October 23, 2024

Odia Express

Leading Odia News Portal of Odisha

ଏହି ପାନ ଦ୍ଵାରା ପୁରୁଣାରୁ ପୁରୁଣା କାଶରୁ ପାଆନ୍ତୁ ମୁକ୍ତି – ନିଶ୍ଚୟ ଘରେ ଏହି ପାନ ର ବ୍ୟବହାର କରନ୍ତୁ ଓ କାଶ ସମସ୍ୟା ରୁ ମୁକ୍ତି ପାଆନ୍ତୁ

ଆପଣ ଜାଣିଥିବେ କାସ ଏକ କଷ୍ଟଦାୟକ ରୋଗ ଅଟେ।କିଛି ଲୋକଙ୍କୁ କାସ ଆରମ୍ଭ ହେଲେ ସହଜରେ କମେନାହିଁ।ଅନେକ ଔଷଧ ଖାଇବା ପରେ ମଧ୍ୟ କାସ ସହଜରେ କମିନଥା।ଏହା ଦ୍ଵାରା ବ୍ୟକ୍ତି ବହୁତ କଷ୍ଟ ପାଇଥାଏ।ଆଜି ଆମେ ଏକ ପରି ଔଷଧି ଆଣିଛୁ ଯାହା କୁ ବ୍ୟବହାର କରିବା ଦ୍ୱାରା ଅତି ପୁରୁଣା କାସ ମଧ୍ୟ ସହଜରେ ଭଲ ହୋଇଯିବ। ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଔଷଧ ଖାଇବାକୁ ଆବଶ୍ୟକ ପଡିବ ନାହିଁ।ଯେପରି ପୁରୁଣା କାସ ହେଉନା କାହିଁକି ଏହାକୁ ଥରେ ଦୁଇଥର ବ୍ୟବହାର କରିବା ପରେ କାସ ଦୂର ହୋଇଯିବ।କାରଣ କାସ ପାଇଁ ଯଦି ଆପଣ କୌଣସି ଅନ୍ୟ ଔଷଧ ଖାଉଛନ୍ତି ଏହାର କୁପ୍ରଭାବ ମଧ୍ୟ ଆପଣଙ୍କ ଉପରେ ପଡିଥାଏ।କିନ୍ତୁ ଏହି ଔଷଧି ବ୍ୟବହାର ଦ୍ଵାରା ଆପଣ ବିନା କୌଣସି ଅଶୁବିଧାରେ କାସରୁ ମୁକ୍ତି ପାଇପାରିବେ।ତେବେ ଆସନ୍ତୁ ଜାଣିବା କଣ ସେହି ଔଷଧି ଓ ଏହାକୁ କିପରି ପ୍ରସ୍ତୁତ କରିବା ଓ କିପରି ବ୍ୟବହାର କରିବା।

ସର୍ଵ ପ୍ରଥମେ ଆପଣ କିଛି ଅଦା ନିଅନ୍ତୁ ସେତିକି ନିଅନ୍ତୁ ଯେପରି ଏକ ଚାମଚ ରସ ସେଥିରୁ ବାହାରିବ।ଆପଣ ଅଦାକୁ ବାଟି ସେଥିରେ ଏକ ଚାମଚ ରସ ବାହାର କରନ୍ତୁ।ଏହା କାସ ପାଇଁ ଏକ ରାମବାଣ ଔଷଧ ଅଟେ।ଏହା ପରେ ଯେଉଁ ଆବଶ୍ୟକୀୟ ଜିନିଷ ଆବଶ୍ୟକ ତାହା ହେଉଛି ମହୁ।ଆପଣ ଯଦି ସୁଦ୍ଧ ମହୁ ପାଇବେ ତେବେ ଭଲ ହେବ।ଏହା ପରେ ଏକ ଚାମଚ ମହୁ ସେହି ଅଦା ରସରେ ମିଶାନ୍ତୁ।

ଏବେ ଆମର ଅଧା ଔଷଧି ପ୍ରସ୍ତୁତ ହୋଇଯାଇଛି କାସ ଭଲ କରିବା ପାଇଁ।ତେବେ ଆଉ କଣ ଆବଶ୍ୟକ ଆସନ୍ତୁ ଜାଣିବା।ଏଥିପାଇଁ ଆବଶ୍ୟକ ଗୋଟା ପାନ।ଏହି ଔଷଧିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟା ପାନ ୪-୫ ନିଅନ୍ତୁ ।ଏହା ପରେ ସେହି ପାନକୁ ଭଲସେ ଛେଚି ଦିଅନ୍ତୁ।

ଛେଚିବା ପରେ ଯେଉଁପରି ଆମେ ଅଦା ରସ ବାହାର କରିଥିଲେ ସେହିପରି ଏକ ଚାମଚ ପାନ ରସ ବାହାର କରନ୍ତୁ।ଏହା ପରେ ତିନିଟି ଯାକ ଜିନିଷକୁ ଭଲସେ ମିଶାଇ ଦିଅନ୍ତୁ।ଏହା ବହୁତ ଉପକାରୀ ଅଟେ ଏହାକୁ ଥରେ ବ୍ୟବହାର ଦ୍ଵାରା ଆପଣଙ୍କ କାସ ଭଲ ହୋଇଯିବ।ଏହା ପରେ ଆପଣଙ୍କୁ ଗରମ ପାଣି ଏକ ଚାମଚ ଆବଶ୍ୟକ ପଡିବ।ଏଥିପାଇଁ ଆପଣ କିଛି ପାଣି କୁ ଭଲସେ ଫୁଟାଇ ସେହି ଗରମ ପାଣିକୁ ଏକ ଚାମଚ ସେଥିରେ ମିଶାଇ ପୁନଃ ଭଲସେ ଗୋଳାନ୍ତୁ।ଏହାକୁ ଆପଣ ଦିନରେ କୌଣସି ସମୟରେ ମଧ୍ୟ ତିଆରି କରି ବ୍ୟବହାର କରିପାରିବେ।ଏହାକୁ ଆପଣ ପିଇବା ପରେ କିଛି ପାଣି ପିଇପାରିବେ।ଏହା ନିଶ୍ଚୟ ରୂପରେ ଲାଭକାରୀ ଅଟେ।ଆପଣଙ୍କ କାସ ଯେତେ ବି ପୁରୁଣା ହେଉନା କାହିଁକି ଏହାକୁ ବ୍ୟବହାର କଲେ ଆପଣଙ୍କ କାସ ନିଶ୍ଚୟ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *