ଆଜିର ନୂଆ ମଜେଦାର ପଜଲ – ପ୍ରଥମ ଚିତ୍ରଟି ଅଟେ A ଓ ଅନ୍ୟ ଚିତ୍ରଟି ଅଟେ ଏକ ତାଲା ରହିଛି – ତେବେ ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ ଯେ ପୁଅଟିର ନାମ କଣ ହେବ…ଉତ୍ତର ଦେଖନ୍ତୁ ଏବେ
ନମସ୍କାର ପ୍ରିୟ ପାଠକ ବୃନ୍ଦ | ସବୁଦିନ ପରି ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ନୂଆ ନୂଆ କିଛି ମଜାଳିଆ ପ୍ରଶ୍ନ ଉତ୍ତର ନେଇ ଅଶିଚୁ |ତେବେ ସବୁଦିନ ପରି ଆଜି ମଧ୍ୟ ୧୦ ଟି ଫୋଟୋ ଦେଖି ଆପଣଙ୍କୁ ଉତ୍ତର କହିବା ପାଇଁ ପଡିବ |ତେବେ ଏହା ସାଙ୍କେତିକ ପ୍ରଶ୍ନ ଉତ୍ତର ଅଟେ |ଏଥିରେ ଆପଣ ଜାଣି ପାରିବେ ଯେ ଆପଣ ନିଜର କେତେ ବୁଦ୍ଧି ଖଟେଇ ପାରୁଛନ୍ତି |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ
ଫଜଲ ନମ୍ବର୧-ପ୍ରଥମ ଚିତ୍ରରେ ଅଛି ଏକ ଓଁ ଓ ଦ୍ୱିତୀୟ ଚିତ୍ରରେ ଅଛି ଏକ କାର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ରରୁ ଜଣାପଡୁଛି ପୁଅଟିର ନାମ ଓଁକାର ।କାରଣ ପ୍ରଥମ ଚିତ୍ରଟି ହେଉଛି ଓଁ ଓ ଦ୍ୱିତୀୟଟି ହେଉଛି କାର।ଏହାର ଅର୍ଥ ପୁଅଟିର ନାମ ଓଁକାର ଅଟେ।
ଫଜଲ ନମ୍ବର୨- ପ୍ରଥମ ଚିତ୍ରଟି ଅଟେ ଜହ୍ନ, ଦ୍ୱିତୀୟ ଚିତ୍ରଟି ଅଟେ କାନ ଓ ତୃତୀୟ ଚିତ୍ରଟି ଅଟେ ପିମ୍ପୁଡି।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର- ଚିତ୍ରରୁ ଜଣାପଡୁଛି ପୁଅଟିର ନାମ ଚନ୍ଦ୍ରକାନ୍ତ।କାରଣ ପ୍ରଥମ ଚିତ୍ର ହେଉଛି ଜହ୍ନ ବା ଚଦ୍ର, ଦ୍ୱିତୀୟ ଚିତ୍ରଟି ହେଉଛି କାନ ଓ ତୃତୀୟ ଚିତ୍ରଟି ହେଉଛି ପିମ୍ପୁଡି ଯାହାର ଇଂରାଜୀ ନାମ ଆଣ୍ଟ ତେବେ ପୁଅଟିର ନାମ ହେଉଛି ଚନ୍ଦ୍ରକାନ୍ତ।
ଫଜଲ ନମ୍ବର୩-ପ୍ରଥମ ଚିତ୍ରଟି ଅଟେ ଏକ ମହୁମାଛିର ଓ ଆଉ ଏକ ଚିତ୍ର ହେଉଛି ସିଟିପିନର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ ଅଟେ ବିପିନ।କାରଣ ପ୍ରଥମ ଚିତ୍ରରେ ମହୁମାଛିର ଇଂରାଜୀ ନାମ ଅଟେ ବି ଓ ଏହାପର ଚିତ୍ରଟି ତେ ପିନ ଏହାର ଅର୍ଥ ପୁଅଟିର ନାମ ବିପିନ।
ଫଜଲ ନମ୍ବର୪-ପ୍ରଥମ ଚିତ୍ରଟି ହେଉଛି ଏକ ଘଣ୍ଟି ଓ ଦ୍ୱିତୀୟ ଚିତ୍ରଟି ତେ ଏକ ଯିମର।ତେବେ କଣ ଅଟେ ଦେଶର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଦେଶର ନାମ ବେଲଜିୟମ।କାରଣ ପ୍ରଥମ ଚିତ୍ରଟି ହେଉଛି ଘଣ୍ଟି ଯାହାର ଇଂରାଜି ନାମ ବେଲ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଯିମ ଯେବେ ଦେଶର ନାମ ହେଲା ବେଲଜିୟମ।
ଫଜଲ ନମ୍ବର୫-ପ୍ରଥମ ଚିତ୍ରଟି ଅଟେ A ଓ ଅନ୍ୟ ଚିତ୍ରଟି ଅଟେ ଏକ Luck ର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ ଆଲୋକ।କାରଣ ପ୍ରଥମ ଚିତ୍ର ଅଟେ ଏ ଓ ଅନ୍ୟ ଚିତ୍ର କୋଲପର ଇଂରାଜୀ ନାମ ଲକ ଏହାର ଅର୍ଥ ପୁଅଟିର ନାମ ଆଲୋକ ଅଟେ।
ଫଜଲ ନମ୍ବର୬-ପ୍ରଥମ ଚିତ୍ରଟି ହେଉଛି ଚାହା ଓ ଦ୍ୱିତୀୟ ଚିତ୍ରଟି ଅଟେ ନା।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର- ଚିତ୍ର ଦେଖିଜଣା ପଡୁଛି ଝିଅଟିର ନାମ ଟିନା।କାରଣ ପ୍ରଥମ ଚିତ୍ର ଚାହାର ଇଂରାଜୀ ନାମ ଟି ଓ ଦ୍ୱିତୀୟ ଚିତ୍ର ହେଉଛି ନା ଅର୍ଥାତ ଝିଅଟିର ନାମ ଟିନା।
ଫଜଲ ନମ୍ବର୭-ପ୍ରଥମ ଚିତ୍ରରେ ଅଛି ଅସ ଓ ଦ୍ୱିତୀୟ ଚିତ୍ରଟି ହେଉଛି ଓକେ।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର- ଚିତ୍ରଦେଖି ଜଣାପଡୁଛି ପୁଅଟିର ନାମ ଅଶୋକ।କାରଣ ପ୍ରଥମ ଚିତ୍ରଟି ହେଉଛି ଅସ ଓ ଦ୍ୱିତୀୟ ଚିତ୍ରଟି ଅଟେ ଓକେ।ଅର୍ଥାତ ପୁଅଟିର ନାମ ଅଶୋକ।
ଫଜଲ ନମ୍ବର୮-ପ୍ରଥମ ଚିତ୍ର ଅଟେ ଚାବି ଓ ଦ୍ୱିତୀୟ ଚିତ୍ର ହେଉଛି ଶବ୍ଦ।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର- ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ କିଶୋର ।କାରଣ ପ୍ରଥମ ଚିତ୍ର ଚାବିର ଇଂରାଜୀ ନାମ କି ଓ ଦ୍ୱିତୀୟ ଚିତ୍ର ଶବ୍ଦ ବା ସ୍ୱର ସେଥିପାଇଁ ପୁଅଟିର ନାମ କିଶୋର।
ଫଜଲ ନମ୍ବର୯-ପ୍ରଥମ ଚିତ୍ର ହେଉଛି ଓ ଓ ଦ୍ୱିତୀୟ ଚିତ୍ରରେ ଅଛି ଜଣେ ଲୋକ।ତେବେ କଣ ଅଟେ ଦେଶର ନାମ?
ଉତ୍ତର- ଚିତ୍ର ଦେଖିଜଣାପଡୁଛି ଦେଶର ନାମ ଓମାନ।କାରଣ ପ୍ରଥମ ଚିତ୍ର ହେଉଛି ଓ ଓ ଦ୍ୱିତୀୟ ଚିତ୍ର ମଣିଷର ଇଂରାଜୀ ନାମ ମ୍ୟାନ ତେଣୁ ପୁଅଟିର ନାମ ଓମାନ।
ଫଜଲ ନମ୍ବର୯-ପ୍ରଥମ ଚିତ୍ରରେ ଏକ ହୃଦୟ ଅଛି ଓ ଦ୍ୱିତୀୟ ଚିତ୍ରରେ ଅଛି ଲି।ତେବେ କଣ ଅଟେ ସହରର ନାମ?
ଉତ୍ତର- ଚିତ୍ର ଅନୁସାରେ ସହରର ନାମ ଦିଲ୍ଲୀ କାରଣ ପ୍ରଥମ ଚିତ୍ରଟି ଅଟେ ହୃଦୟ ବା ଦିଲ ଓ ଦ୍ୱିତୀୟ ଚିତ୍ରଟି ଅନେ ଲି ଅର୍ଥାତ ସହରର ନାମ ଦିଲ୍ଲୀ