September 12, 2024

Odia Express

Leading Odia News Portal of Odisha

ସଞ୍ଜୟ ବାଙ୍ଗର କହିଲେ , ଧୋନୀଙ୍କ ଜାଗାରେ ଏହି ଖେଳାଳୀଙ୍କୁ ବନାଇପାରିବେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ – ଦେଖନ୍ତୁ କିଏ ହେବେ ଆଗାମୀ ଦିନର ଅଧିନାୟକ..

ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଏହି ସିଜିନ୍ ଆଇପିଏଲ୍ ୨୦୨୦ କିଛି ଖାସ୍ ରହିନଥିଲା,  ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱ ବାଲି ଚେନ୍ନାଇ ଟିମ୍ ଆଇପିଏଲ୍ ୨୦୨୦ ରେ ୧୨ ଅଙ୍କରସହ ୭ମ ସ୍ଥାନରେ ଥିଲା,  ଓ ନିଜ ଆଇପିଏଲ୍ କ୍ୟାରିୟର ରେ ପ୍ରଥମଥର ପ୍ଲେ ଅଫ୍ କ୍ୱାଲିଫାଇ କରିପାରିଲା ନାହିଁ ,ସଞ୍ଜୟ ବାଙ୍ଗର ଷ୍ଟାର୍ ସ୍ପୋର୍ଟସର ଶୋ କ୍ରିକେଟ୍ ପ୍ରତିଯୋଗିତା ବିଷୟରେ କହିଥିଲେ କି ଯେତେ ପର୍ଯ୍ୟନ୍ତ ମୁଁ ଜାଣିଛି । ୨୦୧୧ ପରେ ଧୋନୀ ଟିମ୍ ଇଣ୍ତିଆର ଅଧିନାୟକତ୍ୱ ଭାବିଥିଲେ , କିନ୍ତୁ ସେ ଜାଣିଥିଲେ କି ତାଙ୍କ ପରେ ଟିମ୍ କିଛି ମୁସକିଲ୍ ମ୍ୟାନ୍ ଆସିବାର ଥିଲା, ଓ ଆମେ ଇଂଲଣ୍ତ ଓ ଅଷ୍ଟ୍ରେଲିଆ ଯିବାର ଥିଲା , ଏହା ସହ ତାଙ୍କ ସମୟର୍ କେହି ବି ଖେଳାଳୀ ଅଧିନାୟକ ପାଇଁ ପ୍ରସ୍ତୁତ ନଥିଲା , ସେ ସେହି ସମୟରେ ଟିମ୍ ଇଣ୍ତିଆର ଅଧିନାୟକ ବିରାଟ କୋହଲି ଙ୍କୁ ଦେଇଦେଲେ , ଓ ତାଙ୍କ ପରେ ଖେଳିଲେ

ଯାହା ମୁଁ ବୁଝିପାରୁଛି, ମୋତେ ଏଭଳି ଲାଗୁଛି କି ମହେନ୍ଦ୍ର ସିଂ ଧୋନୀ ଆଗାମୀ ବର୍ଷ ଟିମ୍ ଅଧିନାୟକତ୍ୱ ଆଉ କରିବେ ନାହିଁ ସେ ଏକ ଏମିତି ଖେଳାଳୀ ହିସାବରେ ଖେଳିବେ,  ଓ ଏହି ଷ୍ଟେଜରେ ଧୋନୀ ଅଧିନାୟକତ୍ୱ ଫାଫ୍ ଡୁ ପ୍ଲେସିଙ୍କୁ ଦେଇଦେବେ । ଭାରତର ପୁର୍ବ ବ୍ୟାଟିଙ୍ଗ୍ କୋଚ୍ କହିଲେ କି କାରଣ ଏବେ କାର ସମୟରେ ଚେନ୍ନାଇ ପାଖରେ ଅଧିନାୟକତ୍ୱ ପାଇଁ କିଛି ଅଲଗା ଅପସନ୍ ନାହିଁ ,। ଓ ଟିମ୍ ବାହାରେ ଅକ୍ସନ୍ କିମ୍ବା ଟ୍ରେଣ୍ତିଙ୍ଗ୍ ରେ କେଉଁ ବି ଟିମ୍ ଏମିତି ଖେଳାଳୀ ରିଲିଜ୍ କରିବନାହିଁ, ଯାହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକତ୍ୱ କରିବାର ଦକ୍ଷତା ଥିବ ।

ଧୋନୀ ଆଇପିଏଲ୍ ୨୦୨୦ ରେ ଚେନ୍ନାଇ ସୁପରକିଙ୍ଗ୍ ପାଇଁ ଶେଷ ମ୍ୟାଚରେ ଟସ୍ ଜିତିବାପରେ ସ୍ପଷ୍ଟକରିଥିଲେ କି ଏହା ତାଙ୍କର ଶେଷ ସିଜିନ୍ ନୁହେଁ ଓ ସେ ଆଇପିଏଲ୍ ୨୦୨୧ ରେ ଚେନ୍ନାଇ ସୁପରକିଙ୍ଗ୍ ତରଫରୁ ଖେଳିବେ , ସେ ଚେନ୍ନାଇ ସୁପର୍ କିଙ୍ଗ୍ ପାଇଁ ଆଇପିଏଲ୍ ୨୦୨୧ ରେ ଅଧିନାୟକତ୍ୱ ନୁହେଁ ବରଂ ଜଣେ ଖେଳାଳୀ ଭାବେ ଖେଳୁଥିବାର୍ ନଜର ଆସିବେ ।ତେବେ ଏ ନେଇ ଧୋନି ଙ୍କ ତରଫ ରୁ କୌଣସି ସ୍ପଷ୍ଟ ହେଇନାହିଁ |ତେବେ ଆଗାମୀ ଦିନରେ ଦେଖିବା ପାଇଁ ରହିଲା ଯେ କିଏ ଦଳର ଅଧିନାୟକ ପାଦ ସମ୍ଭାଳିବେ |ତେବେ ଆପଣ ମତରେ କିଏ ଚେନ୍ନାଇ ର ଅଧିନାୟକ ହେବ ପାଇଁ ଯୋଗ୍ୟ କମେନ୍ଟ କରିବେ

Leave a Reply

Your email address will not be published. Required fields are marked *