ପାଦରେ ପାଉଁଜି ପିନ୍ଧିବାର ହୋଇଥାଏ ଏତେ ସାରା ଫାଇଦା, ଜାଣିଲେ ଆପଣ ଚକିତ ହୋଇଯିବେ
କୁହନ୍ତି କି ସାଜସଜ୍ଜା କରିବା ଓ ଶୃଙ୍ଗାର କରିବା ଝିଅମାନଙ୍କର ଜନ୍ମସିଦ୍ଧ ଅଧିକାର ହୋଇଥାଏ, ହଁ ଏଥିରେ କୌଣସି ଦୁଇଟି ରାୟ ନାହିଁ କି ଝିଅମାନେ ଆଜି ବି ନିଜର ସାଜସଜ୍ଜା ଶୃଙ୍ଗାର କରିବା ବହୁତ ହିଁ ପସନ୍ଦ କରନ୍ତି , ସେମିତି କଥା ବିବାହ ପୁର୍ବରୁ ନିଜେ ସଜେଇ ହେବାର ହେଉ କିମ୍ବା ବିବାହ ପରେ, କିନ୍ତୁ ଝିଅମାନେ ନିଜ୍ ଫ୍ୟାସନକୁ ନେଇ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ , ସେମିତି ଫ୍ୟାସନ ଝିଅ କରିବେ ନାହିଁ ତ ଆଉ କିଏ କରିବ, ସେମିତି ଆଜି ଆମେ ଆପଣଙ୍କୁ ଝିଅମାନଙ୍କର ଏମିତି ଏକ ଜିନିଷ ବିଷୟରେ କହିବୁ , ଯାହା କେବଳ ଝିଅମାନେ ପିନ୍ଧିପାରିବେ , କାରଣ ପୁଅଙ୍କୁ ଏହି ଜିନିଷ ବିଲକୁଲ୍ ଭଲ ଲାଗିବ ନାହିଁ । ଆମେ ଏଠାରେ କେଉଁ ଅନ୍ୟ ଜିନିଷର ନୁହେଁ ପାଉଁଜିର୍ କଥା ହେଉଛୁ , ଏବେ ଏଥିରେ କିଛି ସନ୍ଦେହ ନାହିଁ କି ଗାଁ ହେଉ କିମ୍ବା ସହର ,ପାଉଁଜି ପିନ୍ଧିବା ସମସ୍ତଙ୍କୁ ପସନ୍ଦ ହୋଇଥାଏ , ଫରକ କେବଳ ଏତିକି ହୋଇଥାଏ କି ଗାଁର ଝିଅ ସାଧାରଣ ପାଉଁଜି ପିନ୍ଧିଥାନ୍ତି , ଓ ସହରର ଝିଅ ନାନାପ୍ରକାରର ଡିଜାଇନ୍ ପାଉଁଜି ପିନ୍ଧିଥାନ୍ତି , ମାନେ ସିଧା ଶବ୍ଦରେ କହିଲେ ପାଉଁଜି ଝିଅଙ୍କ ସାଜସଜ୍ଜା ଓ ଶୃଙ୍ଗାରର ବହୁତ ଖାସ୍ ମହତ୍ତ୍ୱ ରଖିଥାଏ ।
ସେମିତି ଆପଣଙ୍କୁଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପାଉଁଜି ବିଷୟରେ ଆମର ଧାର୍ମିକ ଶାସ୍ତ୍ରରେ ବହୁତ ସାର କଥା ପଢିବାକୁ ମିଳିଯାଏ , ଯାହା ମହିଳାମାନେହେଉ କିମ୍ବା ଝିଅମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି , ତାଙ୍କର ସୁନ୍ଦରତା ସେମିତି ବଢିଯାଏ , ଏହି କାରଣରୁ ଝିଅମାନେ ପାଉଁଜି ପିନ୍ଧିଥାନ୍ତି , ଆପଣଙ୍କୁ ଜାଣିଲେ ଖୁସି ଲାଗିବ କି ପାଦରେ ପାଉଁଜି ପିନ୍ଧିଲେ ବହୁତ ସାରା ଫାଇଦା ହୋଇଥାଏ, ଯାହା ବିଷୟରେ ଆମେ ଆଜି କହିବୁ , ତେବେ ଆମେ ଆପଣଙ୍କୁ କହୁଛୁ,ପାଦରେ ପାଉଁଜି ପିନ୍ଧିଲେ କଣ କଣ ଫାଇଦା ହୋଇଥାଏ ।
୧) ଶାସ୍ତ୍ରନୁସାରେ ଯେଉଁ ମହିଳା ନିଜ ପାଦରେ ପାଉଁଜି ପିନ୍ଧିଥାଏ , ତାଙ୍କ ଘରେ କେବେ ଖରାପ ଶକ୍ତି ପ୍ରବେଶ କରିପାରେ ନାହିଁ< ହଁ ଆଜ୍ଞା ଏହାର ମତଲବ୍ ଏହା ହୋଇଥାଏ କି ଏଥିରୁ ନକରାତ୍ମକ ଶକ୍ତି ଆପଣଙ୍କ ଘରୁ ଦୁରେଇ ରୁହନ୍ତି , ପାଉଁଜି ଯାହା ଆବାଜ୍ ବାହାରିଥାଏ, ସେଥିରୁ ଖରାପ ଶକ୍ତି ବାହାରିଯାଏ , ପାଉଁଜି ପିନ୍ଧିଲେ ଏକ ବଡ ଫାଇଦା ହୋଇଥାଏ ଏହା କି ଏହା ଆପଣଙ୍କୁ ଖୁସିରେ ରଖିଥାଏ ।
୨) ଏହା ଛଡା ପାଦରେ ପାଉଁଜି ପିନ୍ଧିଲେ ଆପଣଙ୍କ ଘରରେ ଭଗବାନଙ୍କ ବାସ ହୋଇଥାଏ , ସେ ଏଥିପାଇଁ କୁହାଯାଏ କାରଣ ପାଦରେ ପାଉଁଜିର୍ ସ୍ୱର ଭଗବାନଙ୍କୁ ପସନ୍ଦ ହୋଇଥାଏ , ମାନେ ସିଧା ଶବ୍ଦରେ କହିଲେ ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧନ୍ତି ତାଙ୍କ ଘରେ ଭଗବାନଙ୍କ୍ ବାସ ହୋଇଥାଏ ।
୩) ସାଧାରଣତଃ ପାଉଁଜି ରୁପାର ତିଆରି ହୋଇଥାଏ, ଓ ଏମିତିରେ ପିନ୍ଧିଲେ ଆମର ଇମ୍ୟୁନୋ ସିଷ୍ଟମ ସଠିକ୍ ତରିକାରେ ବୁଷ୍ଟ କରିଥାଏ, ଏହାର ମତଲବ ଯେଉଁ ମହିଳା ପାଉଁଜି ପିନ୍ଧନ୍ତି, ତାଙ୍କୁ ଶରୀର ସଂବନ୍ଧି ସମସ୍ୟାର ସାମ୍ନା କରିବାକୁ ପଡିବନାହିଁ ।