September 12, 2024

Odia Express

Leading Odia News Portal of Odisha

ଏହି ଦିଗଜ୍ ଖେଳାଳୀଙ୍କୁ ଆଜି ପର୍ଯ୍ୟନ୍ତ କିଏ ବି ଆଉଟ୍ କରିପାରିନାହାନ୍ତି କେଉଁ ବି ବୋଲର୍ , ସେ ହିଁ ଏକମାତ୍ର ଭାରତୀୟ ଖେଳାଳୀ

ନମସ୍କାର ବନ୍ଧୁଗଣ, ଆପଣ ସମସ୍ତେ ଆମ ଆର୍ଟିକିଲରେ ସ୍ୱାଗତ, ବନ୍ଧୁମାନେ ଏହି ଦୁନିଆରେ କ୍ରିକେଟ୍ ଖେଳକୁ ବହୁତ ଭଲ ପାଆନ୍ତି ଏବଂ ସେମାନେ ନିଜ ନିଜ ଖେଳାଳିଙ୍କ ବ୍ୟାଟିଂ ଏବଂ ପ୍ରଦର୍ଶନ ଦେଖିବାକୁ ବହୁତ ଆଗ୍ରହୀ ଅଟନ୍ତି | ଯଦି ଆମେ କ୍ରିକେଟ୍ ପ୍ରେମୀଙ୍କ ବିଷୟରେ କହିବା ତେବେ ଭାରତରେ କ୍ରିକେଟ୍ ପ୍ରେମୀଙ୍କ ସଂଖ୍ୟା ବହୁତ୍ ଅଧିକା | ଆଜି ଯେଉଁମାନେ କ୍ରିକେଟ୍ କୁ ବହୁତ ପସନ୍ଦ କରନ୍ତି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ଜଣେ ଭାରତୀୟ ଖେଳାଳିଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ଯିଏ ଭାରତୀୟ ଦଳ ପାଇଁ ଗୋଟିଏ ଦିନିକିଆ କ୍ରିକେଟ୍ ରେ ବ୍ୟାଟିଂ କରୁଥିବା ବେଳେ ଏପର୍ଯ୍ୟନ୍ତ ଆଉଟ୍  ହୋଇ ଆସି ନାହାଁନ୍ତି, ତଥାପି ଭାରତୀୟ ଦଳର ଚୟନକର୍ତ୍ତା ଚୟନ ରାଜନୀତି ଯୋଗୁଁ ସେହି ଖେଳାଳିଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଛନ୍ତି, ଯେଉଁ ଖେଳାଳି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଆଉ କେହି ନୁହଁନ୍ତି, ଯିଏକି ଝାଡଖଣ୍ତ ପାଇଁ ରଣଜୀ କ୍ରିକେଟ୍ ଖେଳୁଥିବା ସୌରଭ ତିୱାରୀ |

ଆପଣଙ୍କ ସୂଚନା ପାଇଁ, କହିଦେବୁ କି ଯେ କ୍ରିକେଟିୟର୍ ସୌରଭ୍  ତିୱାରୀ ଭାରତ ପାଇଁ ଖେଳିବାବେଳେ କେବେ ଆଉଟ୍ ହୋଇ ନାହାଁନ୍ତି। ଆଉ ଏକ କଥା ଏହା କି ସୌ୍ରଭ ତିୱାରୀ ଭାରତୀୟ ଦଳ ପାଇଁ ମାତ୍ର 3 ଟି ଆନ୍ତର୍ଜାତୀୟ ODI ଖେଳିଛନ୍ତି କିନ୍ତୁ କୌଣସି ମ୍ୟାଚରେ ସେ ଆଉଟ୍ ହୋଇନାହାନ୍ତି ।ସୌରଭ ତିୱାରୀ ୨୦ ଅକ୍ଟୋବର ୨୦୧୦ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଡେବ୍ୟୁ କରିଥିଲେ ଏବଂ ଏହି ମ୍ୟାଚ୍ ସମୟରେ ସୌରଭ ତିୱାରୀ ଏକ ଅପରାଜିତ ୧୨ ରନ୍ ଇନିଂସ ଖେଳିଥିଲେ, ଓ ସେ  ନ୍ୟୁଜିଲ୍ୟାଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ  ସେ ୧୦ ଡିସେମ୍ବର ୨୦୧୦ ବିପକ୍ଷରେ ଏହି ମ୍ୟାଚ୍  ଖେଳିଥିଲେ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା କି ଏହି ମ୍ୟାଚରେ ସେ ବ୍ୟାଟିଙ୍ଗ୍ କରିବାର ସୂଯୋଗରୁ ବଞ୍ଚିତ ରହିଯାଇଥିଲେ ।

ଆପଣଙ୍କ ସୂଚନା ପାଇଁ, ଜଣେଇଦେବୁ କି ଯେ କ୍ରିକେଟର ସୌରଭ ତିୱାରୀ ଭାରତୀୟ ଦଳ ପାଇଁ ତିନୋଟି ODI ଖେଳିଛନ୍ତି ଏବଂ ଏହି ମ୍ୟାଚ୍ ଖେଳିବାବେଳେ ୪୯ ରନ୍ ସ୍କୋର କରିଛନ୍ତି ଏବଂ ଏହି ତିନୋଟି ମ୍ୟାଚ୍‌ରେ ସେ ଆଉଟ୍ ହୋଇନାହାନ୍ତି ଏହି କାରଣରୁ ତାଙ୍କର ଓସତ୍ ବାହାରି ପାରିନି, କ୍ରିକବଜ୍ ଓ କ୍ରିକଇନଫୋ ପରି ହାଇଟ୍ ବି ତାଙ୍କ ଓସତ ଆଗରେ ଖାଲି ସ୍ଥାନ ଛାଡି ରଖିଛନ୍ତି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଖେଳୁଥିବାବେଳେ ସୌରଭ ତିୱାରୀଙ୍କର ଷ୍ଟ୍ରାଇକ୍ ହାର ୮୭।୫୦ ରହିଛି, ଭାରତୀୟ ଦଳ ପାଇଁ ଖେଳୁଥିବାବେଳେ ତାଙ୍କର ସର୍ବାଧିକ ସ୍କୋର ୩୭ ରନ୍ ଅଟେ, ଯାହା ସେ ନ୍ୟୁଜିଲ୍ୟାଣ୍ଡ ଦଳ ସହ ଖେଳିବା ସମୟରେ କରିଥିଲେ , ସେ ଭାରତୀୟ ଟିମ୍ ପାଇଁ ୫ ଟି ଚୌକା ଓ ୧ ଛକା ଲଗାଇଛନ୍ତି  ଆଇପିଏଲ୍ ୨୦୧୮ ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ସୌରଭ ତିୱାରୀ ଖେଳିଥିଲେ , କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କୁ ଏପର୍ଯ୍ୟନ୍ତ ପ୍ଲେଇଙ୍ଗ୍ ଇଲେଭେନ୍ ରେ  ଖେଳିବାକୁ ସୁଯୋଗ  ଦେଇନି । ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କୁ ଆଇପିଏଲ୍ ୨୦୧୮ ନିଲାମରେ 80 ଲକ୍ଷ ମୂଲ୍ୟରେ କିଣିଛି

Leave a Reply

Your email address will not be published. Required fields are marked *