ଆଜିର ନୂଆ ମଜେଦାର ପଜଲ – ପଜଲରେ ଏକ ଓଁ ଚିତ୍ର ଅଛି ଓ ତାପରେ ଏକ କାର ଚିତ୍ର ଅଛି – ତେବେ ପୁଅଟିର ନାମ କଣ ହେବ କୁହନ୍ତୁ ? ଯଦି ଆପଣ ବୁଦ୍ଧିମାନ ବୋଲି ଭାବୁଛନ୍ତି ତେବେ ନିଶ୍ଚୟ ଉତ୍ତର ଦେବେ..
ସବୁଦିନ ପରି ପୁଣି ୧୦ ଟି ନୂଆ ପଜାଲ ବିଭାଗକୁ ନେଇ ଅଶିଚୁ ଆମେ ଆପଣଙ୍କ ପାଇଁ |ତେବେ ବିଗତ କିଛି ଦିନ ହେବ ଆପଣ ଏହି ପଜାଲ ଗୁଡିକୁ ଖୁବ ଭଲ ପାଇବା ଦେଉଛନ୍ତି |ସେଥିପାଇଁ ଆପଣାକୁ ଆନ୍ତରିକ ଧନ୍ୟବାଦ |ତେବେ ପୁଣିଥରେ ଆମେ ଆପଣଙ୍କ ପାଇଁ ଆଜି କିଛି ନୂଆ ପ୍ରଶ୍ନ ଉତ୍ତର ନେଇ ଅଶିଚୁ |ଯାହାକି ପିଉନିଟରେ ଆପଣାକୁ ଉତ୍ତର କହିବା ଓ ଭାବିବା ପାଇଁ ବାଧ୍ୟ କରିଦେବା |ତେବେ ସବୁଦିନ ପରି ଆଜି ମଧ୍ୟ ଆପଣ ଏହି ଫୋଟୋ ଦେଖି ଉତ୍ତର କମେନ୍ଟ କରନ୍ତୁ ଓ ସାଙ୍ଗ ମାନକ ସହ ନିଶ୍ଚୟ ସେୟାର କରନ୍ତୁ | ନିମ୍ନରେ ଥିବା ପ୍ରଶ୍ନ ଏବଂ ଉତ୍ତର ଅତ୍ୟନ୍ତ ମଜାଦାୟକ ତଥା ଉତ୍ସାହ ପୂର୍ଣ୍ଣ ଅଟେ।ଏହା ଆପଣଙ୍କ ବୁଦ୍ଧିର ପରୀକ୍ଷା।ଆପଣମାନେ ପଜଲ ଦେଖି ବାଳକର ନାମ ଅନୁମାନ କରିବେ।
ପଜଲ ନମ୍ବର-୧: ପ୍ରଥମ ପଜଲରେ ଏକ କାରର ଚିତ୍ର ଦେଇଛି ଓ ଏକ ଠିକ ଚିହ୍ନ ଦେଇଛି। ତେବେ ଏଠାରେ ପୁଅଟିର ନାମ କଣ ହେବ?
ଉତ୍ତର- ଏସବୁ ଚିତ୍ରକୁ ଦେଖିବା ପରେ ଜଣାପଡୁଛିକି ପୁଅଟିର ନାମ କାର୍ତ୍ତିକ।କାରଣ ପ୍ରଥମ ଚିତ୍ରରେ ଅଛି କାର ଏବଂ ଦ୍ଵିତୀୟ ଚିତ୍ରରେ ଟିକ ଚିହ୍ନ ରହିଛି ।ତେଣୁ ପୁଅଟିର ନାମ ହେବ କାର୍ତ୍ତିକ।
ପଜଲ ନମ୍ବର-୨: ଦ୍ଵିତୀୟ ପଜଲରେ ଇଂରାଜୀର ପ୍ରଥମ ଅକ୍ଷର ଏ(A) ଅଛି।ଏବଂ ତାପରେ ଏକ ତାଲାର ଚିତ୍ର ଅଛି। ତେବେ ଏଠାରେ ପୁଅଟିର ନାମ କଣ ହେବ?
ଉତ୍ତର- ଏହି ପଜଲରୁ ଜଣାପଡୁଛିକି ଏହାର ସଠିକ ଉତ୍ତର ହେବ ଆଲୋକ। କାରଣ ଇଂରାଜୀ ଅକ୍ଷର A କୁ ଓଡ଼ିଆରେ ଆ ବୋଲି ଲେଖିହେବ।ତାପରେ ତାଲାର ଇଂରାଜୀ ନାମ ହେଉଛି ଲକ। ତେଣୁ ପୁଅଟିର ନାମ ଆଲୋକ ଅଟେ।
ପଜଲ ନମ୍ବର-୩: ତୃତୀୟ ପଜଲରେ ପ୍ରଥମେ ଏକ ଚନ୍ଦ୍ରର ଚିତ୍ର ଅଛି।ଦ୍ଵିତୀୟରେ ଏକ କାନର ଚିତ୍ର ଅଛି।ଏବଂ ତୃତୀୟ ରେ ଇଂରାଜୀ ଅକ୍ଷର ଟି(T) ଅଛି। ତେବେ ପୁଅଟିର ନାମ କଣ ହେବ?
ଉତ୍ତର: ଏସବୁ ଚିତ୍ରରୁ ସ୍ପଷ୍ଟ ଅନୁମେୟ ହୁଏ କି ପୁଅଟିର ନାମ ଚନ୍ଦ୍ରକାନ୍ତ। କାରଣ ପ୍ରଥମେ ଚନ୍ଦ୍ର ଚିତ୍ର ଅଛି।ତାପରେ କାନର ଚିତ୍ର ଏବଂ ତାପରେ ଇଂରାଜୀ ଅକ୍ଷର T ଅଛି। ଯାହାକି ଓଡ଼ିଆରେ ତ କୁ ବୁଝେଇବ।ତେଣୁ ପୁଅଟିର ନାମ ଚନ୍ଦ୍ରକାନ୍ତ ଅଟେ।
ପଜଲ ନମ୍ବର-୪: ଚତୁର୍ଥ ପଜଲରେ ଏକ ଚାବିର ଚିତ୍ର ଦେଇଛି ଏବଂ ତାପରେ ଏକ ସ୍ୱରର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ଅଟେ?
ଉତ୍ତର- ଚିତ୍ରରୁ ଜଣାପଡୁଛିକି ପୁଅଟିର ନାମ କିଶୋର ଅଟେ।କାରଣ ପ୍ରଥମେ ଚାବିର ଚିତ୍ର ଅଛି।ଚାବିକୁ ଇଂରାଜୀରେ କି ବୋଲି କୁହାଯାଏ।ତାପରେ ସ୍ୱର ଚିତ୍ର ଅଛି।ତେଣୁ ପୁଅଟିର ନାମ କିଶୋର ଅଟେ।
ପଜଲ ନମ୍ବର-୫: ପଞ୍ଚମ ପଜଲରେ ଏକ ଜଗର ଚିତ୍ର ଏବଂ ଦୀପର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ଅଟେ?
ଉତ୍ତର- ଚିତ୍ରରୁ ସଂପୂଣ୍ଣ ଭାବେ ଜଣାପଡୁଛିକି ପୁଅଟିର ନାମ ଜଗଦୀପ ବୋଲି।ପ୍ରଥମେ ଜଗ ଚିତ୍ର ଅଛି ତାପରେ ଦୀପର ଚିତ୍ର ଅଛି।ତେଣୁ ପୁଅଟିର ନାମ ଜଗଦୀପ।
ପଜଲ ନମ୍ବର-୬: ଷଷ୍ଠ ପଜଲରେ ଏକ ଓଁ ଚିତ୍ର ଅଛି।ତାପରେ ଏକ କାର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ଏହା ବହୁତ ସହଜ ଅଟେ। ଚିତ୍ରରୁ ସ୍ପଷ୍ଟ ଜଣାପଡୁଛିକି ପୁଅଟିର ନାମ ଓଁକାର। କାରଣ ଓଁ ଏବଂ କାର ଚିତ୍ର ଯଥାକ୍ରମେ ଅଛି। ତେଣୁ ପୁଅଟିର ନାମ ଓଁକାର।
ପଜଲ ନମ୍ବର-୭: ସପ୍ତମ ପଜଲରେ ଏକ ମଣିଷର ମୁହଁ ଚିତ୍ର ଏବଂ କେଶ ର ଚିତ୍ର ଦିଆଯାଇଛି।ତେବେ ପୁଅଟିର ନାମ କଣ ଅଟେ?
ଉତ୍ତର- ଏହା ଅତ୍ୟନ୍ତ ସହଜ ପୂର୍ଣ୍ଣ ଅଟେ। ଚିତ୍ରରୁ ଜଣାପଡୁଛିକି ପୁଅଟିର ନାମ ମୁକେଶ।କାରଣ ପ୍ରଥମେ ଏକ ମଣିଷର ମୁହଁ ଏବଂ ତାପରେ କେଶ ର ଚିତ୍ର।ତେଣୁ ପୁଅଟିର ନାମ ମୁକେଶ ଅଟେ।
ପଜଲ ନମ୍ବର-୮: ଅଷ୍ଟମ ପଜଲରେ ପ୍ରଥମେ ଇଂରାଜୀ ଅକ୍ଷର A ତାପରେ ଏକ ପିଲା ଦୌଡୁଥିବାର ଚିତ୍ର ଦିଆ ଯାଇଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ବହୁତ ବୁଦ୍ଧିମାନ ବ୍ୟକ୍ତି ଏହାର ଉତ୍ତର ଦେଇଥାନ୍ତି।ତଥାପି ଏହା ଏକ ସହଜ ପ୍ରଶ୍ନ ଅଟେ। ଚିତ୍ରରୁ ସ୍ପଷ୍ଟ ଜଣାପଡେକି ପୁଅଟିର ନାମ ଅରୁଣ ବୋଲି।କାରଣ ପ୍ରଥମେ ଇଂରାଜୀ ଅକ୍ଷର A ଅଛି।ଯାହାକୁ ଅ ବୋଲି କୁହାଯିବ।ତାପରେ ପିଲା ଦୌଡୁଥିବାର ଚିତ୍ର;ଯାହାକୁ ଇଂରାଜୀ ରେ ରନ ବୋଲି କୁହାଯାଏ।ତେଣୁ ପୁଅଟିର ନାମ ଅରୁଣ ଅଟେ।
ପଜଲ ନମ୍ବର-୯: ନବମ ପଜଲରେ କାନ୍ଦୁଥିବାର ଏକ ଚିତ୍ର ଦେଇଛି।ଓ ତାପରେ ଏକ କୁକୁଡାର ଚିତ୍ର ଦେଇଛି।ତେବେ ପୁଅଟିର ନାମ କଣ ହେବ?
ଉତ୍ତର- ପୁଅଟିର ନାମ ରୋହନ ବୋଲି ସ୍ପଷ୍ଟ ଜଣାପଡୁଛି।କାରଣ ପ୍ରଥମେ କାନ୍ଦିବାର ଏକ ଚିତ୍ର ତାପରେ କୁକୁଡ଼ାର ଚିତ୍ର ଅଛି।ଯାହାକୁ ଇଂରାଜୀରେ ହେନ କୁହାଯାଏ।ତେଣୁ ପୁଅଟିର ନାମ ରୋହନ ଅଟେ।
ପଜଲ ନମ୍ବର-୧୦: ଦଶମ ପଜଲରେ ପ୍ରଥମେ ଏକ ସୂର୍ଯ୍ୟର ଚିତ୍ର ଅଛି।ଏବଂ ତାପରେ ଦୀପର ଚିତ୍ର ଅଛି।ତେବେ ପୁଅଟିର ନାମ କଣ ଅଟେ?
ଉତ୍ତର- ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ପୁଅଟିର ନାମ ସନ୍ଦୀପ ବୋଲି।କାରଣ ପ୍ରଥମରେ ସୂର୍ଯ୍ୟଙ୍କ ଚିତ୍ର ଅଛି; ଯାହାଙ୍କୁ ଇଂରାଜୀରେ ସନ ବୋଲି କୁହାଯାଏ।ଏବଂ ଦ୍ବିତୀୟରେ ଦୀପ ଚିତ୍ର ଅଛି।ତେଣୁ ପୁଅଟିର ନାମ ସନ୍ଦୀପ ଅଟେ।