲୋକଦୁଇଜଣ ଶୋଇପଡିବେ ତେବେ ସେମାନେ ସେହି ରୁମ୍ ରେ ଶୋଇବେ।ଆଉତ ବାହାରକୁ ଯିବେନାହିଁ।ତେଣୁ ଶେଷରେ ୪୦୦ ଲୋକହିଁ ରହିବେ।

ପ୍ରଶ୍ନ-କେଉଁ ଫୁଲକୁ ଦେଖିଲେ ମନସ୍କାମନା ପୂର୍ଣ ହେଇଥାଏ?

ଉତ୍ତର-ବ୍ରହ୍ମକମଳ।ଏହା ଏପରି ଏକ ଫୁଲ ଯାହାକୁ ଦେଖିଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ ହେଇଯିବ।ଆପଣ ଯାହା ଚାହିଁବେ ତାହା ହେଇଯିବ।ଏହା ଅତ୍ୟନ୍ତ ଦୁର୍ଲ୍ଲଭ।ଏହାର ଭଲଭାବେ ଯତ୍ନ ନ ନେଲେ ଏହାର ବିକାଶ ହୁଏନାହିଁ।ଏହାର ପ୍ରତ୍ୟେକଦିନ ଯତ୍ନ ନେବା ଆବଶ୍ୟକ।

ପ୍ରଶ୍ନ-ଟାନ୍ସେଣ୍ଟ ସମ୍ମାନ କେଉଁ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଇଥାଏ?

ଉତ୍ତର-ମଧ୍ୟପ୍ରଦେଶ।ଏହି ରାଜ୍ୟରେ ସର୍ବୋଚ୍ଚ ସମ୍ମାନଭାବେ କୌଣସି ଲୋକକୁ ତାହାର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଇଥାଏ।ଏହା ବହୁଳଭାବେ ଲୋକପ୍ରିୟ।ଏହା ସମସ୍ତଲୋକଙ୍କ ମଧ୍ୟରେ ଗଭୀରଭାବେ ଆଦୃତ।ଏହାର ସମସ୍ତେ ସମ୍ମାନ ମଧ୍ୟ କରିଥାଆନ୍ତି।

ପ୍ରଶ୍ନ-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ପୋଲିସ ଷ୍ଟେସନ୍ ରହିଛି?

ଉତ୍ତର-ତାମିଲନାଡୁ।ଏହା ଭାରତ ମାନଚିତ୍ରରେ ସବୁଠାରୁ ତଳେ ରହିଛି।ଏହାକୁ ଚାରିଆଡୁ ସମୁଦ୍ର ଘେରିକରି ରହିଛି।ଏହା ସହ ସବୁଠାରୁ ଅଧିକ ପୋଲିସ ଷ୍ଟେସନ୍ ରହିଛି।ଜଳମାର୍ଗ ର ସୁରକ୍ଷା ସହ ସ୍ଥଳପଥର ସୁରକ୍ଷା ପାଇଁ ଅଧିକ ପୋଲିସ ଷ୍ଟେସନ ରହିଛି।

ପ୍ରଶ୍ନ-ଭାରତୀୟ ମୁଦ୍ରାରେ ଗାନ୍ଧିଜୀଙ୍କ ପୂର୍ବରୁ କାହାର ଫଟୋ ରହିଥିଲା?

ଉତ୍ତର-ଅଶୋକ ସ୍ତମ୍ଭ।ପୂର୍ବରୁ ଯେତେବେଳେ ନୋଟ ଛପା ହେଉଥିଲା କିମ୍ବା କୌଣସି ମୁଦ୍ରା ପ୍ରଚଳିତ ହେଉଥିଲା ସେତେବେଳେ ସମ୍ରାଟ ଅଶୋକଙ୍କ ଦ୍ଵାରା ସ୍ଥାପିତ ଅଶୋକ ସ୍ତମ୍ଭର ଚିତ୍ର ରହୁଥିଲା।ମାତ୍ର ବର୍ତ୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କର ଚିତ୍ର ରହୁଛି।

ପ୍ରଶ୍ନ-ଏମିତି କେଉଁ ଜିନିଷ ରହିଛି ଯାହାକୁ ସକାଳେ ଦେଖିଲେ ସବୁଜ,ଖରାବେଳେ ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ?

ଉତ୍ତର-ବିଲେଇର ଆଖି।ବିଲେଇ ଏପରିଏକ ଜୀଵ ଯାହା ଅନେକ କୌତୁହଳ ପୂର୍ଣ।ଏଥିରେ ଅନେକ ବିଚିତ୍ର ଜିନିଷ ରହିଛି।ଏହାର ଆଖିକୁ ସକାଳୁ ଦେଖିଲେ ସବୁଜ ଦେଖାଯାଏ,ଖରାବେଳେ ଦେଖିଲେ କଳା ଦେଖାଯାଏ,ସନ୍ଧ୍ୟାରେ ଦେଖିଲେ ନୀଳ ଦେଖାଯାଏ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ।

Leave a Reply

Your email address will not be published. Required fields are marked *