୧୮ ଡିସେମ୍ବର ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୨ଟି ରାଶି ବର୍ଷ ର ସବୁଠୁ ବଡ ଖୁସି ଖବର ପାଇବେ
ମେଷ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ, ଜପେଂ ଓଁ ବୁଂ ବୁଧାୟ ନମଃ ଆଜିର ଭବିଷ୍ୟ- ସମାଜସେବା କରିବାର ପ୍ରେରଣା ମିଳିବ , ନୁଆ ଯୋଜନା ହେବ , ତତ୍କାଳ ଲାଭ ମିଳିବ ନାହିଁ , କାର୍ଯ୍ୟସ୍ଥଳରେ ପରିବର୍ତ୍ତନ ସଂମ୍ଭବ ଅଛି, ଘର ବାହାରେ ମାନ ସମ୍ମାନ ମିଳିବ , ଅଟକିଥିବା କାମରେ ଗତି ଆସିବ , ବେପାର ବ୍ୟବସାୟରେ ଭଲ ଉନ୍ନତି ଦେଖାଦେବ, ଚାକିରିରେ ଅଧିକାର ବଢିବ ।
ବୃଷ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ହ୍ରିଂ ସୁର୍ଯ୍ୟାୟ ନମଃ- ଆଜିର ଭବିଷ୍ୟ- ଆଇନଗତ ଅସୁବିଧା ଦୁର ହୋଇଯିବ , ନୁଆ ଯୋଜନାର ଅବସର ହାତକୁ ମିଳିବ , ଲେଣଦେଣରେ ବ୍ୟସ୍ତତା ରଖନ୍ତୁ ନାହିଁ , ବେପାର ବ୍ୟବସାୟରେ ମନୋଅନୁକୁଳ ଲାଭ ମିଳିବ , ଚାକିରିରେ ସହକର୍ମୀ ସାଥ୍ ଦେବେ , ଫାଲତୁ ଖର୍ଚ୍ଚ ହେବ, ଘର ବାହାର ପ୍ରସନ୍ନତା ବାତାବରଣ ରହିବ , ପ୍ରମାଦ ନ କରନ୍ତୁ ।
ମିଥୁନ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଚଂ ଚନ୍ଦ୍ରମସେ ନମଃ ଆଜିର ଭବିଷ୍ୟ- କେଉଁ ବ୍ୟକ୍ତିର ବ୍ୟବହାର ବିଗଡିପାରେ , ଆଘାତ କିମ୍ବା ଦୁର୍ଘଟଣାରୁ ଶାରରୀକ ହାନୀ ହୋଇପାରେ , ଅନିୟମିତତା କରିବାରୁ ବଞ୍ଚନ୍ତୁ, ଚାକିରିରେ କାର୍ଯ୍ୟଭାର ରହିବ , ହେଉଥିବା କାର୍ଯ୍ୟରେ ବିଳମ୍ବ ହୋଇପାରେ , କାରୋବାରରେ ଲାଭ ମିଳିବ ଧୈର୍ଯ୍ୟ ରଖନ୍ତୁ ।
କର୍କଟ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ରାହବେ ନମଃ-ଜୀବନସାଥୀର ସହଯୋଗ ମିଳିପାରିବ, ରାଜକୀୟ ସହଯୋଗ ମିଳିବ , ଶତ୍ରୁଙ୍କ ଶାନ୍ତି ବନାଇ ରଖନ୍ତୁ , ନୁଆ ସଂମ୍ପର୍କ ହେବ , ବେପାର ବ୍ୟବସାୟରେ ଭଲ ରହିବ , ସମୟ ଅନୁକୁଳତାର୍ ଲାଭ ଉଠାନ୍ତୁ, ବାହାର ଯିବାର ଯୋଜନା ହେବ , ପାର୍ଟନରର ସହଯୋଗ ପ୍ରାପ୍ତି ହୋଇପାରେ , ଲାଭ ହେବ ।
ସିଂହ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶଂ ଶନୈଶ୍ଚରାୟ ନମଃ- ଆଜିର ଭବିଷ୍ୟ- ପ୍ରତିଧ୍ୱନ୍ଧୀ ରାସ୍ତା ଛାଡିଦେବେ, ମିତ୍ରଙ୍କ ସହଯୋଗ ପ୍ରାପ୍ତି ହେବ, ସ୍ଥାୟୀ ସଂମ୍ପତ୍ତିରେ କାର୍ଯ୍ୟ ବଡ ଲାଭ ଦେଇପାରେ , କାରୋବାରୀ ମତଭେଦ ଦୁର ହୋଇଯିବ, ରୋଜଗାର ପ୍ରତି ପ୍ରୟାସ ସଫଳ ରହିବ , ବ୍ୟସ୍ତତା ରହିବ , ଥକାପଣ ଓ ଦୁର୍ବଳତା ରହିପାରେ , ପ୍ରସନ୍ନତା ଓ ଉତ୍ସାହରୁ କାର୍ଯ୍ୟ କରିପାରିବେ ।
କନ୍ୟା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶଂ ଶନୈଶ୍ଚରାୟ ନମଃ- ଆଜିର ଭବିଷ୍ୟ- ସ୍ୱାଦିଷ୍ଟ ବ୍ୟଞ୍ଜନରୁ ଲାଭ ମିଳିବ, କେଉଁ ଆନନ୍ଦୋତ୍ସବରେ ଭାଗ ନେବାର ଅବସର ମିଳିବ, ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ, ପଠନ ପାଠନ ଓ ଲେଖନ ଇତ୍ୟାଦିରେ କାର୍ଯ୍ୟ ସଫଳ ହେବ, ମନରେ ନୁଆ ବିଚାର ଆସିବ , ନୁଆ ଯୋଜନା ହୋଇପାରେ , ବାହାରକୁ ଯିବାର ଯୋଜନା ହେବ , ଧନ ପ୍ରାପ୍ତି ସୁଗମ ହେବ ।
ତୁଳା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଚଂ ଚନ୍ଦ୍ରମସେ ନମଃ- ଆଜିର ଭବିଷ୍ୟ- କିଛି ଖରାପ ଖବର ମିଳିପାରେ , ବାଣିରେ ନିୟନ୍ତ୍ରଣ ରଖନ୍ତୁ , ଅଧିକା ଧାଁ ଦୌଡ କରିବାକୁ ପଡିପାରେ, ସ୍ତ୍ୱାସ୍ଥ୍ୟ ଦୁର୍ବଳ ହେବ, ବ୍ୟସ୍ତତାରେ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ , ଉତ୍ସାହରେ କମି ରହିବ , ପାରିବାରିକ ଚିନ୍ତା ରହିବ, କାରୋବାର୍ ଠିକ୍ ଚାଲିବ ।
ବିଛା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶଂ ଶନୈଶ୍ଚରାୟ ନମଃ- ଆଜିର ଭବିଷ୍ୟ- ଚାକିରିରେ ପ୍ରଭାବ ବୃଦ୍ଧି ହେବ, କାରୋବାରରେ ଭଲ ଚାଲିବ, ପ୍ରୟାସ ସଫଳ ରହିବ , ମାନ ସମ୍ମାନ ପ୍ରାପ୍ତି ହେବ , ଅସହାୟ ଲୋକଙ୍କର ସହାୟତା ପାଇବେ , ଘର ବାହାର ପ୍ରସନ୍ନତା ବାତାବରଣ ନିର୍ମିତ ହେବ , ବ୍ୟସ୍ତତା ରହିବ , ପ୍ରମାଦ କରନ୍ତୁ ନାହିଁ ।
ଧନୁ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଂ ଶଂ ଶନୈଶ୍ଚରାୟ ନମଃ- ଆଜିର କଲ୍ୟାଣକାରୀ ଉପାୟ-ଭୁଲି ଯାଇଥିବା ସାଥିଙ୍କ ସହ ସାକ୍ଷାତ ହେବ, ଉତ୍ସାହପୁର୍ବକ ସୁଚନା ପ୍ରାପ୍ତି ହେବ , ଆତ୍ମସମ୍ମାନ ରହିବ , କିଛି ବଡ କାର୍ଯ୍ୟ କରିବାର ଇଚ୍ଛା ହେବ , କ୍ରୋଧ ଓ ଉତ୍ତେଜନାରେ ନିୟନ୍ତ୍ରଣ ରଖନ୍ତୁ, ଲାଭର ଅବସର ହାତରେ ଆସିବ ।
ମକର ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଂ କୈଂ କେତବେ ନମଃ- ଆଜିର ଭବିଷ୍ୟ- ଯାତ୍ରା ଲମ୍ବା ଓ ମନୋନୁକୁଳ ହୋଇପାରେ , ବଡ କାର୍ଯ୍ୟ ହାତକୁ ଆସିବ, ଭେଟି ଓ ଉପହାର ପ୍ରାପ୍ତି ହୋଇପାରେ , ଚାକିରିରେ ସହକର୍ମୀ ସାଥ୍ ଦେବେ , ଉତ୍ସାହ ଓ ପ୍ରସନ୍ନତାରୁ କାର୍ଯ୍ୟ କରିପାରିବେ , କେଉଁ ବଡ ଅସୁବିଧାରୁ ମୁକ୍ତି ପାଇପାରିବେ ।
କୁମ୍ଭ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶୋଂ ସୋମାୟ ନମଃ- ଆଜିର ଭବିଷ୍ୟ- ନୁଆ ଯୋଜନା ହେବ, ଲେଣଦେଣରେ ବ୍ୟସ୍ତତା ରଖନ୍ତୁ ନାହିଁ , ଅପରିଚିତ ବ୍ୟକ୍ତିଙ୍କ ଉପରେ ଅନ୍ଧବିଶ୍ୱାସ କରନ୍ତୁ ନାହିଁ , ଭାବନାରେ ବହିକରି କିଛି ଭୁଲ୍ ନିର୍ଣ୍ଣୟ ନିଅନ୍ତୁ ନାହିଁ , ଫାଲତୁଖର୍ଚ୍ଚ ହେବ , ମାନସିକ ଚିନ୍ତା ରହିବ, କିଛି ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ଆୟ ବଢିବ ।
ମୀନ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ରାଂ ରାହବେ ନମଃ- ଆଜିର ଭବିଷ୍ୟ- ଅଟକିଥିବା ପଇସା ମିଳିପାରେ , ଭାଗ୍ୟ ସହ ସାଥ୍ ରହିବ , ପ୍ରୟାସ ଭରପୁର୍ କରନ୍ତୁ , ନୁଆ ଅନୁବନ୍ଧ ହୋଇପାରେ , ପ୍ରେମ ପ୍ରସଙ୍ଗରେ ଅନୁକୁଳ ରହିବ , ବ୍ୟୟ ହେବ , ବେପାର ଓ ବ୍ୟବସାୟରେ ଭଲ ଚାଲିବ, ମିତ୍ରଙ୍କ ସହ ସହଯୋଗ ପ୍ରାପ୍ତି ହେବ , କାହା ସହ ଯୁକ୍ତି କରନ୍ତୁ ନାହିଁ ।