ଯଦି ଆପଣଙ୍କୁ ହେଉଛି କାଶର ସମସ୍ୟା , ଏବେ ଏହି କିଛି ଉପାୟରୁ ଦୁର ହୋଇଯିବ କାଶ ସବୁଦିନ ପାଇଁ..
ଥଣ୍ତାର ଦିନ ଆରମ୍ଭ ହୋଇସାରିଛି, ଏହା ସହ ରୋଗ ହେବାର ସଂମ୍ଭାବନା ବି ବଢିଯାଈଛି, ଥଣ୍ତାଦିନରେ ସମସ୍ତଙ୍କୁ କାଶ ହେବାର ସମସ୍ୟା ଭୋଗିବାକୁ ପଡେ, ଏହା ଜରୁରୀ ନୁହେଁ କି କାଶ କେବଳ ଶୀତର ଦିନରେ ହିଁ ହୋଇଥାଏ, କାଶ ଯେବେ ଆମକୁ ହୋଇଥାଏ ତେବେ ଏହାର ଅନ୍ଦାଜା ହୋଇନଥାଏ , କାଶ ଅଧିକା ହେଲେ ଆମର ଗଳା ପୀଡା ହୋଇଥାଏ , କାଶ ଠିକ୍ କରିବାପାଇଁ ସବୁଠାରୁ ଭଲ ମେଡିସିନ୍ ଯଦି ଡାକ୍ତରଙ୍କୁ ପଚାରିବା ତେବେ ସେ ଆମକୁ କଫ୍ ସିରପ୍ ପାଣି ପିଇବାକୁ କହିବେ , ପିଇବା ବାଲା ମେଡିସିନ୍ ପ୍ରଭାବ ପକାଇଥାଏ, କେବେ କେବେ କିନ୍ତୁ ଏହା ଏତେ ପ୍ରଭାବ ପକାଏ ନାହିଁ , ଓ କାଶ ଆହୁରି ତିବ୍ରତର ହୋଇଯାଏ , ଯଦି ଖାଇବାର ଆମେ ୨ ସପ୍ତାହରୁ ଅଧିକା ହୋଇଯାଏ , ତେବେ ସେମିତି ସଠିକ୍ ଚିନ୍ତାର ବିଷୟ ହୋଇଯାଏ , କାରଣ ଯଦି ଅଧିକା କାଶ ହୋଇଥାଏ, ତେବେ ଆମର ଗଳାରେ ବହୁତ ଅସୁବିଧା ହୋଇଥାଏ, ଓ ଆମକୁ କିଛି ଅଲଗା ରୋଗ ହୋଇପାରେ , କାଶ ଠିକ୍ କରିବାର ଏକ ଭଲ ଘରୋଇ ତରିକା ଅଛି, ଯାହା ଆମର ପୁର୍ବଜ କରୁଥିଲେ, କିଛି ଘରୋଇ ପ୍ରକିୟା ଅଛି ଯାହା କାମ କରେ ଓ କିଛି କାମ କରେ ନାହିଁ, ତେବେ ଆସନ୍ତୁ ଜାଣିବା ଘରୋଇ ପ୍ରକିୟା ବିଷୟରେ ଯାହା କାଶକୁ ଦୁର କରିଦେବ ।
୧) ଗୋଲମରିଚ : ଆପଣ ଏହା ତ ଜାଣିଥିବେ କି ଗୋଲମରିଚ ଆମର ଥଣ୍ତାଜ୍ୱରକୁ ଠିକ୍ କରିବାରେ କାମ କରିଥାଏ, ଗୋଲମରିଚ ବହୁତ ଲାଭକାରୀ ଅଟେ, ଏହା ଚାହାରେ ପକାଇ ଏହାର ସ୍ୱାଦ ଆହୁରି ମଜାଦାର୍ କରିଦିଏ , ଏହି ପ୍ରକିୟାକୁ ଆପଣ ଗୋଲମରିଚ, ଗାଇର କ୍ଷୀରରୁ ତିଆରି ଘିଅ, ଓ ପେଷିଥିବା ମିଶ୍ରୀ ଦରକାର୍ ହେବ , ପ୍ରଥମେ ଆପଣ ଘିଅ ଓ ଗୋଲମରିଚ କୁ ମିଶାଈକରି ତାକୁ ଧିମା ଆଞ୍ଚରେ ପକାଇବା ଆରମ୍ଭ କରିଦିଅନ୍ତୁ, ଟିକିଏ ପରେ ମିଶ୍ରୀରେ ପକାଇ ତାକୁ ଭଲରେ ମିକ୍ସ କରିଦିଅନ୍ତୁ, ଏବେ ଏଥିରେ ଗୋଲମରିଚକୁ ଅଲଗା କରିଦିଅନ୍ତୁ, ଓ ଗୋଲମରିଚକୁ ଖାଇଦିଅନ୍ତୁ , ଏମିତି ୩ ଦିନ ଲଗାତାର କରିଲେ ଆପଣଙ୍କ କାଶ ଦୁର ହୋଇଯିବ ।
୨) ତୁଳସୀର ଚାହା- ଚାହା ଆମର ସବୁ ରୋଗକୁ ଠିକ୍ କରିଦିଏ , ଚାହା ଆପଣ ବହୁତ ତରିକାରେ ଅଲଗା ଅଲଗା ମେଡିସିନ୍ ପରି ବ୍ୟବହାରକରିପାରିବେ ,ଏହି ପ୍ରକିୟାକୁ ଆପଣ ତୁଳସୀ ଓ ଗୋଲମରିଚ ଚାହାରେ ମିଶାଇକରି ଏଥିରେ ଅଦା ପକାଇଦିଅନ୍ତୁ , ଏବେ ଏହାକୁ ପିଇଦିଅନ୍ତୁ , ଏଥିରେ ଆପଣଙ୍କ ଗଳାକୁ ଆରାମ ମିଳିବ , ଓ ଆପଣଙ୍କ କାଶ ଜଲଦି ହିଁ ଶେଷ ହୋଇଯିବ ।
୩) ଗୋଟେ ଲୁଣ- ଲୁଣ ଏମିତି ଏକ ପଦାର୍ଥ ଅଟେ ଯାହା ଆପଣଙ୍କ ଶରୀରର ସବୁ ଭାଗ ପାଇଁ ଭଲ ହୋଇଥାଏ, ଓ ସବୁ ଜାଗାରେ ଅଲଗା ଲାଭଦେଖାଯାଏ , ଧ୍ୟାନ ରଖିବେ କି ଯଦି ଆପଣ ଲୁଣ ଅଧିକା ମାତ୍ରାରେ ଖାଉଛନ୍ତି ,ତେବେ ଏହା ଶରୀର ପାଇଂ ହାନିକାରକ ହୋଇପାରେ, ଏଥିପାଇଁ ଧ୍ୟାନ ରଖିବେ କି ଯଥୋଉଚିତ୍ ଦରକାର ମୁତାବିକ ବ୍ୟବହାର କରନ୍ତୁ, ଏହି ପ୍ରକିୟାପାଇଁ ଆପଣଙ୍କୁ ଗୋଟାଲୂଣ ଦରକାର, ଲୁଣ କୁ ଗରମ କରିବେ , ଓ ଏହା ଲାଲ୍ ହେଲେ ତାହାକୁ ପାଣିରେ ପକାଇ ଏକ କପରେ ରଖିଦିଅନ୍ତୁ, ଓ ସେହି ପାଣିକୁ ପିଇଦିଅନ୍ତୁ, ଏମିତି ସବୁଦିନ୍ କରନ୍ତୁ, ୨ ଦିନରେ ଆପଣଙ୍କ କାଶ ଠିକ୍ ହୋଇଯିବ ।