December 22, 2024

Odia Express

Leading Odia News Portal of Odisha

କେଉଁ ଯୋଡିଟି ବହୁତ ଭଲ ଯୋଡି ହେଇପାରେ – S ଏବଂ R ର ଯୋଡି ନା S ଏବଂ A ର ଯୋଡି କିଏ ଅଧିକ ଭଲ ହେଇଥାଏ – ନିଶ୍ଚୟ ସ୍ୱଭାବ ବିଷୟରେ ଜାଣିରଖନ୍ତୁ…

ନମସ୍କାର। ମୁଁ ଆଜି ଆପଣଙ୍କୁ S ନାମ ବ୍ୟକ୍ତିଙ୍କ ବୈବାହିକ ଜୀବନ ବିଷୟରେ କହିବାକୁ ଯାଉଅଛି। ମୁଁ ଆଜି ଆପଣଙ୍କୁ କହିବି S ନାମ ବ୍ୟକ୍ତିଙ୍କ ବୈବାହିକଯୋଡି A ନାମ ବ୍ୟକ୍ତି କିମ୍ବା R ନାମ ବ୍ୟକ୍ତିଙ୍କ ମଧ୍ୟରୁ କାହା ସହ ଭଲ ରହିବ। ଏମାନଙ୍କ ମଧ୍ୟରୁ କାହା ସହ ରହିଲେ ଦୁଃଖ କଷ୍ଟ କମିଯିବ। ତେବେ ଚାଲନ୍ତୁ ଜାଣିବା।

1.personality:- S ନାମ ବ୍ୟକ୍ତି ବହୁତ ଆକର୍ଷକ ଅଟନ୍ତି। ଏମାନେ ନିଜ ମନ ର କଥା ସମସ୍ତଙ୍କୁ କୁହନ୍ତି ନାହିଁ। ଏମାନେ ବହୁତ ଭଲ ଲୋକ ଅଟନ୍ତି।A ନାମ ବ୍ୟକ୍ତି ବହୁତ ପ୍ରଭାବଶାଳୀ ଅଟନ୍ତି। ଏମାନେ ବହୁତ ଦୃଢ଼, ପ୍ରତିଜ୍ଞ ଏବଂ ସାହସୀ ଅଟନ୍ତି। ଏମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭାରି ରହିଥାଏ।ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ।R ନାମ ବ୍ୟକ୍ତି ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ହୋଇଥାନ୍ତି। ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ।

2.nature :- S ନାମ ବ୍ୟକ୍ତି ବହୁତ ଶାନ୍ତ ଅଟନ୍ତି,କିନ୍ତୁ ଯେତେବେଳେ ସେମାନେ ରାଗି ଯାଆନ୍ତି, ସେତେବେଳେ ସେ କାହାର କଥା ଶୁଣନ୍ତି ନାହିଁ।ସେହିପରି A ନାମ ବ୍ୟକ୍ତି ଯେତେବେଳେ ରାଗି ଯାଆନ୍ତି, ସେମାନେ କାହାର କଥା ଶୁଣନ୍ତି ନାହିଁ ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ ନାହିଁ। R ନାଁ ବ୍ୟକ୍ତି ଉଦାର ଏବଂ ସରଳ ହୋଇଥାନ୍ତି ।ସେ ଯେ କୌଣସି ଝଗଡ଼ାକୁ କମାଇ ପାରନ୍ତି।ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ।

3.financial:- S ନାମ ବ୍ୟକ୍ତି ବହୁତ ତାଙ୍କ ରୋଜଗାର କରି ଥାଆନ୍ତି। ଏମାନେ ନିଜେ କଷ୍ଟ କରି ନିଜର ବ୍ୟାପାର କୁ ବଢାଇ ଥାନ୍ତି।
ସେହିପରି A ନାମ ବ୍ୟକ୍ତି ନିଜ ବୁଦ୍ଧି ବଳରେ ବହୁତ ତାଙ୍କ ରୋଜଗାର କରିଥାନ୍ତି। ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ ନାହିଁ । R ନାମ ବ୍ୟକ୍ତି ମଧ୍ୟ ବହୁତ ତାଙ୍କ ରୋଜଗାର କରିଥାନ୍ତି।ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ।

4.behaviour:- S ନାମ ବ୍ୟକ୍ତି ବହୁତ ମଜା କରିଥାନ୍ତି।  ସେହିପରି ଭାବରେ A ନାମ ବ୍ୟକ୍ତି ମଧ୍ୟ ବହୁତ ମଜା କରନ୍ତି। ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ ।R ନାମ ବ୍ୟକ୍ତି ମାନଙ୍କୁ ମଜା ପସନ୍ଦ ଆସେ ନାହିଁ । ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ ନାହିଁ।

5.life:- S ନାମ ବ୍ୟକ୍ତି ନିଜ ଜୀବନ କୁ ଖୁସି ରେ ବିତାଇବା ସହ ଅନନ୍ୟ ମାନଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରନ୍ତି। ସେହିପରି A ନାମ ବ୍ୟକ୍ତି ମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି।ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ । R ନାମ ବ୍ୟକ୍ତି ମଧ୍ୟ ବହୁତ ଦୟାଳୁ ଅଟନ୍ତି। ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ ।

6.spritual:- S ନାମ ବ୍ୟକ୍ତି ଭଗବାନ ବିଶ୍ୱାସୀ ଅଟନ୍ତି । ଏମାନେ ଭଗବାନ ଙ୍କ ଉପରେ ଭରସା କରି ପାରନ୍ତି କିନ୍ତୁ A ନାମ ବ୍ୟକ୍ତି ଭଗବାନ ଙ୍କ ଶରଣ ସେତେବେଳେ ନିଅନ୍ତି, ଯେତେବେଳେ ସେମାନେ ଶକ୍ତିହୀନ ହୋଇ ପଡନ୍ତି।ତେଣୁ ଏହି କ୍ଷେତ୍ର S ଏବଂ A ବ୍ୟକ୍ତି ଭଲ ଭାବରେ ରହି ପାରିବେ ।ସେହିପରି R ନାମ ବ୍ୟକ୍ତି ଆଧ୍ୟାତ୍ମିକତା ଉପରେ ବିଶ୍ୱାସ କରନ୍ତି।ତେଣୁ ଏହି କ୍ଷେତ୍ର S ଏବଂ R ବ୍ୟକ୍ତି ଭଲ ଭାବରେ ରହି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *