ଆସନ୍ତୁ ଜାଣିବା ମରିଶିଅଶ ଦେଶ ବିଷୟରେ – ନିଶ୍ଚୟ ଜାଣିରଖନ୍ତୁ ଏ ବିଷୟରେ..
ଆମେ ଯଦି ଆପଣଙ୍କୁ ପଚାରିବୁ ହିନ୍ଦୁସ୍ଥାନ ବ୍ୟତୀତ ଆଉ କେଉଁଠାରେ ହି ଦୁ ଲୋକ ଅଧିକ ରୁହନ୍ତି ତାହାଲେ ଆପଣ ନିଶ୍ଚିନ୍ତ ଖିବେକି ନେପାଳ,ବାଂଲାଦେଶ, ଶ୍ରୀଲଙ୍କା,ନହେଲେ ଆମେରିକା କିନ୍ତୁ ଏ ସବୁବଦେଶ ବ୍ୟତୀତ ଆହୁରି ଏକ ସୁନ୍ଦର ଦେଶ ଅଛି ଯେଉଁଠାରେ ଅଧିକରୁ ଅଧିକ ହିନ୍ଦୁ ଲୋକ ବାସ କରନ୍ତି ଆଉବସେ ଦେଶ ହେଉଛି ମରିସିଆସ ଅଟେ,ଆଉ ଆଫ୍ରିକାର ଏହି ଗୋଟେ ମାତ୍ର ଏକ ଦେଶ ଯେଉଁଠାରେ ହିବଡୁ ବହୁତ ସଂଖ୍ୟାରେ ଅଛନ୍ତି।ଏହି ଦେଶ ଏତେ ସୁନ୍ଦର ଅଟେ କି ତାକୁ କେବଳ ଶବ୍ଦରେ ଉପସ୍ଥାପନା କରିବା ଠିକ ହେବ ନାହିଁ।ଈଶ୍ୱର ପ୍ରଥମେ ମରିଶିଅଶ ଗୋଟେ ମାତ୍ର ଦେଶ ଯାହାକୁ ଭଗବାନ ଆଗ ତିଆରି କଲେ ତାପରେ ସେଥିରୁ ସ୍ୱର୍ଗର ରଚନା କଲେ।
ହିନ୍ଦ ମହାସାଗରର କୋଳରେ ଅବସ୍ଥିତ ଏକ ଛୋଟ ଦେଶ ଅଟେ ମରିଶିଅଶ,ଆର କ୍ଷେତ୍ରଫଳ ବିଷୟରେ କଥା ହେବାତ ଏହାର ଲମ୍ଵତ୍ୱ କେବଳ ୪୩ ବର୍ଗ କିଲୋମିଟର।ଆଉ ଚଉଡ଼ା ୪୭ କିଲୋମିଟର।ପୋର୍ଟ ଲୁଇଶ ମରିଶିଅଶ ର ରାଜଧାନୀ ଅଟେ,ଯାହା ବହୁତ ଜନସଂଖ୍ୟା ପୁର୍ଣ୍ଣ ସହର ଅଟେ।ଦେଶର ସବୁଠାରୁ ବଡ଼ ସହର ହେବା ସତ୍ବେ ଦେଶର ପ୍ରମୁଖ ବନ୍ଦର ଅଟେ।ଏହାକୁ ହିନ୍ଦୁ ମହାସାଗର ପାଖରେ ସ୍ଥିତ ମିନି ଇଣ୍ଡିଆ ମଧ୍ୟ କୁହାଯାଏ କାରଣ ଏଠାରେ ୬୦% ଭାରତୀୟ ଅଟନ୍ତି।ପ୍ରାୟ ୧୮୧୦ ମସିହାର କଥା ମରିଶିଅଶ ବ୍ରିଟିଶ ସାମ୍ରାଜ୍ୟର ଭାଗ ଥିଲା।ଏ ଦେଶରେ ସେତେବେଳ ସମୟରେ ମୁଳ ଉତ୍ତ୍ପାଦନ ପଶୁ ପାଳନ ହିଁ ଥିଳା।ସେଥିପାଇଁ ଆଖୁଚାଷରେ କାମ କରିବା ପାଇଁ ବଡ଼ ମାତ୍ରାରେ ଭାରତୀୟ ମଜୁରିଆଙ୍କୁ ଅଣାଗଲା।
ଦେଖିବାକୁ ଗଲେ ୧୯୬୭ ରେ ସେମାନଙ୍କୁ ସ୍ୱତନ୍ତ୍ରତା ମିଳିଲା କିନ୍ତୁ ସେଠାରେ ଥିବା ଭାରତୀୟ ମଜୁରିଆ ସେହିଠାରେ ରହିଗଲେ।ସେଠାରେ ସେ ବହୁତ କଷ୍ଟ କରି ଇଂରେଜ ମାନଙ୍କୁ ଘଉଡ଼ାଇ ସେ ସ୍ଥାନକୁ ନିଜ ନାମରେ କରି ଆଉ କଠିନ ପରିଶ୍ରମ କରି ତାକୁ ଭାରତୀୟ ମାନଚିତ୍ରରେ ସ୍ଥାପନ କଲେ।ଯଦି ଆପଣ ମରିଶିଅଶ ଠାରେ ଉତ୍ତର ପ୍ରଦେଶ ଭଳି ଦୂର ଦୂର ପର୍ଯ୍ୟନ୍ତ ବିସ୍ତୃତ ଆଖୁର କ୍ଷେତ ଦେଖିବାକୁ ମିଳିଯିବ।ମହାରାଷ୍ଟ୍ର ଭଳି କଳା ମାଟି,ଆଉ ବିହାର ଭଳି ଭିଜପୁରୀ କହୁଥିବା ଲୋକ।ଏଠାରେ ସବୁ ଘରର ତୁଳସୀ ମୂଳରେ ଦୀପ ଜଳିବା ଏକ ସାଧାରଣ କଥା ଅଟେ।ଏହା ଏମିତି ଏକ ଦେଶ ଅଟେ ଯେଉଁଠାରେ କୌଣସି ପ୍ରକାରର ଖଣିଜ ପଦାର୍ଥ ମିଳିନଥାଏ।ତଥାପି ଏହାକୁ ସମ୍ପୂର୍ଣ୍ଣ ଆଫ୍ରିକା ମହାଦ୍ବୀପର ଏକ ବିକଶିତ ଦେଶ ବୋଲି ଆମେ ଜାଣି ପାରିବା।
ଏହାର ଅର୍ଥ ବ୍ୟବସ୍ଥାରେ ଭୌତିକ ନିତି ଓ ପର୍ଯ୍ୟଟନର ଏକ ମୁଖ୍ୟ ଭୂମିକା ରହିଛି।ଏଠାରେ ପ୍ରତିବ୍ୟକ୍ତି ବର୍ଷକୁ ପ୍ରାୟ ୭୦ ଲକ୍ଷ୍ୟ ଟଙ୍କା ରୋଜଗାର କରନ୍ତି।ଏହା ଭାରତୀୟ ଲୋକଙ୍କ ରୋଜଗାର ଠାରୁ ପ୍ରାୟ ୩ ଗୁଣ ଅଧିକ ଅଟେ।ଏଠାକାର ଟଙ୍କାର ନାମ ହେଉଛି ମରିଶିଅଶ ଅଟେ।ଏହା ଭାରତର ପ୍ରାୟ ୨ ଟଙ୍କା ସହିତ ସମାନ ଅଟେ।ଏଠାରେ ଧର୍ମ କଥା କୁହାଯିବତ ୫୧% ହିନ୍ଦୁ,୩୧ % ଇସାଇ ଆଉ ୧୫% ଲୋକ ଇସଲାମ ଧର୍ମର ଅଟନ୍ତି।ଭାରତ ବ୍ୟତୀତ ଫ୍ରାନ୍ସର ଲୋକ,ଆଫ୍ରିକା,ଚିନ ଲୋକ ବସ ବାସ କରନ୍ତି।ଏଠାକାର ଖାଦ୍ୟ ପେୟ ବହୁତ ମହଙ୍ଗା ଅଟେ।ଏଠାରେ ଘିଅ,କ୍ଷୀର, କପଡା ଆଉ ସବୁ ପ୍ରାୟ ବିଦେଶରୁ ଆସିଥିଲା।ଏହାର ଖାଦ୍ୟ ପେୟ ଦକ୍ଷିଣ ଆଫ୍ରିକା,କପଡା ଓ ଗହଣା ଭାରତ ଓ ଚିନ ରୁ ଆସିଥାଏ।ଏଠାକାର ପ୍ରମୁଖ ଭାଷା କ୍ରିଅଳ ଅଟେ।ଏଠାକାର ଅଧିକାରୀକ ଭାଷା ଇଂରାଜୀ ଅଟେ।
କୌଣସି ଭାରତୀୟ କୁଆଡେ ବୁଲିବାକୁ ଗଲେ ସେଠାକାର ସରକାରକୁ ତାର ଭିଜାର ପଇସା ଟ୍ୟାକ୍ସ ଭଳି ଦେବାକୁ ପଡ଼େ ଆଉ ଏଠାରେ ଭାରତୀୟ ବିନା କୌଣସି ଭିଜାରେ ବୁଲି ପାରିବେ।ଏଠାରେ ଥିବା ଡୁଡୋ ନାମକ ପକ୍ଷୀ ପାଇଁ ମରିଶିଅଶ ବିଖ୍ୟାତ ଅଟେ କିନ୍ତୁ ଏବେ ଏ ପକ୍ଷୀ ଲୁପ୍ତ ହେଇ ସାଇଲେଣି।ଆଜି ମଧ୍ୟ ଏଠାରେ ବିଶାଳ କାୟ କଇଁଛ ମିଳନ୍ତି ଆଉ ଯାହାଉପରେ ଆପଣ ମାନେ ବସି ବୁଲି ପାରିବେ।ଆଉ ଏଠାରେ ଏକ ହଳଦିଆ ରଙ୍ଗର ଚଢେଇ ଦେଖାଯାଏ ଯାହା ଆଉ କେଉଁଠି ଦେଖାଯାଏ ନାହିଁ।ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ଦୁନିଆରେ ସୁନ୍ଦର ବୋଲି ଜଣାଯାଇ ଥାଏ।ଏଠାରେ ପ୍ରାୟ ୧୦୦ ମିଲର ମୋତି ଭଳି ପାଣିର ସମୁଦ୍ର ତଟ ଅଛି।ପ୍ରକୃତି ଏହି ଦ୍ବୀପର କୂଳକୁ ଏତେ ସୁନ୍ଦର କରିଛନ୍ତି ସବୁ ପ୍ରକାରର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି।
ସମ୍ପୂର୍ଣ୍ଣ ଦୁନିଆରେ ମରିଶିଅଶ ଭଳି ସୁନ୍ଦର ଆଉ ରୋମାଣ୍ଟିକ ଜାଗା ଆଉ କେଉଁଠାରେ ନାହିଁ।ଏଠାରେ ବହୁତ ହିବଡୁ ମନ୍ଦିର ଅଛି।ଏଠାରେ ୩୩ ମିଟର ଉଚ୍ଚା ଦୁର୍ଗା ମୂର୍ତ୍ତି ଅଛି।ଏଠାରେ ସବୁ ପ୍ରକାରର ସାମୁଦ୍ରିକ ଖେଳର ମଜା ଆପଣ ଉଠେଇ ପାରିବେ।ଏଠାରେ ଆପଣ ଲମ୍ବା ପଦ ଯାତ୍ରା ମଧ୍ୟ କରି ପାରିବେ।ଏଠାରେ ଉଭୟ ଭାରତୀୟ ଓ ବିଦେଶୀ ବୁଞ୍ଜନ ମିଳିଥାଏ।ଏବେ ଆସନ୍ତୁ ଜାଣିବା ଏଠାରେ ଥିବା କେତେକ ଖାସ ପର୍ଯ୍ୟଟନ ସ୍ଥଳୀ।ଏଠାରେ ଥିବା ଲି ମୋର ବ୍ରାବାଣ୍ଟ,ଯଦି ଆପଣ ରୋମାଞ୍ଚ ପସନ୍ଦ କରନ୍ତି ତାହେଲେ ଏହା ଏକ ସବୁଠାରୁ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଅଟେ।ଏହା ମରିଶିଅଶର ଦକ୍ଷିଣରେ ଅଛି ଆଉ ଏହାର ଚାରି ପଟରେ ହୋଟେଲ ଅବସ୍ଥିତ ଅଟେ।
ଚାରମେଲ,ଆପଣ ଆକାଶ ଇନ୍ଦ୍ରଧନୁ ବିଷୟରେ ପିଲା ବେଳୁ ଜାଣିଥିବେ,ଏଠାରେ ପାହାଡର ୧୦୦ କି.ମି ଉଚ୍ଚରୁ ପଡୁଥିବସ ଝଟଣା ଆଉ ସପ୍ତ ରଙ୍ଗର ମାଟି ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ।୧୦୦୦ ବର୍ଷ ତଳର କଥା ଯେବେ ବେସୀନ ବ୍ଲେଙ୍କ ପାହାଡ଼ରୁ ଅଗ୍ନି ଉଦ୍ଗିରଣ ହେଲା ଆଉ ତାପରେ ଏଠାରେ ୨୩ ରଙ୍ଗର ମାଟି ବାହାରି ଆସିଲା।ଏଠାରେ ଆପଣଙ୍କୁ ଅଧିକରୁ ଅଧିକ ଜଳପ୍ରପାତ ଦେଖିବାକୁ ମିଳିଥାଏ।ଯାହା ଭିତରୁ ୪ ଟି ବହୁତ ସୁନ୍ଦର ଅଟେ।ଗଙ୍ଗା ତଲାବ।ଏହାକୁ ଗ୍ରାଣ୍ଡ ବେସିନ ମଧ୍ୟ କୁହାଯାଏ।ଏହା ଭାରତୀୟ ପର୍ଯ୍ୟଟକ ମାନଙ୍କ ଭିତରେ ହୁତ ପ୍ରସିଦ୍ଧ ସ୍ଥାନ ଅଟେ।ଏଠାରେ ଆପଣଙ୍କୁ ୨୦୮ ଫୁଟ ଉଞ୍ଚାର ଏକ ଶିବ ମୂର୍ତ୍ତୀ ଦେଖିବାକୁ ମିଳେ।
ଆଉ ଏଠାରେ ଗଙ୍ଗା ତଳ ଭଳି ପବିତ୍ର ନଦୀ ଅଛି।ଆଉ ଏ ନଦି ହିନ୍ଦୁ ଧର୍ମର ଲୋକ ମାନଙ୍କୁ ଆକର୍ଷିତ କରେ।କଳା ପାଣିର ନଦି।ଏଠାରେ ଥିବା କଳା ପାଣି ଣ୍ଡି ପର୍ଯ୍ୟଟକ ମାନଙ୍କୁ ବହୁତ ଆକର୍ଷିତ କରିଥାଏ,ସଂବୃଦ୍ଧ ବନସ୍ପତି ଆଉ ପ୍ରକୃତିକୁ ଖୋଜୁ ଥିବା ଲୋକଙ୍କୁ ଏ ଜାଗା ବହୁତ ଆକର୍ଷିତ କରିଥାଏ।ଏଠାରେ ଥିବା ଗୋର୍ଗେଶ ପାର୍କ ୬୮ କିଲୋମିଟର ଦୁର ପର୍ଯ୍ୟନ୍ତ ବିସ୍ତୃତ,ଆପଣଙ୍କୁ ଏଠାରେ ୪୦୦ ପ୍ରକାରର ପକ୍ଷୀ ଓ ୩୦୦ ପ୍ରକାରର ଫୁଲ ଓ ଗଛ ଦେଖିବାକୁ ମିଳିଯିବ।ଆଉ ଆପଣଙ୍କୁ ଏଠାରେ ଗୋଲାପି ପାରା ଫେଖିବାସକୁ ମିଳେ।ଆଉ ଏଠାରସ ଏକ ଜୈବ ବଗିଚା ଦେଖିବାକୁ ମିଳେ।ତାପରେ ଆସିବ ଦ ବେନିଲେ ପ୍ରାକୃତିକ ଉଦ୍ୟାନ ବିଷୟରେ,ଯଦି ଆପଣ ଟାଣ ଓ ମଜବୁତ ମାଢି ବିଶିଷ୍ଟ କୁମ୍ଭୀର ଦେଝିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ପାର୍କରେ ଦେଖିପାରିବେ।ଏହା ଥିଲା ମରିଶିଅଶ ଦେଶ।