ଓଡ଼ିଆ ସାହିତ୍ୟ ବିଷୟରେ ସାଧାରଣଜ୍ଞାନ – ଭାରତରେ କେତୋଟି ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଛି ?ସଠିକ ଉତ୍ତର ଜଣାଥିଲେ ନିଶ୍ଚୟ କୁହନ୍ତୁ..
ମାତୃଭୂମି ଓ ମାତୃଭାଷା ଠାରୁ ଦୁରେଇଗଲେ ବ୍ୟକ୍ତି ତା ନିଜର ସ୍ୱାଧୀନତା ଓ ପରିଚୟ ହରେଇଥାଏ।ଅଧିକାଂଶ ଲୋକ ନିଜ ମାତୃଭାଷା ଓ ମାତୃଭୂମି ବିଷୟରେ ଅଧିକ ଜାଣିନାହାଁନ୍ତି।ସେଥିପାଇଁ ଆମେ ଆଜି ଓଡ଼ିଆର କିଛି ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର ଆପଣଙ୍କ ପାଇଁ ନେଇକି ଆସିଛୁ।ତେବେ ଆମେ ଆପଣଙ୍କୁ କଥା ଦେଉଛୁ ଯଦି ଆପଣଙ୍କୁ ଏହି ସାହିତ୍ୟ ଭିତିକ ପ୍ରଶ୍ନ ଉତ୍ତର ଭଲ ଲାଗେ ତେବେ ଆମେ ନିଶ୍ଚୟ ଆଗକୁ ଏପରି ନୂଆ ନୂଆ ପ୍ରଶ୍ନ ଆପଣଙ୍କ ପାଇଁ ନେଇ ଆସିବୁ|ତେବେ ଭଲ ଲାଗିଲେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରିବେ
ପ୍ରଶ୍ନ୧-ଭାରତରେ କେତୋଟି ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଛି? କ-୧୮ଟି ଭାଷା ଖ-୨୨ଟି ଭାଷା, ଗ-୨୯ଟି ଭାଷା ଘ-୩୦ଟି ଭାଷା
ଉତ୍ତର-୨୨ଟି ଭାଷା
ପ୍ରଶ୍ନ୨-ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପରେ ସମାଜର କେଉଁ କୁସଂସ୍କାରକୁ ଦର୍ଶାଯାଇଛି? କ-ସତୀଦାହ ପ୍ରଥା ଖ-ବାଲ୍ୟ ବିବାହ ,ଗ-ନାରୀ ଶିକ୍ଷା ଘ-ଯୌତୁକ ପ୍ରଥା
ଉତ୍ତର-ନାରୀ ଶିକ୍ଷା
ପ୍ରଶ୍ନ୩-ଓଡ଼ିଆର ବହୁ ପରିଚିତ ପ୍ରତିକା ଦୁର୍ମୁଖର ସଂମ୍ପାଦକ କିଏ ଥିଲେ? କ-ଅଚ୍ୟୁତାନନ୍ଦ କର ଖ-ଫତୁରାନନ୍ଦ, ଗ-ସଚି ରାଉତରାୟ ଘ-ଜାନକୀବଲ୍ଲଭ ପଟନାୟକ
ଉତ୍ତର-ଅଚ୍ୟୁତାନନ୍ଦ କର
ପ୍ରଶ୍ନ୪-ଏଠି ମଧ୍ୟରୁ ପ୍ରତିଭା ରାୟ ଲେଖିଥିବା ପୁସ୍ତକଟିକୁ ଚିହ୍ନଟକ ର? କ-ପ୍ରେମିକା ଖ-ଯାଜ୍ଞସେନି ଗ-ମଶାଣିର ଫୁଲ ଘ-ମାଟି ମଟାଳ
ଉତ୍ତର-ଯାଜ୍ଞସେନି
ପ୍ରଶ୍ନ୫-ଗୀତଗୋବିନ୍ଦର ରଚନା କିଏ କରିଥିଲେ? କ-କପିଳ ଦାସ ଖ-ଜଗନ୍ନାଥ ଦାସ ଗ-ସାରଳା ଦାସ ଘ-ଜୟଦେବ
ଉତ୍ତର-ଜୟଦେବ
ପ୍ରଶ୍ନ୬-ଓଡ଼ିଆ ସାହିତ୍ୟର ପଞ୍ଚସଖା କାହାକୁ କହନ୍ତି? କ-ପାଞ୍ଚଜଣ ସାମ୍ବାଦିକଙ୍କୁ ଖ-ପାଞ୍ଚଜଣ ସାଙ୍ଗଙ୍କୁ ,ଗ-ପାଞ୍ଚଜଣ କବିଙ୍କୁ ଘ-ପାଞ୍ଚଜଣ ଗାଳ୍ପିକଙ୍କୁ
ଉତ୍ତର-ପାଞ୍ଚଜଣ କବିଙ୍କୁ
ପ୍ରଶ୍ନ୭-କେଉଁଟି ଗୋପବନ୍ଧୁଙ୍କ ଅମ୍ଳାନ କ୍ରିର୍ତି? କ-ଉତ୍କଳ ଦର୍ପଣ ଖ-ନିଆଁଖୁଣ୍ଟା,ଗ-ପ୍ରଜାତନ୍ତ୍ର ଘ-ସାମାଜ
ଉତ୍ତର-ସାମାଜ
ପ୍ରଶ୍ନ୮-ଉତ୍କଳ ସମିଳନୀ କିଏ ପ୍ରତିଷ୍ଠା କରିଥିଲେ? କ-ଗୋପବନ୍ଧୁ ଦାସ ଖ-ମଧୁସୂଦନ ଦାସ ,ଗ-ଫକୀର ମୋହନ ଘ-ମଧୁସୂଦନ ରାଓ
ଉତ୍ତର-ମଧୁସୂଦନ ଦାସ
ପ୍ରଶ୍ନ୯-ଅଧ୍ୟାବସାୟ ସଫଳତାର ଚାବିକାଠି(ଏହାକୁ ବୁଝାଉଥିବା ଅର୍ଥଟି କଣ)? କ-ବ୍ରହ୍ମା ବିଳିବିଳେଇଲେ ବେଦ ଖ-ଜେସାକୁ ତେସା,ଗ-ଯତ୍ନ କଲେ ରତ୍ନ ମିଳେ ଘ-ବସି ଖାଇଲେ ନଈ ବାଲି ସରେ
ଉତ୍ତର-ଯତ୍ନ କଲେ ରତ୍ନ ମିଳେ
ପ୍ରଶ୍ନ୧୦-ବିଶ୍ୱ ପ୍ରସିଦ୍ଧ ଐତିହାସିକ କୋଣାର୍କ ମନ୍ଦିର ନିର୍ମାଣ ହେବାକୁ କେତେ ବର୍ଷ ଲାଗିଥିଲା? କ-୧୨ବର୍ଷ ଖ-୧୪ବର୍ଷ ,ଗ-୧୬ବର୍ଷ ଘ-୨୪ବର୍ଷ
ଉତ୍ତର-୧୨ ବର୍ଷ
ପ୍ରଶ୍ନ୧୧-ପୁରାଣ ତଥ୍ୟ ଅନୁସାରେ ଗଙ୍ଗାକୁ କିଏ ପୃଥିବୀକୁ ବାଟକଡେଇ ଆଣିଥିଲେ? କ-ଦଶରଥ ଖ-ଭାଗିରଥ ,ଗ-ସଗର ଘ-ସାନ୍ତନୁ
ଉତ୍ତର-ଭାଗିରଥି
ପ୍ରଶ୍ନ୧୨-କାହାକୁ ଓଡ଼ିଆ ଭାଷାର କଳାକୋଣାର୍କ କୁହାଯାଏ? କ-ରାମାୟଣକୁ ଖ-ମହାଭାରତକୁ ଗ-ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷା କୋଷକୁ ଘ-ଶ୍ରୀଭାରତଦର୍ପଣକୁ
ଉତ୍ତର-ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷା କୋଷକୁ
ପ୍ରଶ୍ନ୧୩-ସମାଲୋଚନାଧର୍ମୀ ପତ୍ରିକା “ନିଆଁଖୁଣ୍ଟା” କାହାର କ୍ରିର୍ତି ଥିଲା? କ-ଗୋଦାବରିଶ ମିଶ୍ର ଖ-ଗୋଦାବରିଶ ମହାପାତ୍ର ଗ-ନୀଳକଣ୍ଠ ଦାସ ଘ-ଗୋପବନ୍ଧୁ ଦାସ
ଉତ୍ତର-ଗୋଦାବରିଶ ମହାପାତ୍ର
ପ୍ରଶ୍ନ୧୪-କିଏ ମଣିଷକୁ ପ୍ରକୃତ ଶାନ୍ତି ଦେଇଥାଏ? କ-କପାଳ ଲିଖନ ଖ-ଝାଳବୁହା ଧନ,ଗ-ଓଳିଆରୁ ଗଜା ଘ-ଉପୁରି ମାଲ
ଉତ୍ତର-ଝାଳବୁହା ଧନ
ପ୍ରଶ୍ନ୧୫-ପ୍ରାଚୀନ ଭାରତୀୟ ସଭ୍ୟତାର ଆଦର୍ଶ କଣ ଥିଲା? କ-ବୈଷୟୀକ ଉନ୍ନତି ଖ-ତ୍ୟାଗ ଓ ଆତ୍ମ ସଞ୍ଜମ ,ଗ-ନୈତିକ ଉନ୍ନତି ଘ-ସଞ୍ଜମ ଓ ବ୍ରହ୍ମଚର୍ଯ୍ୟ
ଉତ୍ତର-ତ୍ୟାଗ ଓ ଆତ୍ମ ସଞ୍ଜମ
ପ୍ରଶ୍ନ୧୬-ଵୈଦେହୀସ ବିଳାସ ର ମହତ୍ୱ1 କଣ? କ-ବ କୁ ଆଦ୍ୟଅକ୍ଷର କରି କବିତା ଖ-ରାମଚନ୍ଦ୍ରଙ୍କ ବିଳାସ କଥା, ଗ-ବୈଦେହୀଙ୍କ ଦୁଃଖ ଘ-ନାରୀର ତତଲା ନିଶ୍ୱାସ
ଉତ୍ତର-ବ କୁ ଆଦ୍ୟଅକ୍ଷର କରି କବିତା