କଣ ଆପଣ ଜାଣିଛନ୍ତି ପାଇନ୍ ନଟସ୍ ଖାଇବାର ଫାଈଦା ବିଷୟରେ , ଦିମାଗ ତେଜ୍ ହେବା ସହ ମିଳିଥାଏ ଆହୁରି ଫାଇଦା
ଆପଣ ପାଇନ୍ ନଟସ୍ ବିଷୟରେ ତ ଶୁଣିଥିବେ ହଁ ଏହି କଥା ଅଲଗା କି ଆପଣ ଏହାକୁ କେବେ ଖାଇନଥିବେ, କହିଦେବୁ କି ଲଣ୍ତନରେ ପିଏଚ୍ ଡି କରୁଥିବା ଡାକ୍ତର ଗୀତାଞ୍ଜଳୀ ଶର୍ମା କହନ୍ତି କି ଆଜି ଲୋକେ ପାଇନ୍ ନଟସ୍ କୁ ଭୁଲିସାରିଛନ୍ତି, କିନ୍ତୁ ଏହା ଖାଇବା ଲୋକଙ୍କ ପାଇଁ ବହୁତ ଫାଇଦା ଦେଇପାରେ, ହଁ ଆଜ୍ଞା ଡାକ୍ତର ଶର୍ମା ପାଇନ୍ ନଟସ୍ ବିଷୟରେ କହିଲେ କି ଏହା ଅସଲରେ ବାଦାମ ରୁ ଅଧିକା ଲାଭଦାୟୀ ଅଟେ ଓ ଶସ୍ତା ବି , ତେବେ ଆପଣଙ୍କୁ ଆସନ୍ତୁ କହିବୁ ଏହାର କଣ ଫାଇଦା ଅଛି , ଓ ଏହାକୁ ଆମେ କଣପାଇଁ ଖାଇବା ଉଚିତ୍ ।
ଆପଣଙ୍କୁ ଜଣେଇଦେବୁ କି ପାଇନ୍ ନଟସ୍ ବହୁତ ଭିଟାମିନ୍ ରେ ଭରପୁର୍ ହୋଇଥାଏ, ଯାହା ଆମର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ, ଆପଣଙ୍କୁ କହିଦେବୁ କି ପାଇନ୍ ନଟସ୍ ରେ ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ବି୧ , ଭିଟାମିନ୍ ବି୨ ଓ ଭିଟାମିନ୍ ସି ସହ କପର୍, ମ୍ୟାଗ୍ନେସିୟମ୍, ଓ ଜିଙ୍କ୍ ଆଦି ମିଳିଥାଏ , ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଜଣାଯାଏ , ଏହା ସହ ପାଇ ପାଇନ୍ ନଟ୍ ଖାଇଲେ ହାଡଗୁଡିକ ମଜବୁତ୍ ହୋଇଥାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ଓ ଆଇରନ୍ ମିଳିଥାଏ , ରିସର୍ଚ୍ଚରୁ ଜଣାଯାଏ କି ପାଇନ୍ ନଟସ୍ ଏମିତି ଏକ ଡ୍ରାଇ ଫ୍ରୁଟ୍ ହୋଇଥାଏ କି ଯେଉଁଥିରେ ଏକା ସହ ଏତେ ସାରା ପୋଷକ ତତ୍ତ୍ୱ ମିଳିଥାଏ ।
ଆପଣଙ୍କୁ କହିଦେବୁ କି ଆପଣ କିଛି ଦିନରେ ନିୟମିତ ପାଇନ୍ ନଟସର ସେବନ କରିଲେ କିଛି ଦିନରେ ଆପଣଙ୍କ ସ୍କିନ୍ ଅଧିକା ଚମକ୍ ଆସିଯିବ , ଓ ଶରୀରରେ ରକ୍ତର କମି ପୁରା ହୋଇଯିବ, ଏହା ସହ ଦିମାଗ ବି ତେଜ୍ କରିବ । ଏହାର ସେବନ ଛୁଆଙ୍କ ପାଇଁ ବହୁତ ଭଲ ମାନାଯାଏ , କିନ୍ତୁ ଏହାକୁ ବଜାରରୁ କିଣିବା ସମୟରେ କିଛି ବିଶେଷ କଥା ଧ୍ୟାନ ଦେବେ ,ଯେପରି ପାଇନ୍ ନଟ୍ସ ଚୋପା ଲାଗିଥିବ ତାହାକୁ କିଣିବେ , ଓ ଏହାକୁ କେବେ ଗୋଟେ ଦିନରେ ପାଞ୍ଚଟିରୁ ଅଧିକା ନ ଖାଆନ୍ତୁ, ଏହା ଛଡା ଆପଣ ପାଇନ୍ ନଟସ୍ ହାତରୁ ଚୋପା ଛଡାଇ ପରିବାରେ ପକାଇ ଖାଇପାରିବେ, ଏହାକୁ ଖାଇବା ସମୟରେ ଏକ କଥା ଧ୍ୟାନ ରଖିବେ କି ଏହାକୁ କେବେ ଖାଲି ପେଟରେ ଖାଇବେ ନାହିଁ, ଯାହାକି ଆପଣଙ୍କୁ କ୍ଷତି ପହଞ୍ଚାଇପାରେ ।
ଯଦି ଗର୍ଭବତୀ ମହିଳା ସବୁଦିନ କମ୍ ସେ କମ୍ ପାଞ୍ଚଟି ପାଇନ୍ ନଟ୍ସର ସେବନ କରିବେ ତେବ୍ ତାଙ୍କ ଶରିରରେ ଆଇରନ୍ ର ଅଭାବ ସହ କ୍ୟାଲସିୟମ୍ କମି ପୁରା ହୋଇଯିବ, ଏହା ଛଡା ପାଇନ୍ ନଟ୍ସରେ ମିଳୁଥିବା ଆଣ୍ଟିଏକ୍ସିଡେଣ୍ଟ ଓ ଡିପ୍ରେସନ୍ ଓ ଷ୍ଟ୍ରେସ୍ ଦୁର କରିବାରେ ସହାୟକ ହେବ , ଏଥିପାଇଁ ଯଦି ଆପଣ କେଉଁ ପ୍ରକାରର ଅବସାଦରୁ ଗ୍ରସ୍ତିତ ଅଛନ୍ତି , ତେବେ ପାଇନ୍ ନଟସ୍ ଖାଆନ୍ତୁ, ଏହି ଫଳର ସେବନରୁ ଆପଣଙ୍କ ଓଜନ୍ କମ୍ ହୋଇଯାଏ , ଏହି ଫଳର ଖାସ୍ କଥା ଏହା କି ଯଦି ଆପଣ ସକାଳୁ ପାଞ୍ଚଟି ପାଇନ୍ ନଟସ୍ ଖାଲି ପେଟରେ ଖାଇବେ ଓ ଏହାପରେ ଏକ ଗିଲାସ ଲେମ୍ବୁ କିମ୍ବା ଆଲୋବେରା ଜୁସ୍ ପିଇବେ , ତେବେ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପାଇନ୍ ନଟସର ସେବନରେ ଲୁଗ୍ନ ପାଇଁ ଫାଈଦାଦାୟକ ହୋଇଥାଏ, ଯାହା ଧଳା ଦାଗ ଅଟ୍,ଏହାକୁ ଡେଲି ଡାଇଟ୍ ରେ ସାମିଲ୍ କଲେ ଆପଣ ଫାଈଦା ପାଇପାରିବେ ।