December 21, 2024

Odia Express

Leading Odia News Portal of Odisha

କଳା ମରିଚ କେବଳ ୩ ମିନିଟରେ ଆପଣଙ୍କ ହଳଦିଆ ଦାନ୍ତକୁ ମୋତି ପରି ଚମକିବ…

ଆପଣଙ୍କ ଦାନ୍ତ ମୋତି ପରି ଚମକିବ ଜଫି ଆପଣ ଏହା ବ୍ୟବହାର କରିବେ। କୌଣସି ସାଇଡ ଇଫେକ୍ଟ ନାହିଁ ଏହାର। ଏହା ଦ୍ୱାରା କିଛି କ୍ଷତି ମଧ୍ୟ ହୋଇନଥାଏ। ଏହା ଦ୍ୱାରା ଦୂର ହେଇଯିବ ହଳଦିଆ ରଙ୍ଗ ଏବଂ ମୋତି ପରି ଚମକିବ ଦାନ୍ତ। ଦାନ୍ତକୁ ସଫା କରିବା ପାଇଁ ଏହା ହେଉଛି ଭଲ ଉପାୟ ଯାହା ଦ୍ୱାରା ଦାନ୍ତ ସଫା ହେବ ସହ ମୋତି ପରି ଚମକି ଥାଏ ।ଯଦି ଆପଣ ପାନ , ବିଡ଼ି ପିଇ ଯଦି ଆପଣଙ୍କ ଦାନ୍ତ ବହୁତ ହଳଦିଆ ହୋଇଯାଏ। କେତେ ପ୍ରକାର ଦାମୀ ଦାମୀ ପେଷ୍ଟ ବ୍ୟବହାର କରିଥିବେ ଏବଂ କେତେ ପ୍ରକାର ଉପାୟ ମଧ୍ୟ ପ୍ରୟୋଗ କରି ଥିବେ କିନ୍ତୁ ଯଦି ଆପଣଙ୍କୁ କିଛି ଫାଇଦା ହୋଇନି ତାହେଲେ ଆପଣ ଏହା କରି ଦେଖି ପାରିବେ।ଦାନ୍ତ ହଳଦିଆ ହେବ କାରଣରୁ ଲୋକ ମାନଙ୍କୁ ଦୁର୍ଗନ୍ଧ ହୋଇଥାଏ। ସେଥିପାଇଁ ଚାହାନ୍ତି ସବୁବେଳେ ନିଜ ଦାନ୍ତକୁ ସବୁବେଳେ ସଫା ରଖିବା ପାଇଁ ଏବଂ ସୁନ୍ଦର ରଖିବା ପାଇଁ ।ଏହା ୧୦୦% ଦାନ୍ତକୁ ଧଳା କରିଥାଏ ।ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ ।


ଏହା ତିଆରି କରିବାକୁ ହେଲେ ପ୍ରଥମେ ଆପଣ ଲବଙ୍ଗ ନିଅନ୍ତୁ ତାପରେ ଏଥିରେ ୨ଟି ଗୁଜୁରାତି ମିଶାନ୍ତୁ।ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ କାରଣ ଏହାକୁ ପୂର୍ବରୁ ତିଆରି କରି ରଖିବାକୁ ପଡିଥାଏ। ତାପରେ ଏଥିରେ ଅଧା ଚାମଚ ଲୁଣ ମିଶାଇ ଦିଅନ୍ତୁ ।ତାପରେ ଏଥିରେ ବେକିଙ୍ଗ ଷୋଡା ମିଶାଇ ଦିଅନ୍ତୁ ଅଧା ଚାମଚ ।ଏହାକୁ ଭଲ ଭାବରେ ଗୋଳେଇକି ରଖନ୍ତୁ ଏହା ବହୁତ ଦିନ ପଯ୍ୟନ୍ତ ରହି ପାରିବ।

ଏହା କେବେ ଖରାପ ହୋଇ ନଥାଏ ।ଏହା ହେଉଛି ଏହାର ସବୁଠୁ ଭଲ ଗୁଣ।ଏଥିରେ ଅଧା ଚାମଚ ଲେମ୍ବୁ ମିଶାଇ ଦିଅନ୍ତୁ।ଯଦି ଲେମ୍ବୁ ବ୍ୟବହାର କରିବାକୁ ଚଂହୁ ନାହାନ୍ତି ତାହେଲେ ଆପଣ ପାଣି ମଧ୍ୟ ମିଶାଇ ପାରିବେ।ଏହାକୁ ୨ ରୁ ୩ ଦିନ ଦାନ୍ତରେ ଲଗାନ୍ତୁ ।ଏହା ବ୍ୟବହାର କରିବା ପରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ ଯଦି ନ ମିଳେ ତାହେଲେ ପୁଣି ବ୍ୟବହାର କରନ୍ତୁ।ବହୁତ ଲୋକଙ୍କୁ ଏହା ମଧ୍ୟରୁ ବହୁତ ଫାଇଦା ମିଳିଛି । ଏହା ଦନ୍ତରୁ ହଳଦିଆ ଅଂଶ କୁ ସଫା କରି ଦେଇ ଥାଏ ଦାନ୍ତ ଧଳା ପରି ଚମକି ଥାଏ ।


ଆପଣ ଦେଖିଥିବେ କୋଉନଦୀ ପେଷ୍ଟରେ ମଧ୍ୟ ଲବଙ୍ଗ , ଗୁଜୁରାତିର ମିଶ୍ରଣ ରହିଥାଏ।ଏଥିରେ ଆମେ କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର ହେଇନି।ଏହା ପୁରା ପ୍ରକୁତିକ ଜିନିଷ।

ଆପଣ ଏହାର ବ୍ୟବହାର ନିଶ୍ଚିନ୍ତ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ। ହଲାଦିଆରୁ ମୋତି ପରି ଚମକି ଉଠିବ।ଏହାକୁ ୨ ରୁ ୩ ଦିନ ଦାନ୍ତରେ ଲଗାନ୍ତୁ।ଏହା ବ୍ୟବହାର କରିବା ପରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ ଯଦି ନ ମିଳେ ତାହେଲେ ପୁଣି ବ୍ୟବହାର କରନ୍ତୁ। ବହୁତ ଲୋକଙ୍କୁ ଏହା ମଧ୍ୟରୁ ବହୁତ ଫାଇଦା ମିଳିଛି। ଏହା ଦନ୍ତରୁ ହଳଦିଆ ଅଂଶ କୁ ସଫା କରି ଦେଇ ଥାଏ ଦାନ୍ତ ଧଳା ପରି ଚମକି ଥାଏ। ଦାନ୍ତ ହଳଦିଆ ହେବ କାରଣରୁ ଲୋକ ମାନଙ୍କୁ ଦୁର୍ଗନ୍ଧ ହୋଇଥାଏ।ସେଥିପାଇଁ ଚାହାନ୍ତି ସବୁବେଳେ ନିଜ ଦାନ୍ତକୁ ସବୁବେଳେ ସଫା ରଖିବା ପାଇଁ ଏବଂ ସୁନ୍ଦର ରଖିବା ପାଇଁ।ଏହା ୧୦୦% ଦାନ୍ତକୁ ଧଳା କରିଥାଏ ।

Leave a Reply

Your email address will not be published. Required fields are marked *