September 12, 2024

Odia Express

Leading Odia News Portal of Odisha

ଏହି ୮ ଟି ଚିହ୍ନରୁ ଯଦି ଗୋଟିଏ ଚିହ୍ନ ରହିଥାଏ ଆପଣଙ୍କ ହାତରେ ତେବେ ଚମକି ଯିବ ଆପଣଙ୍କ ଭାଗ୍ୟ…

ସେମିତି ବି ଅଟେ କି ଆପଣ ଭଲ ନିର୍ଣ୍ଣୟ ନେଇଯାଆନ୍ତି , ଓ ଆପଣ କାର୍ଯ୍ୟରେ ପରିଶ୍ରମ କରନ୍ତି , ଓ ପୁରା ଲଗନର ସହ ଆପଣଙ୍କ ଜୀବନରେ ସଫଳ ହେବେ , କିନ୍ତୁ ଏହାପରେ ବହୁତ ପୁର୍ବରୁ ଜ୍ୟୋତିଷ୍ୟଶାସ୍ତ୍ରରେ ହାତର ଗଢଣ, ହାତରେ ଥିବା ରେଖାକୁ ପଢି ମଣିଷର ଜୀବନରେ ଭବିଷ୍ୟତ ବିଷୟରେ ଗଣନା କରାଯାଉଛି, ଓ ଏହି କଥା ବହୁତ ସଠିକ୍ ବି ହୋଇଥାଏ , ହାତର ରେଖାକୁ ପଢାଇବା ସମସ୍ତେ ଚାହଁନ୍ତି । ସମସ୍ତେ ନିଜ ଜୀବନରେ ଆସୁଥିବା ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛୁକ ରହିଥିବେ , ତାଙ୍କର ଆସୁଥିବା ସମୟ କିପରି ରହିବ ,ଆଜି ଆମେ ଆପଣଙ୍କୁ ହାତର ପାପୁଲିର ବିଷୟରେ କିଛି ଚିହ୍ନ ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ ଭାଗ୍ୟଶାଳି ଓ ଫଳଦାୟକ ହୋଇପାରିବ ।

୧) ବୃକ୍ଷ ବା ଗଛ ଚିହ୍ନ ହେବା- ଯଦି ଆପଣଙ୍କ ହାତରେ ବୃକ୍ଷ ବା ଗଛର ଚିହ୍ନ ଅଙ୍କିତ ହୋଇଛି ତେବେ ଏହା ଶୁଭ ବୋଲି ଜଣାଯାଏ , ସେମିତି ଗଛରୁ ଫଳ ହୋଇଥାଏ,  ଓ ହାତରେ ହେବା ଅତ୍ୟନ୍ତ ଶୁଭକାରୀ ଭାବେ ବିବେଚନା କରାଯାଏ , ଓ ତାହା ଆପଣଙ୍କ ଅନ୍ତନିର୍ହିତ ଗୁଣକୁ ଆହୁରି ବଢାଇଥାଏ ।

୨) ଧ୍ୱଜ ଚିହ୍ନ ହେବା- ହାତରେ ଧ୍ୱଜର ଚିହ୍ନ ଶୁଭକାରୀ ହୋଇଥାଏ, ଏହି ପ୍ରକାରର ଚିହ୍ନ ବାଲା ଲୋକ ସବୁ କ୍ଷେତ୍ରରେ ସଫଳତା ହାସିଲ୍ କରିଥାନ୍ତି , ଅଦାଲତର ବିବାଦରେ ଏମାନଙ୍କ ବହୁତ ସାଥ୍ ମିଳିଥାଏ ।

୩) ମାଛର ଚିହ୍ନ- ଏହି ପ୍ରକାର ଚିହ୍ନ ବହୁତ ଚମତ୍କାର ବୋଲି ମାନାଯାଏ , ଲୋକଙ୍କ ହାତରେ ଏହି ଚିହ୍ନ ଥିଲେ ସେମାନଙ୍କ ଜୀବନରେ କିଛି ନା କିଛି ଚମତ୍କାର ନିଶ୍ଚିତ ଘଟିଥାଏ , ଭାଗ୍ୟରୁ ଏମାନେ ଧନୀ ହୋଇଥାନ୍ତି , ଅଚାନକ ହିଁ ଏହି ଲୋକଙ୍କୁ ବହୁତ ସାରା ଧନ ମିଳିଥାଏ , ଯାହା ତାଙ୍କ ଭାଗ୍ୟକୁ ପୁରା ବଦଳାଇଦିଏ ।

୪) ହାତୀର ଚିହ୍ନ- ହାତୀର ଚିହ୍ନ ଶୁଭ ହୋଇଥାଏ, ଭଗବାନ ଶ୍ରୀଗଣେଷଙ୍କ ଏହା ସୁଚକ ବୋଲି ଜଣାଯାଏ , ଏହି ଲୋକଙ୍କର ଜୀବନରେ ସବୁ କ୍ଷେତ୍ରରେ ଜିତ୍ ହାସିଲ୍ ହୋଇଥାଏ, ଓ ସବୁ ସୁଖ ସୁବିଧା ପ୍ରାପ୍ତି ହୋଇଥାଏ , ଏହି ଲୋକଙ୍କର ଶତ୍ରୁ ବି ଏମାନଙ୍କ କିଛି ବି ବିଗାଡିପାରେ ନାହିଁ ।

୫) ସ୍ୱସ୍ତିକ ଚିହ୍ନ- ଏହି ଚିହ୍ନ ନିଜେ ବହୁତ ପବିତ୍ର ଓ ଶୁଭ ବୋଲି ଜଣାଯାଏ , ଏହି ଚିହ୍ନ ବାଲା ବ୍ୟକ୍ତି ଜୀବନରେ ଧର୍ମର କାର୍ଯ୍ୟରେ ଏବଂ ଧର୍ମ ସହ ଯୋଡି ହୋଇଥିବା ଜିନିଷ ବହୁତ ଭଲ କରିଥାନ୍ତି  ଓ ମାନ ସମ୍ମାନ ପ୍ରାପ୍ତି କରନ୍ତି ।

୬) ମନ୍ଦିରର ଚିହ୍ନ- ଯେଉଁ ଲୋକଙ୍କର ସହ ମନ୍ଦିରର ଚିହ୍ନ ହାତରେ ହୋଇଥାଏ , ଏମିତି ଲୋକ ଜୀବନରେ ସର୍ବଶ୍ରେଷ୍ଠ ପ୍ରାପ୍ତ ହୋଇଥାନ୍ତି , ଏହି ଲୋକ ଜୀବନରେ ବହୁତ ସୁଖୀ ଓ ଶାନ୍ତିର ଜୀବନ ବ୍ୟକ୍ତ କରନ୍ତି , ଏହି ଲୋକ ବହୁତ ସ୍ୱାର୍ତ୍ତିକ କିସମର ହୋଇଥାନ୍ତି , ଓ କେବେ ଜୀବନରେ କିଛି ଭୁଲ୍ କରନ୍ତି ନାହିଂ ।

୭) ତ୍ରିଶୁଳର ଚିହ୍ନ- ତ୍ରିଶୁଳର ଚିହ୍ନ ସୌଭାଗ୍ୟର ଚିହ୍ନ ହୋଇଥାଏ ,ଏହି ଚିହ୍ନ ବାଲା ଲୋକଙ୍କ ଜୀବନରେ ସବୁ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ,ଓ ମାନ ସମ୍ମାନ ବି , ଏମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।

୮) ରଥର ଚିହ୍ନ- ରଥର ଚିହ୍ନ ରାଜଯୋଗକୁ ଦର୍ଶାଇଥାଏ,  ଏହି ଚିହ୍ନ ସାଧାରଣତଃ ରାଜାଙ୍କ ହାତରେ ମିଳିଥାଏ ,ଯିଏ ରାଜ୍ୟରେ ରାଜ୍ କରିଥାଏ , ପୁର୍ବରୁ ରାଜାଙ୍କ ହାତରେ ଏହି ଚିହ୍ନ ଦେଖିବାକୁ ମିଳୁଥିଲା

Leave a Reply

Your email address will not be published. Required fields are marked *