ଆସନ୍ତୁ ଜାଣିବା କିଛି ମଜେଦାର ଫଜଲ,- ପ୍ରଥମ ଚିତ୍ରଟି ଅଟେ ହି ଓ ଅନ୍ୟ ଚିତ୍ରଟି ଅଟେ ନା ଚିନ୍ହ ତେବେ କଣ ଅଟେ ଝିଅଟିର ନାମ ?ବୁଦ୍ଧିମାନ ହେଇଥିଲେ କୁହନ୍ତୁ ,ପ୍ରଶ୍ନ ରେ ଉତ୍ତର ଲୁଚିକି ରହିଛି..
ନମସ୍କାର ପ୍ରିୟ ପାଠକଗଣ |ସବୁଦିନ ପରି ପୁଣି ୧୦ ଟି ନୂଆ ସାଙ୍କେତିକ ପ୍ରଶ୍ନ ନେଇ ଅଶିଚୁ ଆମେ ଆପଣଙ୍କ ପାଇଁ |ଯେଉଁଥିରେ ଆପଣ ଫୋଟୋ ଦେଖି ସାଙ୍କେତିକ ଦେଖି ନିଜର ଉତ୍ତର ଦେବେ |ତେବେ ଏହି ପ୍ରଶ୍ନ ଗୁଡିକ ଖୁବ ମଜାଦାର ଅଟେ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଆପଣଙ୍କ ପ୍ରଶ୍ନ ଉତ୍ତର ବିଭାଗ ଗୁଡିକ
ଫଜଲ ନମ୍ବର୧-ପ୍ରଥମ ଚିତ୍ରଟି ହେଉଛି ଗଞ୍ଜା ଓ ଅନ୍ୟ ଚିତ୍ରଟି ହେଉଛି କଏନ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ହଂସୀକା।କାରଣ ପ୍ରଥମ ଚିତ୍ରଟି ହେଉଛି ଗଞ୍ଜା ବା ହେନ ଓ ଅନ୍ୟଟି ହେଉଛି କଏନ ବା ସିକା ସେଥିପାଇଁ ଝିଅଟିର ନାମ ହେଉଛି ହଂସିକା।
ଫଜଲ ନମ୍ବର୨-ପ୍ରଥମ ଚିତ୍ରଟି ହେଉଛି ଚନ୍ଦ୍ର, ଦ୍ୱିତୀୟ ଚିତ୍ରଟି ହେଉଛି ମୁହଁ ଓ ତୃତୀୟ ଚିତ୍ରଟି ହେଉଛି ଚାବି।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର- ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ଚନ୍ଦ୍ରମୁଖୀ।କାରଣ ପ୍ରଥମ ଚିତ୍ରଟି ହେଉଛି ଚନ୍ଦ୍ର ,ଦ୍ୱିତୀୟ ଚିତ୍ରଟି କ ମୁଖ ଓ ତୃତୀୟ ଚିତ୍ରଟି ଚାବି ଯାହାର ଇଂରାଜୀ ନାମ କି।ସେଥିପାଇଁ ଝିଅଟିର ନାମ ହେବ ଚନ୍ଦ୍ରମୁଖୀ।
ଫଜଲ ନମ୍ବର୩-ପ୍ରଥମ ଚିତ୍ରଟି ଅଟେ ହି ଓ ଅନ୍ୟ ଚିତ୍ରଟି ଅଟେ ନା ଚିନ୍ହ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ହେଉଛି ହିନା ।କାରଣ ପ୍ରଥମ ଚିତ୍ରରେ ଲେଖାଯାଇଛି ହି ଓ ଅନ୍ୟ ଚିତ୍ରରେ ଅଛି ନା ଏହାର ଅର୍ଥ ଝିଅଟିର ନାମ ହିନା।
ଫଜଲ ନମ୍ବର୪-ପ୍ରଥମ ଚିତ୍ରଟି ଅଟେ ଏକ ମହୁମାଛିର ଓ ଆଉ ଏକ ଚିତ୍ର ହେଉଛି ସିଟିପିନର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ ଅଟେ ବିପିନ।କାରଣ ପ୍ରଥମ ଚିତ୍ରରେ ମହୁମାଛିର ଇଂରାଜୀ ନାମ ଅଟେ ବି ଓ ଏହାପର ଚିତ୍ରଟି ତେ ପିନ ଏହାର ଅର୍ଥ ପୁଅଟିର ନାମ ବିପିନ।
ଫଜଲ ନମ୍ବର ୫-ପ୍ରଥମ ଚିତ୍ରଟି ହେଉଛି ଏକ ଟ୍ୟାପ ଓ ଦ୍ୱିତୀୟ ଚିତ୍ରଟି ସି ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ରଦେଖିଜଣାପଡୁଛି ଝିଅଟିର ନାମ ତାପସି କାରଣ ପ୍ରଥମ ଚିତ ଟ୍ୟାପ ଓ ଦ୍ୱିତୀୟ ଚିତ୍ର ସି ତେଣୁ ଝିଅଟିର ନାମ ହେଲା ତାପସି।
ଫଜଲ ନମ୍ବର୬-ପ୍ରଥମ ଚିତ୍ରଟି ହେଉଛି ଏକ ପାଣିଜାହାଜ ଓ ଅନ୍ୟ ଚିତ୍ରଟି ଅଟେ ରା ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ସିପ୍ରା କାରଣ ପ୍ରଥମ ଚିତ୍ର ଟି ଆଃ ପାଣିଯାହାଜ ଯାହାର ଇଂରାଜୀ ନାମ ସିପ ଓ ଦ୍ୱିତୀୟ ଚିତ୍ରଟି ରା ଅଟେ।ତେଣୁ ଝିଅଟିର ନାମ ହେଉଛି ସିପ୍ରା।
ଫଜଲ ନମ୍ବର୭-ପ୍ରଥମ ଚିତ୍ର ଅଟେ ଯିବାର ସଂଙ୍କେତ ଓ ଦ୍ୱିତୀୟ ଚିତ୍ର ଅଟେ ବି।ତେବେ କଣ ଅଟେ ପରିବାଟିର ନାମ?
ଉତ୍ତର-ଚିତ୍ର ଦେଖିଜଣାପଡୁଛି ପରିବାଟିର ନାମ ଗୋବି ।କାରଣ ପ୍ରଥମ ଚିତ୍ର ଟି ଯିବାର ସଂଙ୍କେତ ବା ଗୋ ଓ ଅନ୍ୟଟି ବି ତେଣୁ ପରିବାଟିର ନାମ ଗୋବି।
ଫଜଲ ନମ୍ବର୮-ପ୍ରଥମ ଚିତ୍ରଟି ହେଉଛି କ ତାଲା ଓ ଦ୍ୱିତୀୟ ଚିତ୍ରଟି ଅଟେ ଚାବି।ତେବେ କଣ ଅଟେ ପରିବାଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପରିବାଟିର ନାମ ଲୌକି।କାରଣ ପ୍ରଥମ ଚିତ୍ର ତାଲା ଯାହାର ଇଂରାଜୀ ନାମ ଲକ ଓ ଦ୍ୱିତୀୟ ଚିତ୍ର ଚାବି ଯାହାର ଇଂରାଜୀ ନାମ କି।ତେଣୁ ପରିବାଟିର ନାମ ଲୌକି।
ଫଜଲ ନମ୍ବର୯- ପ୍ରଥମ ଚିତ୍ରଟି ଅଟେ ଚାବି ଓ ଦ୍ୱିତୀୟ ଚିତ୍ରଟି ଅଟେ ରା।ତେବେ କନ ଅଟେ ପରିବାଟିର ନାମ?
ଉତ୍ତର-ପରିବାଟିର ନାମ ହେଉଛି ଖିରା।କାରଣ ପ୍ରଥମ ଚିତ୍ର ଅଟେ ଚାବି ବା କି ଓ ଅନ୍ୟ ଚିତ୍ରଟି ହେଉଛି ରା ।ତେଣୁ ପରିବାଟିର ନାମ ଖିରା।
ଫଜଲ ନମ୍ବର୧୦-ପ୍ରଥମ ଚିତ୍ରଟି ହେଉଛି କାନ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଚାହା ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର- ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ କାନ୍ତି।କାରଣ ପ୍ରଥମ ଚିତ୍ରଟି ହେଉଛି କାନ ଓ ଦ୍ୱିତୀୟ ଚିତ୍ର ଚାହାର ଇଂରାଜୀ ନାମ ଟି ।ତେଣୁ ଝିଅଟିର ନାମ କାନ୍ତି।