December 24, 2024

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ଓ ବୁଦ୍ଧିମାନ ପ୍ରଶ୍ନ – ସେ କିଏ ଯିଏ ଆପଣଙ୍କ ଜିନିଷ ନିଏ ଓ ବଦଳରେ ଆପଣ ତାଙ୍କୁ ପଇସା ଦେଇଥାନ୍ତି ?ବୁଢୀମନ ଲୋକ ଉତ୍ତର ଦେଇପାରିବେ

ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୦ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ଆପଣଙ୍କ ଉପସ୍ଥିତ ବୁଦ୍ଧି ପରୀକ୍ଷା ପାଇଁ ପଚରାଯାଏ |ଏଥିରେ ଉତ୍ତର ଦେଲେ ଜଣ ପଡିବ ଆପଣ କେତେ ଚତୁଦ୍ର ଓ ବୁଦ୍ଧିମାନ ଅଟନ୍ତି |ତେବେ ଏହି ପ୍ରଶ୍ନ ଗୁଡିକ ଖୁବ କୌତୁହଳ ପୁର୍ଣ |ତେବେ ନିଜ ସାଙ୍ଗ ମାନକ ସହ ସେୟାର କରନ୍ତୁ ଓ ଏହାର ମଜ଼ା ନିଶ୍ଚୟ ନିୟନ୍ତୁ |ଚାଲନ୍ତୁ ଆଜିର ପ୍ରଶ୍ନ ଉତ୍ତର ଆରମ୍ଭ କରିବ

ଏବେ ଜାଣିବା ଏକ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ତାହା କଣ ଝା ଭାଙ୍ଗିବା ପାଇଁ ତିଆରି ହୁଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରେକର୍ଡ।

ଏବେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ତାହା କଣ ଯାହା ଉପରକୁ ଯାଏ,ତଥାପି ଟ୍ୱଲ୍କୁ ମଧ୍ୟ ଯାଏ,ତଥାପି ଏପଟ ସେପଟ ନ ହୋଇ ସ୍ଥିର ରହେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଡ଼ି ବା ପାହାଚ।

ଏବେ ଜାଣିବା ତିନି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ତାହା କେଉଁ ଭାଷାର ନାମ ଯାହାକୁ ଆମେ ଖାଇ ଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିନି।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଗୋଟେ ହାତୀ ପାଣିରେ ପଡିଗଲା ସେ ବାହାରକୁ କେମିତି ଆସିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଓଦା ହେଇ ଆସିବ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ତାହା କଣ ଯାହାକୁ ଆମେ ଦିନରେ ଅନେକ ଥର ଉଠେଇ ଥାଉ ଓ ଅନେକ ଥର ରଖିଥାଉ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଦ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ତାହା କଣ ଯାହା ପୁରା କୋଠରୀରେ ଭରିଯାଏ କିନ୍ତୁ ଟିକେ ହେଲେ ଜାଗା ନିଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଲୋକ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ଗୋଟେ ଦୁଡିକୁ ଥରେ କାଟିଲେ ଦୁଇ ଖଣ୍ଡ ହୁଏ ସେହି ଦଉଡିକୁ ତିନିଥର କାଟିଲେ କେତେ ଖଣ୍ଡ ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାରିଖଣ୍ଡ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଗୋଟିଏ ପୋଲରେ କେବଳ ଗୋଟେ କାର ଯାଇ ପାରିବି,ଗୋଟେ ଧଳା କାର ଏବଂ ଗୋଟେ କଳା କାର ଏକାବେଳେ କେମିତି ଯିବେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳାକାର ଜଣଙ୍କ ଧଳାକାରକୁ ଚଲଉ ଥିବେ।ଏଠାରେ କଳାକାର ମାନେ ଅଭିନେତା

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ମା ବାପାଙ୍କ ପରେ ଆଉ କିଏ ଯିଏ ଆଗକୁ ଯିବାକୁ ପ୍ରେରଣା ଦିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବସ କଣ୍ଡକ୍ଟର।ଯଦି ଆପଣ କେବେ ବସରେ ଯାତ୍ରା କରିଥିବେ ଓ ବସିବାବପାଇଁ ସିଟ ପାଇ ନଥିବେ ବସ କଣ୍ଡକ୍ଟର ଆପଣଙ୍କୁ ବହୁତ ଥର କହିଥିବ ଆଗକୁ ଚାଲ ଆଗକୁ ଚାଲ ବୋଲି।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ସେ କିଏ ଯିଏ ଆପଣଙ୍କ ଜିନିଷ ନିଏ ଓ ବଦଳରେ ଆପଣ ତାଙ୍କୁ ପଇସା ଦେଇଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାରିକ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *