February 5, 2025

Odia Express

Leading Odia News Portal of Odisha

ମିଷ୍ଟର୍ ଇଣ୍ତିଆର୍ ଦେଖାଯାଉଥିବା ନିରିହ ଟିନା ଆଜି ୩୦ ବର୍ଷ୍ ପରେ ଦେଖାଯାଉଛନ୍ତି ବହୁତ ହିଁ ସୁନ୍ଦର..

ଆମର ବଲିଉଡ୍ ଇଣ୍ତଷ୍ଟ୍ରିରେ ବିଗତ ଦିନରେ କିଛି ଫିଲ୍ମ ତିଆରି ହୋଇଥିଲା ଯାହା ଆଜି ବି ଲୋକେ ମନେ ରଖିଛନ୍ତି , ଓ ସେହି ବ୍ଲକ୍ ବଷ୍ଟର୍ ଫିଲ୍ମରୁ ଗୋଟେ ଫିଲ୍ମ ଆସିଥିଲା , ମିଷ୍ଟର୍ ଈଣ୍ତିଆ ଯାହା ଛୁଆଙ୍କୁ ନେଇକରି ବଡ ବୟସ୍କ ପର୍ଯ୍ୟନ୍ତ ପସନ୍ଦ କରାଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଅନିଲ୍ କାପୁର, ଶ୍ରୀଦେବୀ, ଆଜି ଶ୍ରୀଦେବୀ ଆମ ମଧ୍ୟରେ ନାହାନ୍ତି କିନ୍ତୁ ଆପଣଙ୍କୁ କହିଦେବୁ କି ଅନିଲ୍ କାପୁର୍ ଓ ଶ୍ରୀଦେବୀଙ୍କ ଷ୍ଟାରର୍ ଫିଲ୍ମ ମିଷ୍ଟର୍ ଇଣ୍ତିଆ ଏବେ ନିଜର ୩୦ ତମ ବାର୍ଷିକି ପୁରା କରିସାରିଛି ।  ମିଷ୍ଟର ଇଣ୍ତିଆ ୧୯୮୭ର ସବୁଠାରୁ ସୁପରହିଟ୍ ଫିଲ୍ମରୁ ଗୋଟେ ଥିଲା , ଯେଉଁଥିରେ ଅନିଲ୍ କାପୁର୍ ଶ୍ରୀଦେବୀ ଥିଲେ,  ମିଷ୍ଟର ଇଣ୍ତିଆ ଫିଲ୍ମ ସେହି ସମୟରେ ଧମାଲ୍ ମଚାଇଦେଇଥିଲା,  ସମସ୍ତଙ୍କୁ ସେହି ଫିଲ୍ମ ବହୁତ ପସନ୍ଦଆସିଥିଲା,  ମିଷ୍ଟର ଇଣ୍ତିଆର ଫିଲ୍ମ ଡାଇଲଗ୍ ଓ ଗୀତ ସମସ୍ତଙ୍କ୍ ହୃଦୟ ଜିଣିଥିଲା< ମିଷ୍ଟର ଇଣ୍ତିଆ ଫିଲ୍ମରେ ଅନିଲ୍ କାପୁର୍ ଓ ଶ୍ରୀଦେବୀଙ୍କ କ୍ୟାରିୟର ସହ ସବୁଠାରୁ ବଡ ସୁପରହିଟ୍ ଫିଲ୍ମ ଥିଲା,  ସେହି ଫିଲ୍ମରେ ଅନିଲ୍ କାପୁର୍ ଶ୍ରୀଦେବୀଙ୍କୁ ଅଧିକା ପସନ୍ଦ୍ କରାଯାଉଥିଲା,  ଓ ଦୁହେଁ ଅଧିକା ଉତ୍ସାହିତ ବି ଥିଲେ ।

୧୯୮୭ ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଆଫତାବ୍ ଶିବଦାସନୀ ପର୍ଯ୍ୟନ୍ତ ସବୁ କ୍ୟାରେକ୍ଟର୍ ଲୋକଙ୍କ ହୃଦୟରେ ଏକ ଛାପ ଛାଡିଥିଲେ,  ମିଷ୍ଟର ଇଣ୍ତିଆ ଫିଲ୍ମରେ ଅମରେଶ୍ ପୁରୀ ଭୁମିକାକୁ କେହି ଭୁଲିପାରିବେନାହିଁ ତାଙ୍କର ଡାଇଲଗ୍ ମୋଗାମ୍ବୋ ଖୁସ୍ ହୁଆ, ଆଜି ବି ସମସ୍ତଙ୍କ ପାଟିରେ ଅଛି, ଓ ଏହି ଡାଇଲଗ୍ ବଲିଉଡ୍ ଇତିହାସରେ ଏକ ସୁପରହିଟ୍ ଡାଇଲଗ୍ ହୋଇସାରିଛି, ହାତରେ ଘଣ୍ଟା ପିନ୍ଧି ଗାୟବ ହୋଇଯିବା, ଆମେ ସେ ସବୁ କୁ ସତ ମାନିନେଉଥିଲେ, ଓ କେବେ କେବେ ଖେଳିଲେ ବି ଆମେ ଗାୟବ ହୋଇଯିବାର ନାଟକ କରୁଥିଲେ,  ସେହି ମୁଭିରେ ହବା ହବାଇ କୁ କେହି ଭୁଲିପାରିବେନାହିଁ । ମିଷ୍ଟର୍ ଇଣ୍ତିଆରେ ଏହି ତିନି କଳାକାରଙ୍କ ଛଡା ଅନିଲ୍ କାପୁର୍ ତିନି ମସ୍ତିଖୋର୍ ଛୁଆ ବି ଥିଲେ ଯାହାଙ୍କ ଭୁମିକା ଯୋଗୁଁ ଫିଲ୍ମଟି ସଫଳ ହୋଇଥିଲା

ଆପଣଙ୍କୁ ମନେ ପକାଇଦେବୁ କି ସେହି ଫିଲ୍ମରେ ଏକ ଛୋଟ କ୍ୟୁଟ୍ ଝିଅ ଥିଲା ଯିଏ ବହୁତ୍ କାନ୍ଦୁଥିଲା<  ତାଙ୍କ ନାଁ ହେଲା ଟିନା , ଆପଣଙ୍କୁ କହିଦେବୁ କି ଅନିଲ୍ କାପୁର୍ ଓ ଶ୍ରୀଦେବୀ ଏହି ଫିଲ୍ମରେ ଅଧିକା ଲୋକପ୍ରିୟ ଶିଶୁ କଳାକାର ଥିଲେ ଟିନା, ଯାହାଙ୍କର ବମ୍ ବ୍ଲାଷ୍ଟରେ ମୃତ୍ୟୁ ହୋଇଯାଏ । ଆପଣଙ୍କୁ କହିଦେବୁ କି ଫିଲ୍ମ ଟିନାଙ୍କ କ୍ୟାରାକ୍ଟର୍ ପ୍ଲେ କରୁଥିବା ଶିଶୁ କଳାକାର ଅସଲି ନାଁ ହୁଜାନ୍ ଖୋଦେଜି ଅଟେ , ଯେଉଁ ସମୟରେ ସେ ରୋଲ୍ ପ୍ଲେ କରିଥିଲେ ସେତେବେଳେ ସେ୬ ବର୍ଷର ଥିଲେ , କିନ୍ତୁ ଏବେ ହୁଜାନ୍ ୩୬ ବର୍ଷର୍ ହୋଇସାରିଛନ୍ତି, ଓ ଏବେ ଦୁଇଟି ଛୁଆଙ୍କ ମା ଅଟନ୍ତି, ଓ ଫିଲ୍ମରୁ ସେ ଦୁରେଇଯାଇଛନ୍ତି ।

ହୁଜାନ୍ ଏବେ ଏକ ବିଜ୍ଞାପନ କମ୍ପାନୀରେ ଜଣେ ଆଡଭରାଟାଇଜିଙ୍ଗ୍ ଏକଜ୍ୟୁକିଟିଭ୍ ଭାବେ କାମ କରୁଛନ୍ତି , ଏକ ଇଣ୍ଟରବ୍ୟୁରେ ଫିଲ୍ମ ର କାମ କରିବାକୁ ନେଇ ହୁଜାନ୍ କହନ୍ତି କି କାଷ୍ଟିଙ୍ଗ୍ ଡାଇରେକ୍ଟର୍ ମୋର ବାପାଙ୍କ ସାଙ୍ଗ ଥିଲେ , ମୁଁ ଅଡିସନ୍ ପାଇଁ ଗଲି ଓ ମୋର ସିଲେକ୍ସନ୍ ହୋଇଗଲା,  ଫିଲ୍ମର ସୁଟିଙ୍ଗ୍ ପରେ ହୁଜାନ୍ ମାଡ୍ରାସ୍ ଚାଲିଗଲେ,  ଓ ସେଠାରେ ପୁରାପାଠପଢା ସାରିବାପରେ ବିବାହ କରି ଘର ବସାଇଦେଲେ , ପରେ ସେ ବହୁତ ଆଡ୍ ସୁଟ୍ କରିଥିଲେ, କିନ୍ତୁ କେବେ ବି ଫିଲ୍ମରେ ନଜରଆସିନଥିଲେ । ସେମିତି ଖବର ମୁତାବିକ କିଛି ବର୍ଷ ପୁର୍ବରୁ ଫିଲ୍ମ ଡାଇରେକ୍ଟର ଶେଖର କାପୁର୍ ଲୋକଙ୍କୁ ଏହା ଜାଣିବାକୁ ଚାହିଁଲେ କି ଟିନା ଏବେ କେଉଁଠି ଆଜି ଏତେ ବର୍ଷ ପରେ ହୁଜାନ୍ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଊଛନ୍ତି , ଓ ବହୁତଥର ନିଜ ଫଟୋ ଇନଷ୍ଟାଗ୍ରାମରେ ସେୟାର୍ କରୁଛନ୍ତି

Leave a Reply

Your email address will not be published. Required fields are marked *