ଧନିଆ କି ମେଥି ନୁହେଁ ଏହି ଗୋଟିଏ ଜିନିଷରେ କରନ୍ତୁ ଥାଇରଏଡ଼ର ସମସ୍ୟାକୁ ୯୯% ନିୟନ୍ତ୍ରଣ..
ନମସ୍କାର ବନ୍ଧୁଗଣ, ଆଜିକାଲିର ସମୟରେ ଥାଇରଏଡ଼ ପାଇଁ ବହୁତ ଲୋକ ଚିନ୍ତିତ ଅଛନ୍ତି।ସେମାନେ ଏଥିପାଇଁ ବହୁତ ପ୍ରକାରର ଚିକିତ୍ସା କରନ୍ତି।ଯେପରିକି ଧନିଆର ପାଣି ପିଇବା, ଧନିଆର ଚଟଣୀ ଖାଇବା ନହେଲେ ଏହାର ସେବନ, ଅଖରୋଟର ସେବନ।କିନ୍ତୁ ଯଦି ଆପଣଙ୍କୁ ଏପରି ଲାଗୁଛିକି ଏସବୁ ଜିନିଷରେ ଆପଣଙ୍କ ଥାଇରଏଡ଼ର ଭଲ ଚିକିତ୍ସା ହେଉନାହିଁ ତଥାପି ଆପଣଙ୍କୁ ଔଷଧ ନେବାକୁ ପଡୁଛି।ତେବେ ଯେଉଁ ଉପାୟ ଆଜି ଆପଣଙ୍କୁ କହିବୁ ତାକୁ ଯଦି ଆପଣ ଏକ ସପ୍ତାହ ଲଗାତର କରିବେ ତେବେ ଆପଣଙ୍କୁ ଏହା ଜଣାପଡିଯିବ କି ଆପଣଙ୍କର ନା ଥାଇରଏଡ଼ର ଯନ୍ତ୍ରଣା ରହିବ ନା ଥାଇରଏଡ଼ର ଅନ୍ୟ କୌଣସି ଅସୁବିଧା ରହିବ।
ଥାଇରଏଡ଼ର ସମସ୍ୟା ପ୍ରାୟ ମହିଳାଙ୍କ ମଧ୍ୟରେ ଦେଖାଯାଏ।ଏବଂ ମହିଳାଙ୍କର ହରମୋନର ପରିବର୍ତ୍ତନ ପାଇଁ ଏହା ବାରମ୍ବାର ଚାଲିଥାଏ।ଏହାଦ୍ଵାରା ଥାଇରଏଡ଼ର ସମସ୍ୟାଦୂର ହୋଇନଥାଏ।ଏହା ଦ୍ୱାରା ମହିଳା ମାନେ ଅଧିକ ପତଳା ହୋଇଯାନ୍ତି କିମ୍ବା ଅଧିକ ମୋଟା ହୋଇଯାନ୍ତି।ଯାହାଦ୍ଵାରା ତାଙ୍କର ଦୈନିକ କାର୍ଯ୍ୟ ଥାଏ ତାହାମଧ୍ୟ ଭୂଲ ହୋଇଯାଏ।ଏହି ଉପାୟ ବହୁତ ସାଧାରଣ ଅଟେ।କିନ୍ତୁ ଆପଣ ଏହାକୁ କିପରି ତିଆରି କରିବେ ଓ କିପରି ଏହାର ସେବନ କରିବେ ତାହା ଜାଣି ରଖନ୍ତୁ।
ପ୍ରଥମେ ଆପଣ ଏକ ପ୍ୟାନ ନିଅନ୍ତୁ।ଏବଂ ଏହାପରେ ଆପଣ ଏଥିରେ କେବଳ ଏକ ଗିଲାସ ପାଣି ଦିଅନ୍ତୁ।ଏହାପରେ କେବଳ ଗୋଟିଏ ଜିନିଷର ବ୍ୟବହାର କରିବେ ଏବଂ ତାହା ହେଉଛି ଶୁଣ୍ଠି।ଶୁଣ୍ଠିରେ ଏତେ ଶକ୍ତି ଥାଏକି ଏହା ଥାଇରଏଡ଼ଠାରୁ ଆପଣଙ୍କୁ ମୁକ୍ତି ଦେଇପାରେ। ଆପଣ ଏହାକୁ କିପରି ତିଆରି କରିବେ ଓ କିପରି ଏହାର ସେବନ କରିବେ ଆସନ୍ତୁ ଜାଣିବା। ପ୍ରଥମେ ଏହି ଶୁଣ୍ଠିକୁ ହେମଦସ୍ତାରେ ଭଲଭାବରେ କୁଟି ଦିଅନ୍ତୁ।ଏବେ ଶୁଣ୍ଠିକୁ ଭଲଭାବରେ କୁଟିସାରିବା ପରେ ଯେଉଁ ଗୋଟିଏ ଗିଲାସ ପାଣି ଆପଣ ନେଇଥିଲେ ସେଥିରେ ଏହାକୁ ମିଶାଇ ଦିଅନ୍ତୁ।ଏହାପରେ ଏହି ପାଣିକୁ ଆପଣଙ୍କୁ ଫୁଟାଇବାକୁ ପଡିବ।ଏହାକୁ ଭଲଭାବରେ ଫୁଟାନ୍ତୁ।
ଯେଉଁ ମଣିଷଙ୍କୁ ଥାଇରଏଡ଼ର ସମସ୍ୟା ଥାଏ ତାଙ୍କୁ ବହୁତ ଥକାପଣ ଓ ଦୁର୍ବଳିଆ ଲାଗିଥାଏ।ଥାଇରଏଡ଼ର ଆହୁରି ଏକ ସମସ୍ୟା ହେଉଛି କି ଏହା ଦ୍ଵାରା ଅନ୍ୟ ରୋଗର ସମସ୍ୟା ବଢିଯାଇଥାଏ ଓ ଏହା କମ ହୋଇ ନଥାଏ। ଏହି ପାଣିକୁ ଆପଣଙ୍କୁ ଫୁଟାଇବା ପରେ ଏହାର ରଙ୍ଗ କଷାଳିଆ ହେବ ପରେ ଏହି ପାଣିକୁ ଆଣି ଭଲଭାବରେ ଛାଣି ନିଅନ୍ତୁ।ଏହା ପରେ ଏହି କାଢା ଆପଣଙ୍କ ଶରୀର ପାଇଁ ଥାଇରଏଡ଼ର ଔଷଧ ଭଳି କାମ କରିବ।
ଏହାର ସେବନ ଆପଣ ଖାଲିପେଟରେ ସକାଳୁ ହିଁ କରନ୍ତୁ।ଯଦି ଆପଣ ଥାଇରଏଡ଼ର କୌଣସି ଔଷଧ ନେଉଛନ୍ତି ତେବେ ଏହାକୁ ତାପରେ ୧୫ ରୁ ୨୦ମିନିଟ ପରେ ନିଅନ୍ତୁ।ଏହାମଧ୍ୟରେ ଅନ୍ୟ କୌଣସି ପଦାର୍ଥକୁ ମିଶାନ୍ତୁ ନାହିଁ।କେବଳ ଶୁଣ୍ଠିର ପାଣି ହିଁ ନିଅନ୍ତୁ।ଯଦି ଆପଣ ଏହାଛଡା ଅଦାର ପାଣି ନେବାକୁ ଚାହୁଁଛନ୍ତି ତେବେ ଏପରି କରନ୍ତୁ ନାହିଁ,ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ନାହିଁ।ଆପଣ ଶୁଣ୍ଠିକୁ ହିଁ ଏପରି ପାଣି କରି କିମ୍ବା ଚାହା ମଧ୍ୟ କହିପାରନ୍ତି ଏହାକରି ପିଅନ୍ତୁ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ।ଆପଣ ଏକ ସପ୍ତାହ ପିଇବା ପରେ ଏହାର ପ୍ରଭାବ ନିଜ ଶରୀର ଉପରେ ଦେଖିପାରିବେ ଓ ଅନୁଭବ ମଧ୍ୟ କରିପାରିବେ।କି ଆପଣଙ୍କୁ ଥାଇରଏଡ଼ ପାଇଁ ଯେଉଁ ସବୁ ଅସୁବିଧା ହେଉଥିଲା ତାହା ହ୍ରାସ ହେବ ଏହାସହିତ ଥାଇରଏଡ଼ର କଷ୍ଟ ମଧ୍ୟ ଦୂର ହେବ।ଏବଂ ଥାଇରକ୍ସିନ ହରମୋନ ଅଛି ତାହାମଧ୍ୟ ଠିକ ଭାବରେ ବାହାରିବାକୁ ଲାଗିବ।
ଏହା ସମସ୍ତ ମହିଳା ଓ ପୁରୁଷମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ ଯେଉଁ ମାନଙ୍କର ଥାଇରଏଡ଼ର ସମସ୍ୟା ବହୁତ ସମୟ ଧରି ରହିଅଛି।ଧନ୍ୟବାଦ।