December 22, 2024

Odia Express

Leading Odia News Portal of Odisha

ଲଗାତାର ଗୋଟେ ମାସ ପର୍ଯ୍ୟନ୍ତ ମେଥିର ଦାନାର ପାଣି ପିଇଲେ ଶେଷ ହୋଇଯାଏ ଏହି ୪ ଟି ଗଂମ୍ଭିର ରୋଗ

ଆସିବା ଦିନରୁ ଆମେ ନିଜ ଖାଦ୍ୟପେୟରେ ବିଳମ୍ବତା କାରଣରୁ ନାନା ରୋଗର କାରଣରୁ ଆମେ ଚିନ୍ତିତ ରୁହନ୍ତି , ଓ ସମୟର ଅଭାବ ଓ ଜଲଦି ମୁକ୍ତି ପାଇବା ପାଇଁ ଆମେ ନାନାଦି ମେଡିସିନ୍ ସେବନ କରିଥାନ୍ତି , କଣ ଆପଣଙ୍କୁ ଜଣାଅଛି ଏହି ମେଡିସିନ୍ ଯେତେ ଜଲଦି ଶରୀରକୁ ଆରାମ ପହଞ୍ଚାଇଥାଏ , ସେତେ ସାଇଡ୍ ଇଫେକ୍ଟ ବି କରିଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଆୟୁର୍ବେଦର୍ ପ୍ରୟୋଗ କରାଯାଉଥିବା କିଛି ଏମିତି ଉପାୟ କହିବାକୁ ଯାଉଛୁ, ଯାହା ନାନା ପ୍ରକାରର ରୋଗରୁ ଆପଣଙ୍କୁ ମୁକ୍ତି ଦେଇପାରିବ,  ହଁ ଆଜ୍ଞା ଆପଣଙ୍କୁ ଆସନ୍ତୁ କହିବୁ । କହିଦେବୁ କି ମେଥି ବିଷୟରେ ଆମେ ସମସ୍ତେ ଜାଣିଛେ ଏହା ଆମର ଘରେ ମିଳିଯାଏ , କିନ୍ତୁ ଆପଣଙ୍କୁ ଜଣାନଥିବ କି ମେଥିରେ ବହୁତ ସାରା ଔଷଧୀୟ ଗୁଣ ଅଛି ସେମିତି ଏହାର ସେବନ କରିଲେ ନାନାଦି ରୋଗରୁ ମୁକ୍ତି ଦେଇଥାଏ,  ମେଥିର ପ୍ରୟୋଗରୁ ଆମେ ରୋଷେଇର ମସାଲା ରୁପରେ କରିଥାଉ, ସେମିତି ଆପଣଙ୍କୁ କହିଦେବୁ କି ମେଥି ଖାଇଲେ ଶରୀରରେ ଅନେକ ପ୍ରକାରର ଫାଇଦା ହୋଇଥାଏ,  ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ମେଥୀର ଦାନା ପାଣି ପିଇଲେ ଶରୀର ପାଇଁ କଣ ଫାଈଦା ହୋଇଥାଏ , କୁହାଯାଏ କି ମେଥୀର ପାଣିକୁ ୧ ମାସ ଲଗାତାର ପିଇଲେ ୪ ଟି ଗଂମ୍ଭୀର ରୋଗ ଶେଷ ହୋଇଯାଏ ।

୧) ଡାଇବେଟିଜ୍- ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଡାଇବେଟିଜ୍ ରୋଗୀଙ୍କ ପାଇଁ ମେଥୀର ଦାନା ପାଣିରେ ବତୁରାଇ କରିଲେ ପାଣି ବହୁତ ଫାଇଦାଦାୟକ ହୋଇଥାଏ,  କାରଣ ମେଥୀର ଦାନା ପାଣି ପିଇଲେ ଶରୀରରେ ଗ୍ଲୁକୋଜ୍ ରକ୍ତରେ ମିଶିକରି ପ୍ରକିୟା ଧୀରେ ଧୀରେ ହୋଇଥାଏ,  ଏହାର କାରଣରୁ ଶରୀରର ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରିତ ରହିଥାଏ, ଓ ସୁଗର୍ କୁ କଣ୍ଟ୍ରୋଲ୍ କରିଥାଏ ।

୨) ମୋଟାପା- ସେମିତି ଆପଣଙ୍କୁ ଜଣାନଥିବ କି ମେଥୀର ଦାନା ପାଣିରେ ବତୁରାଇ କରିଲେ ମେଥୀ ଦାନାକୁ ଚୋବାଇ ଚୋବାଇ କରି ଖାଇଲେ ଭୋକ ଲାଗିବାର ସମସ୍ୟା ମୁକ୍ତି ମିଳିଥାଏ , ସେମିତି ଆପଣଙ୍କୁ କହିଦେବୁ କି ମେଥିର ସେବନ ଶରୀରର ଓଜନ ନିୟନ୍ତ୍ରିତ ହୋଇକରି ଶରୀରର ଅତିରିକ୍ତ ଚର୍ବୀ କମ୍ ହୋଇଯାଏ ।

୩) ଷ୍ଟୋନ୍ ହେବାର ସମସ୍ୟା- ଆପଣଙ୍କୁ କହିଦେବୁ କି ମେଥୀର ଦାନାକୁ ବତୁରାଈ ସେହି ପାଣିକୁ ୧ ମାସ ପର୍ଯ୍ୟନ୍ତ ଲଗାତାର ପିଇଲେ ଷ୍ଟୋନ୍ ହେବାର ସମସ୍ୟା ଦୂର ହୋଈଯିବ , ଏତିକି ନୁହେଂ ଏମିତି କରିଲେ ଷ୍ଟୋନ୍ ଭାଙ୍ଗିକରି ଆପେ ଆପେ ଆସିଯିବ ।

୪) ଉଚ୍ଚ ରକ୍ତଚାପ- ସେମିତି ଯେଉଁ ବି ବ୍ୟକ୍ତି ହାଇ ବ୍ଲଡ୍ ପ୍ରେସର ସମସ୍ୟା ହୋଇଥାଏ , ସେହି ରୋଗୀଙ୍କ ପାଇଁ ମେଥିର ଦାନା ପାଣି ପିଇବା ଉଚିତ୍ , ଏଥିରେ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରିତ ହୋଇଥାଏ ।

୫) ସେବନ କରିବାର ତରିକା, ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା ଏହା କି ମେଥୀର ଦାନା ପାଣି ପିଇବାର ସଠିକ୍ ତରିକା ବହୁତ୍ ଅଧିକା ଜରୁରୀ ହୋଇଥାଏ,  ଓ ଏହା ପାଇଁ ସବୁଠାରୁ ପ୍ରଥମେ ଏକ ଚାମଚ ମେଥୀର ଦାନାକୁ ରାତିରେ ବତୁରାଇଦିଅନ୍ତୁ , ଓ ସକାଳୁ ସେହି ବତୁରାଇ ଥିବା ମେଥୀର ଦାନାକୁ ଛାଣିକରି ଅଲଗା କରିଦିଅନ୍ତୁ , ଓ ପାଣିକୁ ପିଇଦିଅନ୍ତୁ , ଏଥିରେ ଶରୀରେ ଅନେକ ପ୍ରକାର ଫାଇଦା ହେବ ।

Leave a Reply

Your email address will not be published. Required fields are marked *