ଭୁଲରେ ବି କେଉଁ ଅନ୍ୟଙ୍କ ସହ ଏହି ୪ ଟି ଜିନିଷର ବ୍ୟବହାର କରନ୍ତୁ ନାହିଁ , ନହେଲେ ହୋଇପାରନ୍ତି ହଇରାଣ
ଆମେ ଆପଣଙ୍କ ପାଇଁ ନିତ୍ୟଦିନର ଜୀବନରେ ବହୁତ ସାରା ସାମାନ୍ୟ ଜିନିଷର ବ୍ୟବହାର କରିଥାଉ, ଏଥିରୁ କିଛି ଜିନିଷ ଏପରି ହୋଇଥାଏ , ଯାହା ଆମକୁ ସମୟରେ ମିଳିପାରେ ନାହିଁ , ଓ ଏମିତିରେ ତାହା ଆମେ ଅନ୍ୟଙ୍କୁ ମାଗିଦେଇଥାଉ , କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ନିତ୍ୟଦିନରେ ବ୍ୟବହାର ହେଉଥିବା ଏହି ଜିନିଷମଧ୍ୟରୁ କିଛି ଏମିତି ଜିନିଷ ହୋଇଥାଏ ଯାହା ଅନ୍ୟଙ୍କୁ କେବେ ମାଗିବା ଉଚିତ୍ ନୁହେଁ , କିମ୍ବା ଆଉ ଅନ୍ୟ କାହାର ସହ ଏହି ଜିନିଷ ବ୍ୟବହାର୍ କରିବା ଉଚିତ୍ ନୁହେଁ , ସେ ଏଥିପାଇଁ କାରଣ ଅନ୍ୟଙ୍କ ଠାରୁ ନିଆଯାଇଥିବା କେଉଁ ଅନ୍ୟଙ୍କ ଏହି ଜିନିଷ ବ୍ୟବହାର କରିଲେ ଆପଣଙ୍କ ବହୁତ ସାରା ସମସ୍ୟା ହୋଇପାରେ , ଆପଣ ଜାଣିବାକୁ ଚାହିଁବେ କି ଏହି ଜିନିଷ କେଉଁଟା ଅଟେ, ତେବେ ଆସନ୍ତୁ ଆପଣଙ୍କୁ ବିସ୍ତାରରେ ଆଲୋଚନା କରିବା ।
୧) ନେଲ କଟର- ଏହି ଲିଷ୍ଟରେ ପ୍ରଥମେ ନେଲ କଟର୍ ସାମିଲ୍ ଅଛି , ଏବେ ଏମିତି ନେଲକଟର୍ ଏମିତି ଏକ ଜିନିଷ ଅଟେ ଯାହା ସମସ୍ତଙ୍କ ଘରେ ମିଳିଥାଏ, ଏମିତିରେ ଘରର ଲୋକେ ଏହାକୁ ଜଣେ ଅନ୍ୟ ଜଣଙ୍କୁ ସେୟାର୍ ବି କରନ୍ତି , ସେମିତି ଯଦି ଆମେ ନଖର କଥା କହିବା ତେବେ ଏହା ଦେଖିବାକୁ ସଫା ଲାଗେ, କିନ୍ତୁ ସେଥିରେ ବହୁତ୍ ପ୍ରକାରର୍ ବ୍ୟାକ୍ଟେରିଆ ମହଜୁଦ୍ ହୋଇଥାଏ, ଏମିତିରେ କେଉଁ ଅନ୍ୟ ବ୍ୟକ୍ତି ଏହି ନେଲ କଟର ବ୍ୟବହାର କରିଲେ ବ୍ୟାକ୍ଟେରିଆ ତାର ନଖ ଯାଏଁ ପହଞ୍ଚିଯାଏ , ଏଥିପାଇଁ ନେଲକଟର ବ୍ୟବହାର କରିବା ପୁର୍ବରୁ ଏହାକୁ ଭଲ ଭାବେ ସଫା କରନ୍ତୁ , ଓ ଯଦି ହୋଇପାରିବ ତେବେ ଏହାକୁ କେଉଁ ଅନ୍ୟ ଲୋକଙ୍କ ସହ ସେୟାର୍ କରନ୍ତୁ ନାହିଁ ।
୨) ପାନିଆଁ- ଏହି ଲିଷ୍ଟରେ ଦ୍ୱିତୀୟ ଜିନିଷଟି ହେଲା ପାନିଆଁ , ଏବେ ଜାହିର୍ କଥା କି ସବୁବ୍ୟକ୍ତି ସବୁଦିନ ନିଜ ମୁଣ୍ତ ବାଳକୁ ପାନିଆଁରେ କୁଣ୍ତାଇଥାଏ , ଏହା କହିବା ଭୁଲ୍ ହେବନାହିଁ କି ପାନିଆଁ ସବୁଦିନ ବ୍ୟବହାର ହେଉଥିବା ଏକ ସାମାନ୍ୟ ଜିନିଷ ଅଟେ, ଏବେ ଏମିତି ଘରର ସଦସ୍ୟ ଜଣେ ଅନ୍ୟ ଜଣଙ୍କ ସହ ନିଜ ପାନିଆଁ ସେୟାର୍ କରିନିଅନ୍ତି , କିନ୍ତୁ ଆପଣଙ୍କୁ ଜଣେଇଦେବୁ କି ଏହା କରିବା ଭୁଲ୍ ଅଟେ, ହଁ ଆଜ୍ଞା ବାଳର ଝଡିବା କିମ୍ବା ବାଳ ପାଚିବା ଆଦି ସମସ୍ୟା ଏହି କାରଣରୁ ହୋଇଥାଏ, ଏଥିପାଇଁ ହୋଇପାରିବ ଯଦି କାହାକୁ ବି ନିଜ ପାନିଆଁ ସେୟାର୍ କରନ୍ତୁ ନାହିଁ ।
୩) ତକିଆ- ଏଥିରେ କୌଣସି ସନ୍ଦେହ ନାହିଁ କି ତକିଆ ଏପରି ଏକ ଜିନିଷ ଅଟେ ଯାହା ଆମକୁ ଶାନ୍ତିର ନିଦ୍ରା ପ୍ରଦାନ କରିଥାଏ, ମାନେ ଏହା ଏକ ଆରାମଦାୟକ ଜିନିଷ ଅଟେ, ଯେବେ ମୁଣ୍ତ୍ ତକିଆରେ ରଖି ଆମେ ଶୋଇଥାଉ , ତେବେ ଆମର ମୁଣ୍ତର ବାଳରୁ ବହୁତ ପ୍ରକାର କେମିକାଲ୍ ଯୁକ୍ତ ଜିନିଷ ତକିଆରେ ଲାଗିଯାଏ , ଯାହାର କାରଣରୁ ବ୍ରଣ ହେବାର ସଂମ୍ଭାବନା ବି ବଢିଯାଏ , ଏମିତିରେ ଯେଉଁ ତକିଆର୍ ବ୍ୟବହାର ଆପଣ କରୁଛନ୍ତି , ତାକୁ ଭୁଲରେ କେଉଁ ଅନ୍ୟ ଲୋକଙ୍କୁ ଦିଅନ୍ତୁ ନାହିଁ , କିମ୍ବା ଅନ୍ୟ କାହାର ତକିଆ ନିଜ ସହ ବ୍ୟବହାର କରନ୍ତୁ ନାହିଂ , କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।
୪) ଗାଧୋଇବା ସାବୁନ୍- ଆମେ ଆମ ଘରରେ କପଡା ଧୋଇବାରୁ ନେଇକରି ଗାଧୋଇବାପାଇଁ ସାବୁନର ବ୍ୟବହାର କରିଥାଉ , କିନ୍ତୁ ଯେଉଁଠି ଆମେ ସାବୁନ୍ ରଖିଥାଉ, ସେ ଜାଗା ବହୁତ ଓଦା ହୋଇଥାଏ , ଯାହାର କାରଣରୁ ସାବୁନ୍ ସବୁବେଳେ ନରମ ହୋଇଥାଏ, କହିଦେବୁ କି ଏହାର କାରଣରୁ ସେଥିରେ ନାନାପ୍ରକାର ସୁକ୍ଷ୍ମ ଜିବାଣୁ ଉତ୍ପନ୍ନ ହୋଇଥାଏ, ଏମିତିରେ ଆମେ ଯେବେ ଏହି ସାବୁନର ବ୍ୟବହାର ଅନ୍ୟ କେଉଁ ବ୍ୟକ୍ତିର ହାତରେ ପଡିଥାଏ , ତେବେ ଏହି ଜୀବାଣୁ ସେଥିରେ ପ୍ରବେଶ କରିପାରନ୍ତି , ଏଥିପାଇଁ ଭୁଲରେ କାହା ସହ ନିଜ ସାବୁନ୍ ସେୟାର୍ କରନ୍ତୁ ନାହିଁ