December 26, 2024

Odia Express

Leading Odia News Portal of Odisha

ଶନିଦେବ ଓ ମହାଲକ୍ଷ୍ମୀଙ୍କର ଏହି ଉପାୟ ସହ କରିଲେ ଖୋଲିଥାଏ ଭାଗ୍ୟ, ମିଳିଥାଏ ବହୁତ ସାରା ଧନ ଲାଭ

ଏହି କଥାରେ କୌଣସି ରାୟ ନାହିଁ କି ଆଜିର ମହଙ୍ଗା ଜମାନାରେ ସମସ୍ତେ ଅଧିକାରୁ ଅଧିକା ପଇସା କମାଇବାକୁ ଚାହଁନ୍ତି , ପଇସା ଏମିତି ଏକ ଜିନିଷ ଅଟେ ଯାହା ସମସ୍ତଙ୍କୁ ଆକର୍ଷୀତ କରିଥାଏ , ଏହି ପଇସାର ଚକ୍କରରେ ମଣିଷ ଦିନରାତି ପରିଶ୍ରମକରିବାକୁ ଲାଗେ, କିନ୍ତୁ ବହୁତଥର ଆପଣ୍ ଜାଣିଥିବେ କି ଆପଣ ଲଗାତାର୍ ପରିଶ୍ରମ କରିବାପରେ ବି ଆପଣଙ୍କୁ ପଇସା ପର୍ଯ୍ୟାପ୍ତ ପରିମାଣର ପଇସା ମିଳିପାରେ ନାହିଁ , ଆପଣଙ୍କୁ ପଇସା କମାଇବାର ରାସ୍ତାରେ ଏମିତି ବହୁତ ଅସୁବିଧା ଦେଖାଯାଏ , ନୁଆ ପଇସା କମାଇବା ଦୁର ଯାହା ପ୍ରଥମରୁ ଘରେ ରଖା ହୋଇଥାଏ, ତାହା ହାତରୁ ଚାଲିଯାଏ , ଯଦି ଆପଣ ଏହି ପ୍ରକାରର ସମସ୍ୟାରୁ ଯୋଡି ହୋଇଛନ୍ତି , ତେବେ ଏହି କଥାର ସଂମ୍ଭାବନା ଅଛି କି ଆପଣଙ୍କ କୁଣ୍ତଳୀରେ ଖରାପ ବେଳା ଚାଲୁଛି, ଏହି କାରଣରୁ ଆପଣଙ୍କ ଭାଗ୍ୟ ଦୁର୍ବଳ ଅଛି । ଏହି ସମସ୍ୟାର ନିବାରଣ ପାଇଁ ଆପଣ ଦୁଇଟି ଦେବୀ ଦେବତାଙ୍କୁ ପ୍ରସନ୍ନ କରିବାକୁ ହେବ , ଏହି ଲିଷ୍ଟରେ ପ୍ରଥମେ ଦେବୀ ମା ଲକ୍ଷ୍ମୀ ଆସନ୍ତି , ଲକ୍ଷ୍ମୀ ଯିଏ କି ଧନର ଦେବୀ ରୁପରେ ଜଣାଯାଆନ୍ତି

ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ଆସିଯାଏ , ତାଙ୍କୁ ଘରୁ ପଇସା ଆସିବା ଦଶଗୁଣା ବଢିଯାଏ , ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଆସିଯାଏ ଶନିଦେବମ୍ ଶନିଦେବ ଜୀବନରେ ଆସୁଥିବା ସବୁ ପରିସ୍ଥିତି ଦୁର କରିବାପାଇଁ ଜଣାଯାଏ , ଏମିତିରେ ଯେବେ ପଇସା ଅର୍ଜିତ କରିବାର ରାସ୍ତା ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ଆସେ ତେବେ ଶନିଦେବ ତାହାର ନିବାରଣ କରିପାରିବେ , ଏହି କାରଣରୁ ଆମେ ଏହି ଉପାୟମାଧ୍ୟମରେ ଶନିଦେବ ଓ ମା ଲକ୍ଷ୍ମୀ ଦୁହେଁଙ୍କୁ ସାମିଲ୍ କରିବାକୁ ହେବ ।

ଶୁକ୍ରବାର ଦିନ ବଜାରରୁ ରୁପାର ଏକ ପଇସା କିଣିକରି ଆଣନ୍ତୁ , ଆପଣ ଚାହିଁଲେ ଘରେ ରଖିଥିବା ପୁରୁଣା ରୁପା ପଇସାକୁ ବ୍ୟବହାର କରିପାରିବେ , କିନ୍ତୁ ନୁଆ ପଇସା ଆଣିଲେ ଏହି ଉପାୟ ପ୍ରଭାବ ଅଧିକା ରୁହେ , ଆପଣ ଏହି ପଇସାକୁ ମା ଲକ୍ଷ୍ମୀଙ୍କର ପ୍ରତିମା ଆଗରେ ରଖି ଏକ କଦଳୀର୍ ପତ୍ରରେ ରଖିଦେବେ , ଏହି ପଇସା ଉପରେ ଏକ ସୁଖିଲା ପାନପତ୍ର ରଖିଦେବେ , ଏବେ ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଘିଅ ଦିପ ଲଗାନ୍ତୁ , ପ୍ରଥମ ଦିପ ମା ଲକ୍ଷ୍ମୀଙ୍କ ପାଖରେ ରଖନ୍ତୁ , ଓ ଦ୍ୱିତୀୟ କଦଳିର ପତ୍ର ଉପରେ ରଖିଦିଅନ୍ତୁ , ଏହାପରେ ମା ଲକ୍ଷ୍ମୀଙ୍କର୍ ଆରତୀ କରନ୍ତୁ ଓ ହଳଦୀ, କୁମକୁମ୍ ଓ ଚାଉଳର ଏହି ପଇସା ଓ ତାହାଉପରେ ପାନପତ୍ର ପୁଜା କରନ୍ତୁ , ଏହି ପଇସା ରାତିସାରା ଲକ୍ଷ୍ମୀଙ୍କର ସାମ୍ନାରେ ରଖନ୍ତୁ ।

ଏବେ ଆଗାମୀ ଦିନ ମାନେ ଶନିବାରକୁ ଏକ କଳାରଙ୍ଗର କପଡା ଆଣନ୍ତୁ , ଓ ଏହି କପଡାକୁ ଏହି ରୁପାର ପଇସା ଓ ପାନପତ୍ର ରଖି ବାନ୍ଧିଦିଅନ୍ତୁ , ଏବେ ଏହି କପଡାକୁ ଶନିଦେବ ପ୍ରତିମା ସାମ୍ନାରେ ରଖନ୍ତୁ , ଏଠାରେ ଏହି ତେଲର ଦୀପ ଲଗାନ୍ତୁ, ଓ ତାଙ୍କର୍ ଆରତୀ କରନ୍ତୁ , ଏହାପରେ ଏହି କଳା କପଡା ଓ ଏଥିରେ ରଖିଥିବା ରୁପା ପଇସା ଘର ଆଲମୀରାରେ ରଖିଦିଅନ୍ତୁ । ଏମିତି କରିଲେ ପଇସା କମାଇବାର ଆସୁଥିବା ଅସୁବିଧା ଦୁର ହୋଇଯିବ , ତାହା ସହ ଆପଣଙ୍କ ପଇସା ମାମଳାରେ ଭାଗ୍ୟ ଖୋଲିଯିବ , ଓ ଆପଣଙ୍କୁ ଅଧିକା ପଇସା କମାଇବାର ନୁଆ ଅବସର ମିଳିବ , ଯଦି ଆପଣଙ୍କୁ ଏହି ଉପାୟ ପସନ୍ଦ୍ ଆସିଲା ତେବେ ଅନ୍ୟଙ୍କ ସହ ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *