October 22, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପଜଲ – ପ୍ରଥମ ଚିତ୍ର ରେ କା ଲେଖାହେଇଛି ଓ ଦ୍ଵିତୀୟରେ ଏକ କାଚ ଗିଲାସରେ ପାଣି ରହିଛି।ତେବେ କୁହନ୍ତୁ ଝିଅର ନାମ କଣ ହେବ ?ବୁଦ୍ଧିମାନ ହେଇଥିଲେ ଜଲ୍ଦି ଉତ୍ତର ଦିୟନ୍ତୁ

ନମସ୍କାର ପ୍ରିୟ ପାଠ ବୃନ୍ଦ |ସବୁଦିନ ପରି କିଛି ନୂଆ ପ୍ରଶ୍ନ ଓ ଓ ଚିତ୍ର ଉତ୍ତର ନେଇକି ଆପଣଙ୍କ ପାଖକୁ ଅଶିଚୁ ଆମେ |ତେବେ ଏଠାରେ ଆପଣ ସବୁଦିନ ନୂଆ ନୂଆ କିଛି ପ୍ରଶ୍ନ ଓ ଉତ୍ତର ଜାଣିପାରିବେ |ତେବେ ଏହି ସାଙ୍କେତିକ ପ୍ରଶ୍ନ ଦେଖିବା ପରେ ଆପଣଙ୍କ ଦିମାଗ ଲଗାନ୍ତୁ ଓ ଏହାର ସଠିକ ଉତ୍ତର ଖୋଜିକି କୁହନ୍ତୁ ଓ ଏହାପରେ ନିଜ ସାଙ୍ଗ ମାନକ ସହ ମଧ୍ୟ ନିଶ୍ଚୟ ସେୟାର କରନ୍ତୁ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ନୂଆ ପ୍ରଶ୍ନ ଓ ଆପଣ ଉତ୍ତର ଗୁଡିକ କମେନ୍ଟ କରନ୍ତୁ

ପଜଲ୍ ନମ୍ବର ୦୧-ଏହି ପଜଲ୍ ରେ ଗୋଟିଏ ଜାହାଜର ଚିତ୍ର ରହିଛି।ଏହା ସହ ହିନ୍ଦୀଭାଷାରେ ରା ମଧ୍ୟ ଲେଖାଯାଇଛି।ତେବେ ଝିଅଟିର ନାମ କଣ?

ଉତ୍ତର-ସିପ୍ରା।ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ ଜାହାଜର ଚିତ୍ର ଦେଖା ଯାଇଛି।ଏହାକୁ ଇଂରାଜୀରେ ସିପ୍ କହିଥାନ୍ତି।ଏହା ସହ ରା ମଧ୍ୟ ଲେଖାଯାଇଛି।ତେଣୁ ଏହି ଦୁଇଟିକୁ ମିସେଇଦେବା ଫଳରେ ଝିଅଟିର ନାମ ସିପ୍ରା ବୋଲି ଜଣାପଡୁଛି।

ପଜଲ୍ ନମ୍ବର ୦୨-ଏହି ପଜଲ୍ ରେ ଆପଣଙ୍କୁ ଦୁଇଟି ଚିତ୍ର ଦେଖାଯାଉଛି।ଗୋଟିଏ ସିମ୍ ର ଚିତ୍ର ଏବଂ ଦୌଡୁଥିବା ଏକ ଝିଅର ଚିତ୍ର ରହିଛି।ତେବେ ଝିଅଟିର ନାମ କଣ?

ଉତ୍ତର-ପ୍ରଥମ ଚିତ୍ରରେ ଏକ ମୋବାଇଲ ସିମ୍ ର ଚିତ୍ର ରହିଛି।ଦ୍ୱିତୀୟରେ ଏକ ଦୌଡୁଥିବା ଝିଅର ଚିତ୍ର ରହିଛି।ଦୌଡ଼ିବାକୁ ରନ୍ନ୍ କହିଥାନ୍ତି।ତେଣୁ ଯଦି ଏହାକୁ ଆମେ ମିସେଇଦେବା ଝିଅଟିର ନାମ ହେଇଯିବ ସିମ୍ରନ୍।

ପଜଲ୍ ନମ୍ବର ୦୩-ପ୍ରଥମେ ମିଠେଇ ଗୁଡିକର ଚିତ୍ର ରହିଛି।ଦ୍ୱିତୀୟରେ ଚା ର ଚିତ୍ର ରହିଛି।ତେବ ଝିଅଟିର ନାମ କଣ ହେବ?

ଉତ୍ତର-ଆପଣମାନେ ଦେଖିପାରୁଥିବେ ଯେ ପ୍ରଥମ ଚିତ୍ରରେ କିଛି ମିଠେଇର ଚିତ୍ର ଦେଖାଯାଉଛି।ମିଠେଇକୁ ସୁଇଟ୍ କୁହନ୍ତି।ଚା କୁ ଟି ବୋଲି କୁହନ୍ତି।ତେଣୁ ଝିଅଟିର ନାମ ହେଉଛି ସ୍ୱିଟି।

ପଜଲ୍ ନମ୍ବର ୦୪-ପ୍ରଥମ ଚିତ୍ରରେ ଆପଣଙ୍କୁ ଜୋତାର ଚିତ୍ର ଦେଖାଯାଉଛି।ଦ୍ଵିତୀୟରେ ଏକ ଲୋକର ଚିତ୍ର ରହିଛି।ତେବେ ଝିଅଟିର ନାମ କଣ ହେବ?

ଉତ୍ତର-ପ୍ରଥମେ ଆପଣଙ୍କୁ ଏକ ଜୋତାର ଚିତ୍ର ଦେଖାଯାଉଛି ଯାହାକୁ ସୁ କୁହନ୍ତି।ଦ୍ୱିତୀୟରେ ଏକ ଲୋକର ଚିତ୍ର ରହିଛି।ଲୋକକୁ ମ୍ୟାନ୍ ବୋଲି କହନ୍ତି।ତେବେ ଝିଅର ନାମ ହେବ ସୁମନ।

ପଜଲ୍ ନମ୍ବର ୦୫-ପ୍ରଥମେ ଆପଣଙ୍କୁ ଏକ ଜହ୍ନର ଚିତ୍ର ଦେଖାଯାଉଛି।ଦ୍ଵିତୀୟରେ ଆପଣଙ୍କୁ ଏକ ଝିଅଟିର ମୁଖ ଦେଖାଯାଉଛି।ତେବେ ଝିଅର ନାମ କଣ?

ଉତ୍ତର-ପ୍ରଥମେ ଆପଣଙ୍କୁ ଏକ ଜହ୍ନର ଚିତ୍ର ଦର୍ଶାଯାଇଛି।ତେଣୁ ଜହ୍ନ ଅର୍ଥାତ ଚନ୍ଦ୍ରମା ତଥା ଚନ୍ଦ୍ର।ଦ୍ଵିତୀୟରେ ଆପଣଙ୍କୁ ଏକ ଝିଅର ମୁଖ ଦେଖାଯାଇଛି।ତେଣୁ ଏହାକୁ ଝିଅଟିର ନାମ ହେବ ଚନ୍ଦ୍ରମୁଖୀ।

ପଜଲ୍ ନମ୍ବର ୦୬-ପ୍ରଥମେ ଆପଣଙ୍କୁ ଏକ ମହୁମାଛିର ଚିତ୍ର ଦେଖାଯାଉଛି।ଦ୍ଵିତୀୟରେ ଆପଣଙ୍କୁ ଏକ ପାଣିନଳ ର ଚିତ୍ର ଦେଖାଯାଇଛି।ତେବେ ଏହା ଭିତରୁ ଆପଣ ଏକ ଝିଅର ନାମ ବାଛନ୍ତୁ?

ଉତ୍ତର-ଏହି ଚିତ୍ରଗୁଡିକୁ ଦେଖି ଲାଗୁଛି ଝିଅଟିର ନାମ ବୀନଲ୍ ହେଇଥିବ।ପ୍ରଥମ ଚିତ୍ରରେ ଏକ ମହୁମାଛିର ଚିତ୍ର ରହିଛି ଯାହାକୁ ବୀ ବୋଲି କୁହନ୍ତି।ଦ୍ଵିତୀୟରେ ପାଣିନଳର ଚିତ୍ର ରହିଛି।ତାହାକୁ ହିନ୍ଦୀରେ ନଲ ବୋଲି କୁହନ୍ତି।

ପଜଲ୍ ନମ୍ବର ୦୭-ପ୍ରଥମ ଚିତ୍ରରେ ଏକ ପିନ୍ ରହିଛି।ଦ୍ଵିତୀୟରେ ଏକ ଚାବି ରହିଛି।ତେବେ ଏମାନଙ୍କ ମଧ୍ୟରୁ ଝିଅର ନାମ ବାଛନ୍ତୁ।

ଉତ୍ତର-ଝିଅର ନାମ ହେଉଛି ପିଙ୍କି।କାରଣ ପ୍ରଥମେ ଏକ ପିନ୍ ର ଚିତ୍ର ରହିଛି।ଦ୍ୱିତୀୟରେ ଏକ ଚାବିର ଚିତ୍ର ରହିଛି।ଏହାକୁ ସାଧାରଣତଃ ଇଂରାଜୀରେ କି ମଧ୍ୟ କୁହାଯାଏ।

ପଜଲ୍ ନମ୍ବର ୦୮-ପ୍ରଥମେ ଏକ ଜୋତାର ଚିତ୍ର ରହିଛି।ଦ୍ଵିତୀୟରେ ଏକ ଚା କପ୍ ର ଚିତ୍ର ରହିଛି।ତେବେ ଏମାନଙ୍କ ମଧ୍ୟରୁ ଝିଅର ନାମ ବାଛନ୍ତୁ?

ଉତ୍ତର-ଝିଅର ନାମ ହେଉଛି ଶ୍ରୁତି।ପ୍ରଥମେ ଏକ ଯୋତାର ଚିତ୍ର ରହିଛି।ଏହାକୁ ଇଂରାଜିରେ ସୁ କୁହନ୍ତି।ଦ୍ଵିତୀୟରେ ଚା କପ୍ ର ଚିତ୍ର ରହିଛି।

ପଜଲ୍ ନମ୍ବର ୦୯-ପ୍ରଥମେ ଏକ ଜହ୍ନର ଚିତ୍ର ରହିଛି।ଦ୍ଵିତୀୟରେ ଏକ ଆଣ୍ଠୁ ର ଚିତ୍ର ରହିଛି।ଏମାନଙ୍କ ମଧ୍ୟରୁ ଝିଅର ନାମ ବାଛନ୍ତୁ?

ଉତ୍ତର-ଝିଅର ନାମ ହେବ ଚାନ୍ଦନୀ।ପ୍ରଥମ ଚିତ୍ରରେ ଏଜ ଜହ୍ନର ଚିତ୍ର ରହିଛି।ଏହାକୁ ଚାନ୍ଦ ବୋଲି ମଧ୍ୟ କୁହନ୍ତି।ଦ୍ଵିତୀୟରେ ଏକ ଆଣ୍ଠୁର ଚିତ୍ର ରହିଛି ଯାହାକୁ ନୀ ବୋଲି ମଧ୍ୟ କୁହନ୍ତି।

ପଜଲ୍ ନମ୍ବର ୧୦-ପ୍ରଥମ ଚିତ୍ରରେ ହିନ୍ଦୀ ଅକ୍ଷରରେ କା ଲେଖାହେଇଛି।ଦ୍ଵିତୀୟରେ ଏକ କାଚ ଗିଲାସରେ ପାଣି ରହିଛି।ଏମାନଙ୍କ ମଧ୍ୟରୁ ଝିଅର ନାମ କଣ ହେବ?

ଉତ୍ତର-ଝିଅର ନାମ ହେବ କାଜଲ।ପ୍ରଥମ ଚିତରେ ହିନ୍ଦୀ ଅକ୍ଷର ରେ କା ଲେଖା ହେଇଥିବାର ରହିଛି।ଦ୍ଵିତୀୟରେ ପାଣି ଗିଲାସ ରହିଛି।ଅର୍ଥାତ ଜଳ ରହିଛି।ଯାହାକୁ କି ଜଲ ମଧ୍ୟ କୁହାଯାଏ।

Leave a Reply

Your email address will not be published. Required fields are marked *