September 19, 2024

Odia Express

Leading Odia News Portal of Odisha

୨୦୦ବର୍ଷ ମଧ୍ୟରେ ପ୍ରଥମ ଥର ୨୪ ଘଣ୍ଟା ଭିତରେ ସିଂହରାଶି ଦୁଇଟି ବଡ ଖୁସିଖବର – ସମୟ ଥାଇ ଦେଖି ନିଅନ୍ତୁ

ନମସ୍କାର ବନ୍ଧୁଗଣ,ଆମକୁ ବାରମ୍ବାର ଅନ୍ୟଙ୍କ ବିଷୟରେ ଓ ନିଜ ବିଷୟରେ ଜାଣିବାର ବହୁତ ଉଛୁକତା ହୋଇଥାଏ।କୁହାଯାଏ କି ସମସ୍ତ ବ୍ୟକ୍ତିଙ୍କ ଭବିଷ୍ୟତ ସେ ଜନ୍ମ ହେବା ପୂର୍ବରୁ ଲେଖାଯାଇଥାଏ ସିଏ ବାସ୍ ଆସି ଅଭିନୟ କରିବା ଭଳି ଜୀବନ ଜିଇଁଥାଏ।ଶାସ୍ତ୍ର ଅନୁସାରେ ଯେଉଁ ଭଳି ଭାବରେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ ସେହିଭଳି ବ୍ୟକ୍ତି ର ରାଶି ବ୍ୟକ୍ତି ଉପରେ ପ୍ରଭାବ ପକାଇଥାଏ। ସେମିତି ଆପଣ ଙ୍କୁ ସୂଚାଇ ଦବୁ ଯେ ଜ୍ୟୋତିଷ ଶାସ୍ତ୍ରାନୁସାରେ ମାନବ ଜାତିର ୧୨ ଟି ରାଶି ରହିଥାଏ ।ଏମିତିରେ ଯେଉଁ ଯେଉଁ ଙ୍କ ଉପରେ ଚନ୍ଦ୍ରମା ତଥା ସୂର୍ଯ୍ୟଙ୍କ ଅଧିକ ପ୍ରଭାବ ପଡ଼ିଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମିତି ରାଶି ମାନଙ୍କର ଭାଗ୍ୟ ବହୁତ୍ ଭଲ ହୋଇଥାଏ।

ଆଜି ଆମେ ଜାଣିବା ୨୦୦ବର୍ଷ ମଧ୍ୟରେ ପ୍ରଥମ ଥର ୨୪ଘଣ୍ଟା ଭିତରେ ସିଂହରାଶି ପାଇଁ ଦୁଇଟି ବଡ ଖୁସିଖବର ବିଷୟରେ।ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାରରେ ଆଲୋଚନା କରିବା।

ସବୁଠୁ ପ୍ରଥମ ବଡ ଖୁସିଖବର ହେଉଛି ସନ୍ତାନ ତରଫରୁ ସୁଖର ପ୍ରାପ୍ତି ହେବ ଓ ବିଦ୍ୟାର୍ଥୀ ବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଶୁଭଫଳ ମିଳିବ।ଯାହାର ଆପଣ କେବେ କଳ୍ପନା ବି କରିନଥିବେ।ଚାକିରୀ କ୍ଷେତ୍ରରେ ଉନ୍ନତି ଘଟିବ ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ।ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଅତି ସହଜରେ ସମ୍ପାଦନ ହେବ।କୌଣସି ଲାଭଦାୟକ ଯାତ୍ରାରେ ମଧ୍ୟ ଯାଇପାରନ୍ତି।ଆପଣଙ୍କ ଜୀବନରେ ନୂତନ ଖୁସି ଆସିବ ଓ ଆପଣଙ୍କ ଜୀବନସାଥୀ ଉନ୍ନତିର ପଥରେ ଅଗ୍ରଗତି କରିବେ।ଆପଣ ନିଜ କ୍ୟାରିଅରରେ ନୂଆ ସ୍ଥାନ ଅଧିକାର କରିବେ।ଆପଣଙ୍କୁ କ୍ୟାରିଅର ସମ୍ବନ୍ଧିତ ନୂଆ ସୁଯୋଗ ପ୍ରାପ୍ତି ହୋଇପାରେ।ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।ଆପଣଙ୍କ ଜୀବନରେ ସୁଖ,ଶାନ୍ତି ଓ ସମୃଦ୍ଧି ଆସିବ।ଆପଣଙ୍କ ସ୍ବପ୍ନ ସାକାର ହେବ।

ଦ୍ୱିତୀୟ ବଡ ଖୁସିର ଖବର ହେଉଛି ଯେ, ଆପଣଙ୍କ ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ଓ ଆପଣ ନିଜ ପାରିବାରିକ ଜୀବନରେ ପ୍ରସନ୍ନତା ଅନୁଭବ କରିବେ।ଆପଣଙ୍କର ସାଥୀ,ପ୍ରେମୀ କିମ୍ବା ଜୀବନସାଥୀଙ୍କ ସହ ଯୁକ୍ତି ମଧ୍ୟ ହୋଇପାରେ।ନିଜର ପ୍ରିୟଜନଙ୍କୁ ଅନୁଭବ କରାନ୍ତୁ କି ଆପଣ ସେମାନଙ୍କୁ କେତେ ଭଲ ପାଆନ୍ତି।ଆପଣଙ୍କ କ୍ରୋଧରେ ନିଆଯାଇଥିବା ନିଷ୍ପତ୍ତି ପାଇଁ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ।ଆପଣଙ୍କୁ ପ୍ରେମର ପ୍ରସ୍ତାବ ପାଇଁ ଏବେ ଆପଣଙ୍କୁ ସଠିକ ସମୟର ଅପେକ୍ଷା କରିବାକୁ ହେବ।ଏବେ ଏଥିପାଇଁ ଅନୁକୂଳ ସମୟ ନାହିଁ ଓ ଏବେ ଏହାର ଉପଯୋଗ କରିବାର ପରିଣାମ ଖରାପ ହୋଇପାରେ।ବ୍ୟବସାୟ କ୍ଷେତ୍ରରେ ଭଲ ସୁଯୋଗ ମିଳିବ।ଆପଣଙ୍କ ଆତ୍ମବିଶ୍ବାସରେ ଉନ୍ନତି ସାଧନ ହୋଇପାରେ।କାର୍ଯ୍ୟକୁ ଯୋଜନା ସହିତ ସମ୍ପାଦନା କରିବାରେ ଆପଣ ସଫଳ ରହିବେ।ଅନ୍ୟମାନଙ୍କ ସହ କଥାବାର୍ତ୍ତା କିମ୍ବା ଆଚରଣରେ ଭେଦଭାବ ଆସିପାରେ।

ତେବେ ଏହି ପରି ଭାବରେ ସିଂହ ରାଶିର ଲୋକମାନେ ଭାଗ୍ୟଶାଳୀ ରହିବେ।ଯଦି ଆପଣ ମଧ୍ୟ ସିଂହ ରାଶିର ବ୍ୟକ୍ତି ବିଶେଷ୍ୟ ଅଟନ୍ତି ତେବେ ଆପଣଙ୍କ ଏହି ଆଗାମୀ ବର୍ଷ ଏହି ଭଳି ଭାବରେ କଟିବ।ଆପଣଙ୍କୁ ବହୁତ ଶୁଭଫଳ ମିଳିବ।ଯଦି ଆପଣଙ୍କର ପ୍ରିୟଜନ ମାନଙ୍କର ମଧ୍ୟ ସିଂହ ରାଶି ଅଟେ ତେବେ ତାଙ୍କର ବର୍ଷ କିପରି କଟିବ ତାହା ବିଷୟରେ ତାଙ୍କୁ ଅବଗତ କରାନ୍ତୁ।ଆଶା କରୁଛୁ,ଉପରୋକ୍ତ ସୂଚନାରୁ ଆପଣଙ୍କର କିଛି ମାତ୍ରାରେ ସାହାଯ୍ୟ ମିଳିବ।ଏବଂ ଆପଣ ନିଜର ଆଗକୁ ଆସୁଥିବା ଭବିଷ୍ୟ କି ଆପଣଙ୍କର ଓ ଆପଣଙ୍କ ପ୍ରିୟଜନଙ୍କର ବର୍ଷ କିପରି କଟିବ କେଉଁ କେଉଁ ଶୁଭଫଳ ମିଳିବ ସମସ୍ତ କ୍ଷେତ୍ରରେ ନିଜର ଅଗ୍ରଗତି ଓ ଅବନତି ସମ୍ପର୍କରେ ଅବଗତ ହେଲେ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *