ଶୋଇବା ପୁର୍ବରୁ କରିଦିଅନ୍ତୁ ଏହି ଗୋଟିଏ କାମ , ଆଖିର ତଳେ ପଡିଥିବା କଳା ଦାଗ ସବୁଦିନ ପାଇଁ ଦୁର କରନ୍ତୁ
ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିର ସମୟରେ ନା କେବଳ ଝିଅମାନେ ବରଂ ପୁଅମାନେ ବି ନିଜ ଚେହେରାକୁ ସୁନ୍ଦର ଦେଖାଯିବାପାଇଁ ନାନାଦି ଜିନିଷର ବ୍ୟବହାର କରନ୍ତି , ହଁ ଆଜ୍ଞା ବାସ୍ତବରେ ଆଜିର ସମୟରେ ଝିଅମାନଙ୍କ ଠାରୁ ପୁଅମାନେ ନିଜ ଫେସ୍ ବ୍ୟୁଟି ଉପରେ ଅଧିକା ଧ୍ୟାନ ଦେଉଛନ୍ତି , ଯେବେ ଚେହେରାରେ ଏତେ ସାରା ଜିନିଷର ବ୍ୟବହାର ହୋଇଥାଏ , ତେବେ କିଛି ସମୟ ପାଇଁ ତ ଚେହେରା ଚମକିଉଠେ , କିନ୍ତୁ ଏହାସହ ଆପଣଙ୍କ ଚେହେରାକୁ ବି କ୍ଷତି କରିଥାଏ , ହଁ ଆଜ୍ଞା କହିଦେବୁ କି ଚେହେରାରେ ନାନାପ୍ରକାରର ପ୍ରଡକ୍ଟ ବ୍ୟବହାର କରିବାପରେ ଆପଣଙ୍କ ଚେହେରା ଧୀରେ ଧୀରେ ମଉଁଳିବାକୁ ଲାଗେ । ଏହା ସହ ଆପଣଙ୍କ ଆଖି ତଳ କଳା ଦାଗ ଆସିଯାଏ , କିଛି ଲୋକଙ୍କର କଳା ଘେରା ଆସିଯାଏ , କିଛି ଲୋକଙ୍କର ଚେହେରା ବହୁତ ସୁନ୍ଦର ହୋଇଥାଏ କିନ୍ତୁ ତାଙ୍କ ଆଖି ତଳେ କଳା ଘେରା ଆସିଲେ ତାଙ୍କ ସୁନ୍ଦରତା ହରାଇଥାନ୍ତି , ଏବେ ଏଥିରେ କୌଣସି ସନ୍ଦେହନାହିଁ କି ଆଖି ଚେହେରାର ଏକ ଆଇନା ସମାନ ହୋଇଥାଏ , ଏଥିପାଇଁ ଜରୁରୀ ଏହା କି ଆପଣ ଆଖି ସହ ଆଖିର ପାଖାପାଖି ହୋଇଥିବା କଳା ଘେରାକୁ ବି ସେତିକି ଯତ୍ନ ନିଅନ୍ତୁ , ଓ ଏହି କଳା ଘେରାକୁ ଦୁରେଇ ବାକୁ ଚେଷ୍ଟା କରନ୍ତୁ ।
ଯଦି ଆପଣ ଏହି କଳା ଘେରା ଯୋଗୁଁ ଚିନ୍ତିତ ହୋଇସାରିଛନ୍ତି , ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବାକୁ ଏକ ଘରୋଇ ପ୍ରକିୟା କହିବୁ, ଯାହାକୁ ଆପଣାଇବା ପରେ ଆପଣଙ୍କ ଆଖି ଏକଦମ୍ ସୁନ୍ଦର୍ ଦେଖାଯିବ, ହଁ ଆଜ୍ଞା ଏହି ପ୍ରକିୟାକୁ ଆପଣାଇବାପରେ ଆପଣଙ୍କ ଆଖିର କଳା ଘେରା ସବୁଦିନ ପାଇଁ ଦୁର ହୋଇଯିବ , କହିଦେବୁ କି ଏହା ଏକଦମ୍ ଘରୋଇ ପ୍ରକିୟା ଅଟେ, ଏଥିପାଇଁ ଆପଣ ବିନା ଚିନ୍ତାରେ ଏହାର ବ୍ୟବହାରକରିପାରିବେ , ତେବେ ଆସନ୍ତୁ ଏହି ଘରୋଇ ଉପାୟ ବିଷୟରେ ବିସ୍ତାରରେ ଜାଣିବା ।
୧ ) ଯେଉଁ ପ୍ରକିୟା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଊଛୁ ତାହାକୁ ବନାଇବାକୁ ହେଲେ ଲେମ୍ବୁ, ଓ ଟମାଟରର ଆବଶ୍ୟକତା ପଡିବ, ଏହା ଆପଣଙ୍କୁ ଘରେ କିମ୍ବା ପରିବା ମାର୍କେଟ୍ ରୁ ସହଜରେ ମିଳିଯିବ ।
୨) ସେମିତି ଆପଣଙ୍କୁ ଜଣେଇଦେବୁ କି ଟମାଟରର ବ୍ୟବହାର ଆମେ ସାଲାଡ୍ ରୁପରେ ଖାଇବା ସମୟରେ ବ୍ୟବହାର କରିଥାଉ, ଓ ତ୍ୱଚାକୁ ଚମକଦେବାରେ ବି କରାଯାଏ, ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଏହା ଆପଣ ବ୍ୟବହାର କରି ଆପଣଙ୍କ ଆଖିତଳ ପତ୍ତାର କଳା ଘେରାକୁ ଦୁର କରିପାରିବେ ।
୩) ଏହି ପ୍ରକିୟାକୁ ବନାଇବାକୁ ହେଲେ ପ୍ରଥମେ ଟମାଟରରୁ ରସ ବାହାର କରିଦିଅନ୍ତୁ, ଓ ସେହି ରସରେ ଏକ ଚାମଚ ଲେମ୍ବୁର ରସ ମିଶାଇଦିଅନ୍ତୁ , ଏହି ଦୁହେଁ ଜିନିଷକୁ ଭଲ ଭାବରେ ମିଶାଇକରି ପେଷ୍ଟ କରିଦିଅନ୍ତୁ ଏହି ପେଷ୍ଟକୁ ନିଜ ଆଖି ତଳେ ଲଗାଇଦିଅନ୍ତୁ , ଏହାପରେ ୧୫ ମିନିଟ୍ ଏମିତି ରଖିଦିଅନ୍ତୁ , ଓ ଥଣ୍ତାପାଣିରେ ପରେ ଧୋଇଦିଅନ୍ତୁ , ଆପଣ ଯଦି ସବୁଦିନ ମାନେ ପାଞ୍ଚଦିନ ଯାଏଁ ଏହିପରି କରିବେ , ତେବେ ଆପଣଙ୍କ ଆଖି ତଳ କଳା ଘେରା ଦୁର ହୋଇଯିବ