ଗୋଟିଏ ଥର ମୁହଁରେ ଏହାକୁ ଲଗାନ୍ତୁ ତେବେ କେତେବି ଗରମ ହେଉ ମୁହଁରେ ଝାଳ କେବେବି ଆସିବନାହିଁ – ନିଶ୍ଚୟ ଜାଣିରଖନ୍ତୁ…
ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ଏପରି ଉପଚାର ବା ଉପାୟ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ମୁହଁରୁ ଯେତେବି ଗରମ ହେଲେ ଝାଳ ବାହାରିବ ନାହିଁ।ଝିଅମାନେ ସବୁ ମୁହଁରେ ମେକଅପ ନେଇ ବାହାରକୁ ଯାଆନ୍ତି।ଏବଂ କିଛି ସମୟ ପରେ ହିଁ ତାଙ୍କ ମୁହଁରୁ ଝାଳ ବାହାରିବା ଆରମ୍ଭ ହୁଏ।ବାରମ୍ବାର ପୋଛିବା ଦ୍ଵାରା ମଧ୍ୟ ଏହି ଝାଳ ବାରମ୍ବାର ଆସିଥାଏ।ଏବେ ଆପଣ ଜାଣିବେକି ଏହି ସମସ୍ୟାର କିପରି ସମାଧାନ କରିପାରିବେ ତାହାବି ଅତି ସହଜ ଉପାୟରେ।ଗୋଟିଏ ଥର ଏହାକୁ ପ୍ରୟୋଗ କରି ଦେଖନ୍ତୁ ଏହାର ଫାଇଦା ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ।ଏଥିରେ ଆମେ ବହୁତ ଶସ୍ତା ସାମଗ୍ରୀର ହିଁ ବ୍ୟବହାର କରିବା।
ଏହି ଉପଚାରରେ ବ୍ୟବହାର ହେଉଥିବା ପ୍ରଥମ ଓ ଖାସ ସାମଗ୍ରୀ ହେଉଛି ‘କପୂର’।ଏହାକୁ କେବଳ ୧ଟି ନିଅନ୍ତୁ।ଏହାପରେ ଏକ ଖାଲି ପାତ୍ରରେ ଏହି କପୂରକୁ ଏଥିରେ ଗୁଣ୍ଡକରି ପକାଇଦିଅନ୍ତୁ।ଏବଂ ବର୍ତ୍ତମାନ ଆପଣଙ୍କୁ ଏଥିରେ ଆବଶ୍ୟକତା ଅନୁସାରେ ପାଣିର ବ୍ୟବହାର କରିବାକୁ ହେବ।୨ରୁ ୩ଟି ଚାମଚ ପାଣି ଦିଅନ୍ତୁ।ଏହାକୁ ଭଲ ଭାବରେ ମିଶାଇଦିଅନ୍ତୁ।ଏବେ ଏହାକୁ ୧୦ରୁ ୧୫ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
ଯେବେ ଏହା ଭଲ ଭାବରେ ମିଶିଯିବ ତେବେ ଆପଣଙ୍କୁ ନିଜ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।ଏହାପରେ ନିଜ ମୁହଁକୁ ଶୁଖାଇ ଦିଅନ୍ତୁ।ଏହାପରେ ଏହି ମିଶ୍ରଣର ପ୍ରୟୋଗ ନିଜ ମୁହଁରେ କରନ୍ତୁ।ମୁହଁର ସବୁ ଅଂଶରେ ଏହାକୁ ଭଲ ଭାବରେ ଲଗାଇ ଦିଅନ୍ତୁ।ଧ୍ୟାନ ରଖିବେକି ଏହାକୁ କେବଳ ମୁହଁ ଉପରେ ଲଗାଇବାର ଅଛି ଏହାକୁ ମୁହଁରେ ଜମାରୁ ଘଷନ୍ତୁ ନାହିଁ।ପାଖାପାଖି ୨ରୁ ୩ମିନିଟ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ।ଏବଂ ଏହା ଭଲ ଭାବରେ ଶୁଖିଗଲା ପରେ ଏହାର ଠିକ ପରେ ହିଁ ଯଦି ଆପଣ ବଜାରକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଯାଇ ପାରିବେ।ଯଦି ଆପଣ ଖରାରେ ବି ବାହାରିଛନ୍ତି ଯିବାପାଇଁ ତେବେ ମଧ୍ୟ ଆପଣ ଯାଇ ପାରିବେ।ଆପଣ ଦେଖିବେ ଓ ଅନୁଭବ ମଧ୍ୟ କରିବେ କି ଆପଣଙ୍କ ମୁହଁରେ ଯେଉଁପରି ଭାବରେ ଆଗରୁ ଝାଳ ବାହାରୁ ଥିଲା ତାହା ୯୦ପ୍ରତିଶତ ପର୍ଯ୍ୟନ୍ତ କମିଯିବ।
ଆପଣ ଚାହିଁଲେ ଏହାକୁ ପୁରା ମାସ ପାଇଁ ଏକା ସାଙ୍ଗରେ ତିଆରି କରି ରଖିପାରିବେ।ସେଥିପାଇଁ ପୁରା ଏକ ମାସ ପାଇଁ ଦରକାର ଥିବା ଏହି ଉପଚାରର ସାମଗ୍ରୀ ଅର୍ଥାତ ‘କପୂର’ ଆଣନ୍ତୁ।୩୦ଟି କପୂରର ଆବଶ୍ୟକତା ପଡିବ ଓ ଏହା ସହିତ ଆବଶ୍ୟକତା ଅନୁଯାୟୀ ପାଣି ଏଥିରେ ନିଅନ୍ତୁ।ଅର୍ଥାତ କପୂରର ପରିମାଣ ଅନୁସାରେ ହିଁ ଆପଣଙ୍କୁ ଏଥିରେ ପାଣି ମିଶାଇବାର ଅଛି।
ଏହା ତିଆରି କରି ସାରିବା ପରେ ଆପଣ ଏହାକୁ ଏକ ପାତ୍ରରେ ବନ୍ଦ କରି ଫ୍ରିଜରେ ରଖି ଦିଅନ୍ତୁ।ଏବଂ ଯେତେବେଳେ ଆପଣ ବାହାରକୁ ଯିବେ କିମ୍ବା ଖରାରେ ବୁଲିବାକୁ ଯିବେ କିମ୍ବା ମୁହଁରେ ମେକଅପ ଲଗାଇବେ, ଏହାର ଠିକ ପୂର୍ବରୁ ହିଁ ଏହି ଉପାୟର ପ୍ରୟୋଗ ନିଜ ମୁହଁରେ କରନ୍ତୁ।ଏବଂ ଧ୍ୟାନ ଦେବେକି ଏହାର ପ୍ରୟୋଗ କରିବା ପୂର୍ବରୁ ଆପଣ ଯେପରି ନିଜ ମୁହଁକୁ ଭଲ ଭାବରେ ଥଣ୍ଡା ପାଣିରେ ଧୋଇ ରଖନ୍ତୁ ଓ ଶୁଖାଇ ଦିଅନ୍ତୁ।ତାପରେ ଯାଇ ଏହାକୁ ନିଜ ମୁହଁରେ ଲଗାନ୍ତୁ।ମନେ ରଖନ୍ତୁ ଏହାକୁ କେବଳ ହାଲକା ଭାବେ ନିଜ ମୁହଁର ସବୁ ଅଂଶରେ ଲଗାନ୍ତୁ।ଏହାକୁ ଜମାରୁ ବି ମୁହଁରେ ଘଷନ୍ତୁ ନାହିଁ କିମ୍ବା ମସାଜ କରନ୍ତୁ ନାହିଁ।
ଆଶାକରୁଛୁ, ଆପଣଙ୍କୁ ଏହି ଉପଚାର ଭଲ ଲାଗିଥିବ।ଏହାକୁ ନିୟମିତ ଭାବେ ବ୍ୟବହାର କରନ୍ତୁ ଏବଂ ଏହା ଦ୍ଵାରା ଆପଣଙ୍କର ମୁହଁରୁ ଯେଉଁ ଝାଳ ବାହାରିବାର ସମସ୍ୟା କିଛି ଦୂର ପର୍ଯ୍ୟନ୍ତ ଭଲ ହେବ।