ସକାଳେ ନଡିଆ ତେଲକୁ ଏହିପରି ହଳଦିଆ ଦାନ୍ତରେ ଲଗାନ୍ତୁ ୧ ମିନିଟରେ ମୋତି ପରି ଚମକିବ ଦାନ୍ତ – କେହି ଆପଣଙ୍କୁ ଏହି ଉପାୟ କହିନଥିବେ..
ଆପଣ କିପରି ଆପଣଙ୍କ ହଳଦିଆ ଦାନ୍ତକୁ ମୋତି ପରି ଚମକାଇବେ । ଯଦି ଆପଣ ପାନ , ବିଡ଼ି ପିଇ ଯଦି ଆପଣଙ୍କ ଦାନ୍ତ ବହୁତ ହଳଦିଆ ହୋଇଯାଏ । ଏହାର ୧ରୁ୨ ଥର ବ୍ୟବହାର ପରେ ଆପଣଙ୍କ ଦାନ୍ତ ଚମକିବ ।ସବୁ ସଫା କରିଦେବ ଏବଂ ମୋତି ପରି ଚମକିବ । କେତେ ପ୍ରକାର ଦାମୀ ଦାମୀ ପେଷ୍ଟ ବ୍ୟବହାର କରିଥିବେ ଏବଂ କେତେ ପ୍ରକାର ଉପାୟ ମଧ୍ୟ ପ୍ରୟୋଗ କରି ଥିବେ କିନ୍ତୁ ଯଦି ଆପଣଙ୍କୁ କିଛି ଫାଇଦା ହୋଇନି ତାହେଲେ ଆପଣ ଏହା କରି ଦେଖି ପାରିବେ ।ଦାନ୍ତ ହଳଦିଆ ହେବ କାରଣରୁ ଲୋକ ମାନଙ୍କୁ ଦୁର୍ଗନ୍ଧ ହୋଇଥାଏ ।ସେଥିପାଇଁ ଚାହାନ୍ତି ସବୁବେଳେ ନିଜ ଦାନ୍ତକୁ ସବୁବେଳେ ସଫା ରଖିବା ପାଇଁ ଏବଂ ସୁନ୍ଦର ରଖିବା ପାଇଁ । ଏହା ୧୦୦% ଦାନ୍ତକୁ ଧଳା କରିଥାଏ ।ଏହାର ବ୍ୟବହାର ଆପଣ ଯଦି ୨ରୁ ୩ ଥର କରିବେ ଆପଣଙ୍କ ଦାନ୍ତ ମୋତି ପରି ଚମକିବ ।ଧଳା ହେବାକୁ ଆପଣଙ୍କୁ ଜେହିଁ ରୋକି ପାରିବେନି । ଆସନ୍ତୁ ଜାଣିବା ଏହାର ବ୍ୟବହାର ଆମେ କିପରି କରିବା ।
ଏହାକୁ ତିଆରି କରିବା ପାଇଁ ପ୍ରଥମେ ଦରକାର ନଡ଼ିଆ ତେଲ। ଏହା ସମସ୍ତଙ୍କ ଘରେ ନଡ଼ିଆ ତେଲ ରହିଥିବା । ବଡ଼ିଆ ତେଲ ଆପଣଙ୍କୁ ସହଜରେ ମିଳି ଯିବ । ନଡ଼ିଆ ତେଲ ୪ ରୁ ୫ ବୁନ୍ଦା ଗୋଟିଏ ଖାଲି ତଟିଆରେ ନିଅନ୍ତୁ । ସକାଳେ ଉଠିଲେ ନିଅନ୍ତୁ ତଟିଆରେ ତେଲ ନେଇକି ତାପରେ ବେକିଙ୍ଗ ଷୋଡା ନିଅନ୍ତୁ । ଏହାକୁ ଅଧିକ ନିଅନ୍ତୁନି କି କମ ନିଅନ୍ତୁନି । ଆବଶ୍ୟକ ଅନୁସାରେ ନିଅନ୍ତୁ । ଅଧା ଚାମଚ ଷୋଡା ନିଅନ୍ତୁ । ଯେଉଁ ଥିରେ ଆପଣ ତେଲ ନେଇ ଥିଲେ ସେଥିରେ ଷୋଡା ପକାଇ ମିଶାଇ ଦିଅନ୍ତୁ ।
ଆପଣ ମିସେଇବାକୁ ଚାହିଁଲେ ମିଶେଇ ପାରିବେ । ନ ମିଶେଇଲେ ବି ଚଳିବ । ଯଦି ଆପଣଙ୍କ ଏହାର ସ୍ୱାଦ ଭଲ ଲାଗୁନି ତାହେଲେ ଆପଣ ଏଥିରେ କୌଣସି ଏକ ପେଷ୍ଟ ମିଶେଇ ପାରିବେ ।ଏଥିରେ ଆୟୁର୍ବେଦିକ ପେଷ୍ଟ ବ୍ୟବହାର କରନ୍ତୁ । ସକାଳେ ଦାନ୍ତ ଘଷୁଥିବା ପେଷ୍ଟକୁ ଟିକେ ପକାନ୍ତୁ ସେହି ତଟିଆରେ ତାପରେ ଏହାକୁ ବ୍ରସ ଦ୍ୱାରା ମିଶାଇ ଦିଅନ୍ତୁ। ଗୋଟିଏ ଭଲ ପେଷ୍ଟ ତିଆରି ହେଇଯିବ। ଆପଣ ଏହାର ବ୍ୟବହାର ଦାନ୍ତରେ ୧ ମିନିଟରୁ ଅଧିକ କରନ୍ତୁ ନାହିଁ କାରଣ ବେସି ବ୍ୟବହାର କଲେ ମାଢି ଢିଲା ହେଇ ଯାଇ ଥାଏ । ଯେମିତି ସବୁଦିନେ ସକାଳେ ବ୍ରସ କରନ୍ତି ସେହିପରି କରନ୍ତୁ ୩ ଦିନ। ତାପରେ ଦାନ୍ତ ଆସ୍ତେ ଆସ୍ତେ ହଳଦିଆରୁ ସଫା ହେବାକୁ ଲାଗିବ ଏବଂ ମୋତି ପରି ଚମକିବ । ଆପଣ ଏହା ନିଶ୍ଚିନ୍ତ ବ୍ୟବହାର କରନ୍ତୁ କିନ୍ତୁ ୧ ମିନିଟରୁ ଅଧିକ ବ୍ୟବହାର କରନ୍ତୁ ନାହିଁ ।ଏହା ୧୦୦% ଦାନ୍ତକୁ ଧଳା କରିଥାଏ ।ଏହାର ବ୍ୟବହାର ଆପଣ ଯଦି ୨ରୁ ୩ ଥର କରିବେ ଆପଣଙ୍କ ଦାନ୍ତ ମୋତି ପରି ଚମକିବ । ଧଳା ହେବାକୁ ଆପଣଙ୍କୁ ଜେହିଁ ରୋକି ପାରିବେନି ।
ହଳଦିଆ ଦାନ୍ତ ଦେଖିବାକୁ ଭଲ ଲାଗେନି । ସେଥି ପାଇଁ ଦାନ୍ତକୁ ସଫା କରିବା ନିହାତି ଦରକାର । ଏହି ପରି କେତେ ପ୍ରକାର ଉପାୟ ପ୍ରୟୋଗ କରିବା ପରେ ମଧ୍ୟ ଦାନ୍ତ ସଫା ହୋଇନଥାଏ । ଏହା ଦ୍ୱାରା ବହୁତ ଦୁର୍ଗନ୍ଧ ବାହାରି ଥାଏ।
ଦାନ୍ତକୁ ସଫା କରିବା ପାଇଁ ଏହା ହେଉଛି ଭଲ ଉପାୟ ଯାହା ଦ୍ୱାରା ଦାନ୍ତ ସଫା ହେବ ସହ ମୋତି ପରି ଚମକି ଥାଏ। ଏଥିରେ ଆୟୁର୍ବେଦିକ ପେଷ୍ଟ ବ୍ୟବହାର କରନ୍ତୁ ।ସକାଳେ ଦାନ୍ତ ଘଷୁଥିବା ପେଷ୍ଟକୁ ଟିକେ ପକାନ୍ତୁ ସେହି ତଟିଆରେ ତାପରେ ଏହାକୁ ବ୍ରସ ଦ୍ୱାରା ମିଶାଇ ଦିଅନ୍ତୁ। ଗୋଟିଏ ଭଲ ପେଷ୍ଟ ତିଆରି ହେଇଯିବ । ଆପଣ ଏହାର ବ୍ୟବହାର ଦାନ୍ତରେ ୧ ମିନିଟରୁ ଅଧିକ କରନ୍ତୁ ନାହିଁ,କାରଣ ବେସି ବ୍ୟବହାର କଲେ ମାଢି ଢିଲା ହେଇ ଯାଇ ଥାଏ ।ଏହି ଉପାୟ ଦ୍ୱାରା ଆପଣ ସଫା ଦାନ୍ତ ପାଇ ପାରିବେ।