December 27, 2024

Odia Express

Leading Odia News Portal of Odisha

ଅତିଥିଙ୍କ ରୁପରେ ଦାନବ ସମାନ ହୋଇଥାନ୍ତି ଏହି ପାଞ୍ଚଟି ଲୋକ ଭୁଲରେ ବି ଏମାନଙ୍କୁ ଘରକୁ ଆମନ୍ତ୍ରଣ କରନ୍ତୁ ନାହିଁ

ଏମିତି ଆମ ଶାସ୍ତ୍ରରେ ଅତିଥିଙ୍କୁ ଭଗବାନଙ୍କ ରୁପ ବୋଲି କୁହାଯାଏ , କିନ୍ତୁ କିଛି ଅତିଥି ଏମିତି ହୋଇଥାନ୍ତି , ଯାହାଙ୍କୁ ଦାନବ ରୁପ ମାନାଯାଏ , ହଁ ଆଜ୍ଞା ଏମିତି ଅତିଥି ଯିଏ ଆପଣଙ୍କ ଘରରେ କେବଳ ଦୁଃଖ ନେଇକରି ଆସିଥାଏ , ଓ ଆପଣଙ୍କ ଘରର ଖୁସି ଛଡେଇ ନେଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଅତିଥିଙ୍କ ସହ କଥାବାର୍ତ୍ତା କରିବୁ, ଯାହାଙ୍କୁ ଆପଣ ବଞ୍ଚିକରି ରହିବାର ଦରକାର ଅଛି, ଓ ଭୁଲରେ ଏହାକୁ ଭଲ ବୁଝିବାର ଭୁଲି କରନ୍ତୁ ନାହିଁ , ଏହି ଅତିଥିକୁ ଭୁଲ୍ କରି ଘରକୁ ନ ଡକାନ୍ତୁ , ଓ ଯଦି କେବେ ଘରକୁ ଆସିଯାଏ , ତେବେ ଏଥିରୁ ଆପଣ ଘର ବିଷୟରେ କିମ୍ବା ଘର ସଦସ୍ୟଙ୍କ ବିଷୟରେ କଥାବାର୍ତ୍ତା  ନ କରନ୍ତୁ , ତେବେ ଆସନ୍ତୁ ଏବେ ଆପଣଙ୍କୁ କହିଦେବୁ କି ଏହି ଦାନବ ରୁପି ଅତିଥି କିଏ ହୋଇଥାନ୍ତି ।

୧) ପାଖଣ୍ତି- ଯେଉଁ ଲୋକ ପାଖଣ୍ତି ହୋଇଥାଏ, ମାନେ ଯେଉଁ ଲୋକ ଅନ୍ୟଙ୍କ ସାମ୍ନାରେ କିଛି ହୋଇଥାଏ , ଓ ଏକେଲା କିଛି ହୋଇଥାଏ , ଏମିତିରେ ଲୋକଙ୍କୁ କେବେ ଘରକୁ ଡାକନ୍ତୁ ନାହିଁ , କହିଦେବୁ କି ଏମିତି ଲୋକ ନିଜ ସ୍ୱାର୍ଥ ପୁରା କରିବାପାଇଁ କେଉଁ କାମ ବି କରିପାରନ୍ତି , ଓ ଏହାର କ୍ଷତି ଆପଣଙ୍କୁ ଭୋଗିବାକୁ ପଡିପାରେ , ଏଥିପାଇଁ ଭୁଲ୍ କରି ଏହିପରି ଅତିଥି ରୁପରେ ଘରରେ ଆମନ୍ତ୍ରଣ ନ କରନ୍ତୁ ।

୨) ଖରାପ କର୍ମ କରୁଥିବା ଲୋକ- ଆପଣଙ୍କ ସୁଚନା ପାଇଁ କହିଦେବୁ କି ଯେଉଁ ଲୋକ ଦିନ ସାରା ଭୁଲ୍ କାମ କରିଥାଏ,  ତାଙ୍କୁ ସବୁବେଳେ ଦୁର ରହିବା ଉଚିତ୍ , କାରଣଏମିତି ଲୋକ ସଂଗତ ଆପଣଙ୍କୁ ଭୁଲ୍ ମଣିଷ ବନାଇପାରେ , ଏହା ସହ ଏମିତି ଲୋକଙ୍କ କେବେ ଘରେ ଡକାଇବା ଉଚିତ୍ ନୁହେଁ , କାରାଣ ଏହା ଆପଣଙ୍କ ପରିବାରର ଖରାପ ପଡିପାରେ , କାରଣ ଏହାର ଆପଣଙ୍କ ପରିବାର ଖରାପ ପ୍ରଭାବ ପକାଇଥାଏ,  ହଁ ଆଜ୍ଞା ଖରାପ ଲୋକ ଭଲ ଲୋକ ବିଚାରକୁ ପ୍ରଭାବିତ କରିବାର ସକ୍ଷମ ହୋଇଥାଏ , ଏଥିପାଇଁ ଏହି ଲୋକଙ୍କର ଦୁରରୁ ରୁହନ୍ତୁ ।

୩) ଅନ୍ୟଙ୍କୁ ବୋକା ବନାଉଥିବା – ଯେଉଁ ଲୋକ ଅନ୍ୟଙ୍କୁ ବୋକା ବନାଇକରି ମଜା ନେଇଥାନ୍ତି, ଓ ତାଙ୍କୁ କ୍ଷତି ପହଞ୍ଚାଇଥାଏ , ସେ ନିଜ ଫାଇଦା ପାଇଁ କିଛି ବି କରିପାରିବେ , ହଁ ଆଜ୍ଞା ଏମିତି ଲୋକ କେବେ ପାଖକୁ ଆଣିବାକୁ ଦିଅନ୍ତୁ ନାହିଁ , କାରଣ ଏଥିରୁ ଆପଣ ତାଙ୍କ ମଜାକ୍ ର ଶିକାର ହୋଇପାରନ୍ତି , ଓ ଆପଣଙ୍କ ହାନି ଭୋଗିପାରେ ।

୪) ଭଗବାନଙ୍କୁ ଶ୍ରଦ୍ଧା ରଖୁନଥିବା ଲୋକ- ଯେଉଁ ଲୋକ ନାସ୍ତିକ ହୋଇଥାନ୍ତି , ଓ ଭଗବାନଙ୍କୁ ବିଶ୍ୱାସ ରଖନ୍ତି ନାହିଁ , ଏମିତି ଲୋକଙ୍କୁ କେବେ ଭୁଲରେ ଘରେ ପଶାନ୍ତୁ ନାହିଁ , ହଁ ଆଜ୍ଞା ଏମିତି ଲୋକଙ୍କର ସଙ୍ଗତରେ ରହିକରି ଆପଣ ନିଜ ବିଚାର ବି ନାସ୍ତିକ କରିବସିବେ

୫) ଅନ୍ୟଙ୍କୁ ଦୁଃଖ ପହଞ୍ଚାଇବାବାଲା- ଆପଣ ବହୁତଥର ଦେଖିଥିବେ କି ବହୁତ ଲୋକଙ୍କର କଥାବାର୍ତ୍ତା ବହୁତ କଡା ହୋଇଥାଏ , ଓ ନିଜ କଥାରୁ ସେମାନେ ଅନ୍ୟଙ୍କୁ ଦୁଃଖି କରିଦିଅନ୍ତି , ତେବେ ଏଥିରୁ ଘରରେ କେବଳ ଦୁଃଖ ହିଁ ଆଗମନହୋଇଥାଏ ।

Leave a Reply

Your email address will not be published. Required fields are marked *