October 22, 2024

Odia Express

Leading Odia News Portal of Odisha

ସ୍ତ୍ରୀ –ପୁରୁଷଙ୍କ ଶରୀରର ଏହି ଭାଗରେ କଳାଜାଈ ହେବା ହୋଇଥାଏ ସଙ୍କେତ, ଭାଗ୍ୟଶାଳୀ ଓ ବୁଦ୍ଧିମାନ ହେବାର ହୋଇଥାଏ ଚିହ୍ନଟ

ସମୁଦ୍ର ଶାସ୍ତ୍ରରେ କୁହାଯାଇଛି କି ଶରୀରରେ କଳାଜାଇ ହେବାର କଣ ମତଲବ ହୋଇଥାଏ , କିନ୍ତୁ ଏଥିରେ ଧ୍ୟାନ ଦେବାର କଥା ଏହା କି କଳାଜାଇ ହେବା ଆପଣଙ୍କ ଶରୀରରେ କେଉଁ ଭାଗରେ ଅଛି, ତେବେ ଆସନ୍ତୁ ଆପଣଙ୍କୁ କହିବୁ ଶରୀରର କେଉଁ ଭାଗରେ କଳାଜାଇ ହେବାର କଣ ମତଲବ ହୋଇଥାଏ ।

୧)କପାଳରେ କଳାଜାଇ- କପାଳ ମଝିଅରେ ଏକ କଳାଜାଇ  ରହିବା ଜଣେ ବ୍ୟକ୍ତିର ଜ୍ଞାନକୁ ସୂଚିତ କରେ | ଏପରି ବ୍ୟକ୍ତିଙ୍କୁ ବୁଦ୍ଧିମାନ, ସକ୍ରିୟ ଏବଂ ପରିଶ୍ରମୀ ବିବେଚନା କରାଯାଏ | ମୁଣ୍ଡର ଡାହାଣ ପାର୍ଶ୍ୱରେ ଥିବା କଳାଜାଇ ଧନପ୍ରାପ୍ତିକୁ ବୁଝାଏ କପାଳର ବାମ ପାର୍ଶ୍ୱରେ ଥିବା କଳାଜାଇ ସୂଚିତ କରେ ଯେ ବ୍ୟକ୍ତି ସ୍ୱାର୍ଥପର ହେବ ଏବଂ ଭାଗ୍ୟବାନ ହେବ ନାହିଁ |

୨)ଆଇବ୍ରୋରେ କଳାଜାଇ- ଆଇବ୍ରୋରେ କଳାଜାଇ ବ୍ୟକ୍ତିକୁ ନେତୃତ୍ୟ କ୍ଷମତା, ଧନ ଓ ପ୍ରସିଦ୍ଧି ପାଇବାର ଦର୍ଶାଇଥାଏ , ଆଇବ୍ରୋ ଡାହାଣ ଆଡକୁ କଳାଜାଇ ସଫଳତା ଅଦ୍ଭୁତ ବିବାହ, ଓ ସୁସ୍ଥ୍ୟ କୁ ଦର୍ଶାଇଥାଏ , ଯଦି କଳାଜାଇ ବାମ କଡକୁ ଥାଏ ତେବେ ସେ ଭିରୁତା ହେବାର ଦର୍ଶାଇଥାଏ,  ଓ ବ୍ୟକ୍ତିର ଚାକିରି ଓ ବେପାରରେ ଅସୁବିଧାର  ସାମ୍ନା କରିବାର ଜଣାଯାଏ ।

୩) ଆଖିରେ କଳାଜାଇ- ଡାହାଣ ଆଖିର କୋଣରେ କଳାଜାଇ ହେବା ଭଲ ସଙ୍କେତ ଅଟେ, ଏମିତି ବ୍ୟକ୍ତି ଇମାନଦାର୍, ଶାନ୍ତ ଓ ଭରସାଦାୟକ ମାନାଯାଏ , ବାମ ଆଖିରେ କଳାଜାଇ ହେବା ଅହଂକାରୀ, ଅବିଶ୍ୱସ୍ତନୀୟ ବ୍ୟକ୍ତି ହେବାର ଦର୍ଶାଇଥାଏ ।

୪) ନାକରେ କଳାଜାଇ- ନାକର ଉପରେ କଳାଜାଇ ହେବା କ୍ଷମତାକୁ ଦର୍ଶାଇଥାଏ , ଏମିତି ଲୋକ ସାଧାରଣତଃ ଆତ୍ମ ସମ୍ମାନ ବାଲା ହୋଇଥାନ୍ତି, ନାକର ଡାହାଣ ଆଡକୁ କଳାଜାଇ ହେବା ବ୍ୟକ୍ତି ଭାବୁକ ହେବାର ସ୍ୱଭାବ ବିଷୟରେ ଜଣାଇଥାଏ , ଏହି କଳାଜାଇ ଯେତେ ବଡ ହେବ ବ୍ୟକ୍ତି ସେତିକି କାମୁକ୍ ପ୍ରବୃତି ବୋଲି ଜଣାଯାଏ , ନାକର ବାମ କଡେ କଳାଜାଇ ହେବା ବ୍ୟକ୍ତିର ଜୀବନରେ ସଂଘର୍ଷ ରହିବ ।

୫) ଗାଲରେ କଳାଜାଇ- ଗାଲରେ କଳାଜାଇ ହେବା ଜଣାଇଥାଏ କି ବ୍ୟକ୍ତି ବହୁତ ସାହାସୀ ଅଟେ, ଓ ଆଥଲେଟ୍ ରୁପରେ ପ୍ରତିଭାଶାଳୀ ବି ଅଟେ, ଡାହାଣ ଗାଲରେ କଳାଜାଇ ହେବା ବ୍ୟକ୍ତି ସଂମ୍ବେଦନଶୀଳତାକୁ ବୁଝାଏ , ଯାହା ବିଶେଷକରି ନିଜ ପରିବାରକୁ ମହତ୍ତ୍ୱ ଦେଇଥାଏ , ବାମ ଗାଲରେ କଳାଜାଇ ହେବା ଏମିତି ବ୍ୟକ୍ତିର ଚିହ୍ନଟ ହୋଇଥାଏ , ଯିଏ ଅହଂକାରୀ ହୋଇଥିବ ।

୬) କାନରେ କଳାଜାଇ- କାନରେ କଳାଜାଇ ହେଲେ ବ୍ୟକ୍ତିର ସମୃଦ୍ଧିର ସଙ୍କେତ ଅଟେ, ଏମିତିରେ କଳାଜାଇ ଥିବା ବ୍ୟକ୍ତି ପାଣିରେ ବୁଡିବାର ବିପଦ ଥାଏ, ଏଥିପାଇଁ ପାଣିରୁ ଦୁରେଇ ରହିବା ଉଚିତ୍ ।

୭) ଓଠରେ କଳାଜାଇ- ଓଠରେ କଳାଜାଇ ହେବା ନିଜ ଓଜନ ଓ ଆହାର ଉପରେ ଧ୍ୟାନ ଦେବାକୁ ହୋଇଥାଏ , କାରଣ ତାଙ୍କୁ ସ୍ୱାସ୍ତ୍ୟ ସମସ୍ୟା ହୋଇପାରେ, ତଳ ଓଠରେ କଳାଜାଇ ହେବା ଏମିତି ବ୍ୟକ୍ତିର ଚିହ୍ନଟ ଅଟେ, ଯିଏ ଭଲ ଖାଇବା ପସନ୍ଦ କରିଥାଏ ।

୮) ଥୋଡିରେ କଳାଜାଇ- ଥୋଡିରେ କଳାଜାଇ ହେବା ଏମିତି ବ୍ୟକ୍ତିତ୍ୱ ଦର୍ଶାଇଥାଏ ଯିଏ ଅଧିକା ଯାତ୍ରା କରିବା ପସନ୍ଦ କରୁଥିବ ଓ ବ୍ୟବସାୟରେ ଭଲ କରୁଥିବ, ଥୋଡିର ଡାହାଣ କଡରେ କଳାଜାଇ ହେବା ତାର୍କିକ ଭାବନାଓ ରାଜନୈତିକ ପ୍ରକୃତି ଦେଖାଇଥାଏ, ବାମ କଡକୁ କଳାଜାଇ ହେବା ଏମିତି ବ୍ୟକ୍ତି ବିଶେଷରେ କହିଥାଏ , ଯାହା ସିଧା ଓ ଇମାନଦାର୍ ହୋଇଥିବ ।

୯) ଗଳାରେ କଳାଜାଇ- ଗଳାରେ କଳାଜାଇ ଥିଲେ ଏହା ଭଲ ଭାଗ୍ୟବାନ ବ୍ୟକ୍ତିରୁପରେ ଜଣାଯାଏ , ଯାଦି କଳାଜାଇ ବେକର ପଛରେ ଅଛି ତେବେ ବ୍ୟକ୍ତି ଅଧିକା କ୍ରୋଧୀଓ ଆକ୍ରମକ ସ୍ୱଭାବର ହୋଇପାରେ ।

୧୦) କାନ୍ଧରେ କଳାଜାଇ- ଯଦି କେଉଁ ବ୍ୟକ୍ତିର ବାମ କାନ୍ଧରେ କଳାଜାଇ ଥ୍ବିବ ସେମାନେ ସାଧାରଣତଃ ଝଗଡା କରିବାର ପ୍ରବୃତି ହୋଇଥାନ୍ତି, ଓ ସବୁ ସମୟରେ ନିଜକୁ ସଠିକ୍ ବୋଲି ଜୋର୍ ଧରନ୍ତି, ଯଦି ଡାହାଣ କାନ୍ଧରେ କଳାଜାଇ ଅଛି ତେବେ ଏହାର ମତଲବ ବ୍ୟକ୍ତି ବୁଦ୍ଧିମାନ ଓ ବାହାଦୁର ସାହାସୀ ଅଟେ

Leave a Reply

Your email address will not be published. Required fields are marked *