October 20, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ଜୋକ୍ସ : ସ୍ତ୍ରୀ- ଆମର ପଡୋଶୀ ସବୁଦିନ ତାର ସ୍ତ୍ରୀକୁ ଚୁମା ଦେଇ ଅଫିସ୍ ଯାଉଛି, କିନ୍ତୁ ତୁମେ କେବେ କରୁନ , କଣ ପାଇଁ ?ତାପରେ ଯାହା ହେଲା ହସି ହସି ବେଦମ ହେଇଯିବେ ଆପଣ..

ଆଜିକାଲି ଏହି କର୍ମବ୍ୟସ୍ତତା ଜୀବନ ମଧ୍ୟରେ ସବୁ ବ୍ୟକ୍ତି ଟେନସନ୍ ରେ ବଞ୍ଚୁଛି, ଓ ଏହି ଟେନସନରେ ସେ ଲୋକ ହସିବାକୁ ବି ଭୁଲିଯାଆନ୍ତି , ଓ ଆମର ଜୀବନରେ ହସିବାର କେତେ ମହତ୍ତ୍ୱ ଅଛି ଏହା ଆମେ ସମସ୍ତେ ଜାଣିଛେ , ଓ ଏଥିପାଇଁ କୁହାଯାଏ କି ହସିବା ହେଉଛି ସବୁଠାରୁ ବଡ ଔଷଧୀ, ଓ ଆମେ ଯେବେ ହସୁ ତେବେ ଆମର ମନ ମଧ୍ୟରେ ପ୍ରସନ୍ନତା ରହିଥାଏ,  ଓ ଯେବେ ମନ ପ୍ରସନ୍ନ ରୁହେ ତେବେ ଆମେ କାମକୁ ସଠିକ୍ ଢଙ୍ଗରେ କରିପାରିଥାଉ, ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସ୍ୱାମୀ- ସ୍ତ୍ରୀ ସହ ଲଢେଇ ହୋଇଗଲା,  ଅଧା ଦିନ ଚୁପ୍ ଚାପ୍ ରହିବାପରେ ସ୍ତ୍ରୀ ସ୍ୱାମୀର ପାଖକୁ ଆସିଲା ଓ କହିଲା, ଟିକିଏ ତୁମେ ବୁଝାମଣା କରିଦିଅ ଟିକିଏ ମୁଁ କରୁଛି, ସ୍ୱାମୀ-ଠିକ୍ ଅଛି କଣ କରିବାର୍ ଅଛି କୁହ ?ସ୍ତ୍ରୀ- ତୁମେ କ୍ଷମା ମାଗିଦିଅ, ମୁଁ କ୍ଷମା କରିଦେବି ।

୨) ସ୍ୱାମୀ- ପେପର ପଢିଲା ବେଳକୁ ଚିତ୍କାର କରେ କହେ- ସ୍ତ୍ରୀ ଫିଙ୍ଗିଦିଅ, ଲୈଲା ଉଠାଅ, ସ୍ତ୍ରୀ- କଣ ପଢୁଛ ? ସ୍ୱାମୀ-ପେପରରେ କଣ ବିଜ୍ଞାପନ ଛପା ହୋଇଛି, ସ୍ତ୍ରୀ ପକାଅ, ଲୈଲା ଉଠାଅ, କଣ କହୁଛ ? ସ୍ତ୍ରୀ- ପ୍ରଥମେ ତୁମେ ତୁମର ଚଷମା ଉଠା, ସେଥିରେ ଲେଖା ହୋଇଛି, ପନିକି ଫିଙ୍ଗ, ଥାଳି ଆଣ ଲେଖା ହୋଇଛି ।

୩) ଜର୍ଜ- ଏହି ବୟସରେ ଝିଅଙ୍କୁ କମେଣ୍ଟ୍ କରୁଛ, ତୁମେ କ୍ଷମା ପାଇଁ ଯୋଗ୍ୟ ନୁହେଁ , ୮୦ ବର୍ଷର ବୁଢା କହିଲା ସାହେବ୍ ମୋର କଥା ବି ଟିକିଏ ଶୁଣନ୍ତୁ, ଜର୍ଜ- ତୁମେ କେଉଁ ୨୦-୨୨ ବର୍ଷର ପୁଅ ନୁହେଁ ଯାହା ତୁମର କଥା ଶୁଣାଯିବ , ବୁଢା- ସାହେବ୍ ଏହା ୬୦ ବର୍ଷ ତଳର କେସ୍ ଅଟେ, ଯାହାକୁ ମୁଁ କମେଣ୍ଟ କରିଥିଲି, ଏବେ ସେ ନିଜ ନାତି ସହ ଆସିଛି ।

୪) ସୋନୁ ମସ୍ତିରେ ସାଇକେଲ୍ ଚଲାଇ ଯାଉଥିଲା,  ସେ ଏକ ସୁନ୍ଦରୀ ଝିଅଙ୍କୁ ପଛପଟୁ ଧକ୍କା ଦେଇଦେଲା, ଝିଅ- ଅନ୍ଧଟା କିରେ, ଘଣ୍ଟି ବଜାଇ ପାରିଲୁନି କି ? ସୋନୁ- ପୁରା ସାଇକେଲ୍ ତ ବାଡେଇଦେଲି, ଏବେ କଣ ଘଣ୍ଟି ଅଲଗା ଫିଙ୍ଗିକି ମାରିବି

୫) ମନ୍ଦିର ବାହାରେ ବସିଥିବା ଭିକାରୀ- ଭଗବାନ, ନାଁରେ କିଛି ଦେଇଦିଅ ସାହେବ୍ , ଭଗବାନ ତୁମର ଯୋଡି ସଲାମତ୍ ରଖିବେ , ପପୁ- କିନ୍ତୁ ମୋର ତ ଏପର୍ଯ୍ୟନ୍ତ ବାହାଘର ହୋଇନାହିଁ , ଭିକାରୀ- ମୁଁ ତୋର ଜୋତାର କଥା କହୁଛି ପୁଅ

୬) ସାନ୍ତା ଥରେ ନିଜ ଅଟୋର ଏକ ଚକା ବାହାର କରିବାରେ ଲାଗିଥିଲା, ତେବେ ବାନ୍ତା ସେଇ ବାଟ ଦେଇ ଯାଉଥିଲା ଓ ସାନ୍ତାକୁ ପଚାରିଲା ଆରେ ସାନ୍ତା- କଣ ଅଟୋର ଟାୟାର୍ ବାହାର୍ କରୁଛୁ ? ସାନ୍ତା-ରାଗରେ- ତୋତେ ଦେଖାଦେଉନି କି କଣ ସେଠାରେ ବୋର୍ଡରେ ଲେଖାହୋଇଛି । ପାର୍କିଙ୍ଗ୍ କେବଳ ଦୁଇ ଚକିଆ ବାହାନ ପାଇଁ ଅଛି ।

୭) ବିବାହର ଚତୁର୍ଥ ବାର୍ଷିକିରେ ସ୍ୱାମୀ ସ୍ତ୍ରୀକୁ କହେ , ସ୍ୱାମୀ- ଆଜି କିଛି ନୁଆ କରିବା , ସ୍ତ୍ରୀ- ଆଜି କେଉଁ ଫିଲ୍ମ ଦେଖିବାକୁ ଯିବାକି ? ସ୍ୱାମୀ-କେଉଁ ଫିଲ୍ମ ? ସ୍ତ୍ରୀ- କିଛି ହରର୍ ଫିଲ୍ମ ଦେଖିବାକୁ ମନ ହେଉଛି , ସ୍ୱାମୀ- ଠିକ୍ ଅଛି, ଆଲମୀରାରେ ଆମର ବିବାହର ଭିଡିଓ ବାହାର କରିଦେଖିନିଅ ।

୮) ଜଣେ କବି ନିଜ ସ୍ତ୍ରୀ ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ମିସ୍ କଲ ଆସିଲା ସେ ମେସେଜ୍ ରିପ୍ଲାଇରେ ଜବାବ୍ ଦେଲା କି ପବନର ଲହଡି ହୋଇକରି ତୁ ମୋର ଝରକା ଆସି ଠକ୍ ଠକ୍ କରିବୁ, ମୁଁ ବନ୍ଦ କବାଟରେ ତୋଫାନ୍ କୁ ଅଟକାଇ ରଖିଛି ।

୯) ଦିନେ ଚିଣ୍ଟୁକୁ ଉଦାସ୍ ଦେଖିକରି ମିଣ୍ଟୁ ପଚାରେ, କଣ ହେଲା ଉଦାସ୍ କଣ ପାଇଁ ? ଚିଣ୍ଟୁ- ବିବାହ ପୁର୍ବରୁ ଭଗବାନଙ୍କୁ ମାଗିଥିଲି କି ଭଲ ପକାଇବା ବାଲି ସ୍ତ୍ରୀ ଦେବ, ଜଲଦି ଜଲଦି ପକାଇବ । କିନ୍ତୁ ପୁର୍ବରୁ ଖାଇବା କହିବା ଭୁଲି ଯାଇଥିଲି,

୧୦) ସ୍ତ୍ରୀ ସ୍ୱାମୀକୁ- କେଉଁଠି ଅଛ ? ସ୍ୱାମୀ- ମୁଁ ଆମ ପାଖ ପଡୋଶୀଘର ଭାଉଜଙ୍କ ପାଖରେ ଅଛି, ସ୍ତ୍ରୀ-କଣ ପାଇଁ ? ସ୍ୱାମୀ- ହଁ ପାଁ ସ୍ୱାମୀ ଏବେ କୋମାରେ ଅଛି ।

୧୧) ସ୍ୱାମୀ ସ୍ତ୍ରୀ ସଫିଙ୍ଗ୍ କରିବାକୁ ବାହାରିଥିଲେ , ସ୍ୱାମୀ-ଜଲଦି କର, ଆଜି ୮ ଟା ବେଳେ କୁକୁରଙ୍କ ରେସ୍ ଅଛି, ମୋତେ ସେଠାକୁ ଯିବାର ଅଛି । ସ୍ତ୍ରୀ-ତୁମେ ବି ନା ଠିକ୍ ସେ ଚାଲି ପାରୁନ, ଓ ରେସ୍ କରିବାକୁ ବାହାରି ପଡିଛ ।

୧୨) ସ୍ତ୍ରୀ- ଆମର ପଡୋଶୀ ସବୁଦିନ ତାର ସ୍ତ୍ରୀକୁ କିସ୍ କରି ଅଫିସ୍ ଯାଉଛି, କିନ୍ତୁ ତୁମେ କେବେ କରୁନ କଣ ପାଇଁ ? ସ୍ୱାମୀ- ଭଲ ଆଉ କେମିତି କିସ୍ କରିବି, ମୁଁ ତାର ସ୍ତ୍ରୀକୁ ଜାଣିବି ନାହିଁ ।

୧୩) ସାନ୍ତା –ଭଗବାନଙ୍କୁ ପ୍ରାର୍ଥନା କରୁଥିଲା ପ୍ଲିଜ୍ ପଞ୍ଜାବକୁ ଆମେରିକାର ରାଜଧାନୀ ବନାଇଦିଅ, ଭଗବାନ ଶୁଣିଲେ ଓ ଆଶ୍ଚର୍ଯ୍ୟ ହୋ ପଚାରିଲେ କଣ କିରେ ?ସାନ୍ତା- ଭଗବାନ କାରଣ ମୋର ପେପରରେ ଲେଖିକରି ଆସିଛି

Leave a Reply

Your email address will not be published. Required fields are marked *