October 23, 2024

Odia Express

Leading Odia News Portal of Odisha

ବିବେକ ଓବରାୟ ସ୍ତ୍ରୀଙ୍କ ଫଟୋ ଦେଖିକରି ଐଶ୍ୱର୍ଯ୍ୟା ରାୟ ହୋଇଯାଇଥିଲେ ଚକିତ – ଆପଣ ମଧ୍ୟ ଏବେ ଦେଖି ନିୟନ୍ତୁ

ଆମ ବଲିଉଡ୍ ରେ ସେଲିବ୍ରେଟିଜ୍ ଙ୍କ ଗୋଟେ ନା ଗୋଟେ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି, ଏହି କିଛି ଅଭିନେତ୍ରି ତ ଏତେ ଫେମସ୍ ହୋଇଯାଆନ୍ତି କି ତାଙ୍କୁ ପରିଚୟ ବନାଇବାରେ ଦରକାର ପଡେନି, ଓ କିଛି ତ ଫିଲ୍ମ ପରେ ପ୍ଲପ୍ ହୋଇଯାଆନ୍ତି , ସେଥିରୁ ଜଣେ ବିବେକ ଓବରାୟ ଅଟନ୍ତି , ଯିଏକି ବଲିଉଡ୍ ରେ ହିଟ୍ ଫିଲ୍ମ ଦେଇନାହାନ୍ତି, କିନ୍ତୁ ନିଜ ଅଭିନୟ ଦ୍ୱାରା ଗୋଟେ ସମୟ ଥିଲା ବହୁତ ନାଁ କମାଇଥିଲେ , ଆପଣଙ୍କୁ କହିଦେବୁ କି ବିବେକ୍ ଓବରାୟ ବଲିଉଡ୍ ର ନାମୀ ଅଭିନେତା ସୁରେଶ ଓବରାୟଙ୍କ ପୁଅ ଅଟନ୍ତି, ବଲିଉଡ୍ ରେ ବିବେକ ୨୦୦୨ ରେ ଆସିଥିବା ଫିଲ୍ମ କମ୍ପାନୀ ରୁ ନିଜ କ୍ୟାରିୟର ଆରମ୍ଭ ହୋଇଥିଲା । ବିବେକ ଓବରାୟ ଥରେ ଚର୍ଚ୍ଚାରେ ଆସିଥିଲେ ଯେବେ ସେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଡେଟ୍ କରୁଥିଲେ,  ଓ ଏମିତିରେ ତାଙ୍କ ସହ ବ୍ରେକ୍ ଅଫ୍ କରିବାପରେ ବିବେକ୍ ଆରେଞ୍ଜ ମ୍ୟାରେଜ୍ କରିବାର ଫଇସଲା ନେଇଥିଲେ

ସେ କର୍ଣ୍ଣାଟକର ପୁର୍ବ ମିନିଷ୍ଟର ଜୀବରାଜଙ୍କ ଝିଅ ପ୍ରିୟଙ୍କାସହ ବିବାହ କରିନେଲେ ,ଓ ପ୍ରିୟଙ୍କା ବି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ଆଜି ଆମେ ପ୍ରିୟଙ୍କା ଓବିବେକଙ୍କ ଲଭ୍ ଷ୍ଟୋରୀ ବିଷୟରେ କହିବାକୁ ଯାଉଛୁ, ବିବେକ ଓବରାୟ ବହୁତ ସାମାଜିକ ଓ ସୈନିକ ସହାୟତା କରୁଥିବା ନେଇକରି ଚର୍ଚ୍ଚାରେ ରୁହନ୍ତି , ଆସନ୍ତୁ ଆଜି ଆମେ ଆପଣଙ୍କୁ ବିବେକ୍ ଓବରାୟଙ୍କ ସୁନ୍ଦର ସ୍ତ୍ରୀଙ୍କ ସହ ସାକ୍ଷାତ କରାଇବାକୁ ଯାଊଛୁ, ଖବର ମୁତାବିକ ବିବେକଙ୍କ ପରିଜନଙ୍କ ଇଚ୍ଛା ଥିଲା କି ବିବେକ୍ ଜଲଦି ବିବାହ କରିନିଅନ୍ତୁ, ଯାହାଦ୍ୱାରା ସେ ନିଜ ଅତୀତକୁ ଭୁଲିଯିବେ

ବିବେକଙ୍କ ମା କାହାକୁ ନକହି କର୍ଣ୍ଣାଟକର ପୁର୍ବ ମିନିଷ୍ଟର୍ ଜିବରାଜଙ୍କ ଘରକୁ ବିବେକଙ୍କ ପ୍ରସ୍ତାବକୁ ନେଇକରି ପହଞ୍ଚିଗଲେ,  କିନ୍ତୁ ଯେବେ କଥା ବିବେକଙ୍କୁ ଜଣାପଡିଲା ତେବେ ସେ ପ୍ରିୟଙ୍କାଙ୍କୁ ଦେଖା କରିବାକୁ ରାଜି ହୋଇନଥିଲେ , କିନ୍ତୁ କିଛି ସମୟ ପରେ ସବୁକିଛି କିଛି ବଦଳିଯାଏ , ସେ ପ୍ରିୟଙ୍କାଙ୍କୁ ଦେଖିବାକୁ ଗଲେ , କିନ୍ତୁ ପ୍ରିୟଙ୍କାଙ୍କୁ ଦେଖାକରିବାପୁର୍ବରୁ ବିବେକ ନିଜ ମାଙ୍କ ଆଗରେ ଏକ ସର୍ତ୍ତ୍ ରଖିଥିଲେ , ବିବେକ ସର୍ତ୍ତରେ କହିଥିଲେ କି ଯଦି ମୋତେ ପ୍ରିୟଙ୍କା ପସନ୍ଦ ଆସନ୍ତି ତେବେ ତାଙ୍କୁ ମୁଁ ବିବାହ କରିବି, ବିବେକଙ୍କ ମା ଯେବେ ଏହି ସର୍ତ୍ତ୍ ମାନିନେଲେ ତେବେ ତାପରେ ସେ ପ୍ରିୟଙ୍କାଙ୍କ ଘରକୁ ବୁଲିବାକୁ ଗଲେ ।

ଆପଣଙ୍କୁ କହିଦେବୁ କି ନିଜ ଏକ ଇଣ୍ଟରଭ୍ୟୁରେ ବିବେକ୍ କହିଥିଲେ କି ପ୍ରିୟଙ୍କା ବିଲକୁଲ୍ ମେକଅପ୍ କରିନଥିଲେ,  କାରଣ ସେ ଏକଦମ୍ ରିୟଲ୍ ଦେଖାକରିବାକୁ ଚାହୁଁଥିଲେ,  ସେ ମୋର ସାମ୍ନାକୁ ଆସିଲେ ମୁଁ ନିଜ ଜ୍ୟାକେଟ୍ ତଳେ ପକାଇଲି, ଓ ଆମେ ଦୁହେଁ ସେଠାରେ ବସି ଘଣ୍ଟାଏ ପାଖାପାଖି କଥା ହେଲୁ, ତାହାପରେ ପ୍ରିୟଙ୍କାଙ୍କୁ ୪ ଜୁଲାଇକୁ ଦେଖାକଲି, ଓ ୭ ସେପ୍ଟେମ୍ବରକୁ ଆମର ନିର୍ବନ୍ଧ ହୋଇଗଲା, ଓ ୨୯ ଅକ୍ଟୋବରକୁ ବିବାହ ହୋଇଗଲା, ଓ ତାପରେ ଆମ ଜୀବନଆଗକୁ ଗଡିଚାଲିଲା ଓ ସେ ମୋର ଲାଇଫ୍ ପାର୍ଟନର୍ ହୋଇଗଲେ

Leave a Reply

Your email address will not be published. Required fields are marked *