December 22, 2024

Odia Express

Leading Odia News Portal of Odisha

ଆପଣଙ୍କ ଗୋଡ଼ରେ ବହୁତ୍ ଦିନରୁ ଲାଗିରହିଥିବା ମଇଳାକୁ ଗୋଟେ ମିନିଟରେ ସଫା କରି ଗୋଡ଼କୁ ଗୋରା କରନ୍ତୁ

ଆଜି ଆମେମାନେ ଆପଣଙ୍କୁ କହିବୁ କୁ କିପରି ଆପଣ ନିଜ ଗୋଡ଼ରୁ ମଇଳା କୁ ସଫା କରି ନୂଆ ଗୋଡ଼ କୁ ଗୋରା କରିପାରିବେ। ଲେମ୍ବୁ ରେ କିଛି ଏପରି ପଦାର୍ଥ ଥାଏ ଯାହା ଆପଣଙ୍କୁ ଗୋଡ଼ରେ ଥିବା ସମସ୍ତ ମଇଳା କୁ ଦୂର କରି ଆପଣଙ୍କ ଗୋଡ଼ କୁ ହୀରା ପରି ଚମକାଇ ଦେଇ ଥାଏ । ଆଜି ଯେଉଁ ଉପାୟ ଆପଣଙ୍କୁ କହିବୁ ସେହି ଉପାୟ କୁ ଅବଲମ୍ବନ କରି ଆପଣ ନିଜ ଶରୀରର ଅନ୍ୟ ଜାଗାରେ ଜମି ରହିଥିବା ମଇଳା କୁ ଦୂର କରିପାରିବେ । ତ୍ ଆସନ୍ତୁ ଦେଖିବା ଅମକୁ ସେଥିପାଇଁ କଣ କଣ କରିବାକୁ ହେବ ଏବଂ କିପରି । ସର୍ବ ପ୍ରଥମେ ଆପଣ ଏକ ବାଲ୍ଟି ଆଣ ନ୍ତୁ ଏହା ପରେ ସେହି ବାଲ୍ଟି ରେ ଅଧା ବାଲ୍ଟି ପର୍ଯ୍ୟନ୍ତ ଟିକେ ଟିକେ ଉଷୁମ ଥିବା ପାଣି କୁ ଭାରି ଦିଅନ୍ତୁ । ଏହା ପାଇଁ ଆପଣଙ୍କୁ ଟିକେ ଉଷୁମ ପାଣି ର ଦରକାର ହେବ। । ସେହି ବାଲ୍ଟି ରେ ଉଷୁମ ପାଣି ଭରିବା ପରେ ଆପଣଙ୍କୁ ସେହି ଟିକେ ଟିକେ ଉଷୁମ ଥିବା ପାଣି ରେ ଆପଣଙ୍କ ଡି ଗୋଡ଼ କୁ ଭର୍ତ୍ତି କରିଦିଅନ୍ତୁ ।

ଏହା ପରେ ଆପଣ ସେହି ବାଲ୍ଟି ରେ ଏକ ଚାମଚ୍ ଖାଇବା ଲୁଣ ପକାଇ ଦିଅନ୍ତୁ। ଏହାପରେ ଆପଣ ଅଧା ଚାମଚ୍ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ଏହାପରେ ଆପଣ ସେଥିରେ ଦୁଇଟି ଲେମ୍ବୁ କୁ କାଟି ଚିପୁଡି ଦିଅନ୍ତୁ । ଏହାପରେ ଆପଣ ମୁଣ୍ଡରେ ଲଗାଉ ଥିବା ସାମ୍ପୋ କୁ ଟିକେ ପକାଇ ଦିଅନ୍ତୁ । ଏହା ପରେ ନିଜର ଗୋଡ଼ ର ସାହାର୍ଯ୍ୟରେ ସେହି ପାଣି କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏହାପରେ ଆପଣଙ୍କୁ କିଛି କରିବାର ନାହିଁ । ଏହାପରେ ଆପଣଙ୍କୁ ତା ଭିତରେ ନିଜର ଗୋଡ଼ କୁ ୧୦ ମିନିଟ ପର୍ଯ୍ୟନ୍ତ ରଖିବାକୁ ହେବ ଏବଂ ମଝିରେ ମଝିରେ ନିଜ ଗୋଡ଼ କୁ ଟିକେ ଟିକେ ଏପଟ ସେପଟ କରି ଦିଅନ୍ତୁ କାହିଁକି ନା ସେଥିରେ ମିଶିଥିବା ଜିନିଷ ସବୁ ଭଲ ଭାବରେ ମିଶି ଯିବ ।

ଏକ ଜରୁରୀ କଥା ଯେଉଁ ଲୋକ ମାନଙ୍କର ହାତରେ କିମ୍ବା ଗୋଡ଼ରେ କିଛି ଘା କିମ୍ବା ଖଣ୍ଡିଆ ହୋଇଥିବ ତାହେଲେ ସେହି ଲୋକ ମାନେ ଏହି ଉପାୟ କୁ ଅବଲମ୍ବନ କରନ୍ତୁ ନାହିଁ କାହିଁକି ନା ସେହି ଲୋକ ମାନଙ୍କର ଖଣ୍ଡିଆ କିମ୍ବା ଘା ହୋଇଥିବା ସ୍ଥାନ ବହୁତ୍ ଜୋରରେ ପୋଡ଼ା ହେବ । ତ ଯେତେବେଳେ ୧୦ ମିନିଟ ହୋଇଯିବ ସେତେବେଳେ ଆପଣ ନିଜର ଗୋଡ଼ କୁ ବାହାରକୁ କାଢି ଦିଅନ୍ତୁ ଏବଂ ଏକ କପଡା ରେ ଭଲ ଭାବରେ ପୋଛି ଦିଅନ୍ତୁ । ଯେତେବେଳେ ଆପଣ ଗୋଡ଼ କୁ କିଛି ସରିବେ ଆପଣଙ୍କୁ କିଛି ଦହିର ଆବଶ୍ୟକତା ପଡ଼ିବ ।

ଏହା ପରେ ଆପଣ କିଛି ଦହି ଆଣି ନିଜର ଆଙ୍ଗୁଠି ରେ ଦହି କୁ ଟିକେ ଟିକେ ନେଇ ନିଜ ଗୋଡ଼ ରେ ଲଗାନ୍ତୁ । ଗୋଡ଼ ରେ ଦହି କୁ ଲଗାଇ କିଛି ସମୟ ସେହି ସ୍ଥାନକୁ ଟିକେ ଘଷି ଦିଅନ୍ତୁ ଏହାପରେ ତାହାକୁ ୧୦ ମିନିଟ ପର୍ଯ୍ୟନ୍ତ ନିଜ ଗୋଡ଼ରେ ଲଗାଇ ରଖି ଦିଅନ୍ତୁ। ୧୦ ମିନିଟ ପରେ ଆପଣଙ୍କ ଗୋଡ଼ ଭଲ ଭାବରେ ଶୁଖିଯିବ। ଏହା ପରେ ଆପଣ ସଧାରଣ ଜଳ ରେ ସେହି ସ୍ଥାନକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ ଆପଣଙ୍କ ଗୋଡ଼ରେ ଥିବା ସବୁ ମଇଳା ଛାଡ଼ି ଯିବ ଏବଂ ଆପଣଙ୍କ ଗୋଡ଼ ବହୁତ୍ ଗୋରା ହୋଇଯିବ । ଆପଣ ଏହି ଉପାୟ କୁ ନିଜ ମୁହଁ କୁ ଛାଡି ଅନ୍ୟ ସ୍ଥାନରେ ବ୍ୟବହାର କରିପାରିବେ ।

Leave a Reply

Your email address will not be published. Required fields are marked *